ଏସସିଓ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତବ୍ୟ

July 04th, 01:29 pm

ଏସସିଓର ସଦସ୍ୟ ଭାବରେ ଏହାର ସ୍ୱୀକୃତି ୨୦୧୭ କାଜାଖ ଅଧ୍ୟକ୍ଷତା ସମୟରେ ହୋଇଥିଲା ବୋଲି ଭାରତ ପ୍ରଶଂସାର ସହ ମନେ ପକାଉଛି । ସେବେଠାରୁ ଆମେ ଏସସିଓରେ ଅଧ୍ୟକ୍ଷତାର ଏକ ପୂର୍ଣ୍ଣ ଚକ୍ର ଶେଷ କରିଛୁ । ୨୦୨୦ରେ ଭାରତ ଉଭୟ ରାଷ୍ଟ୍ର ମୁଖ୍ୟଙ୍କ ବୈଠକ ଏବଂ ୨୦୨୩ରେ ରାଷ୍ଟ୍ର ମୁଖ୍ୟ ପରିଷଦ ବୈଠକ ଆୟୋଜନ କରିଥିଲା। ଏସସିଓ ଆମ ବୈଦେଶିକ ନୀତିରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି ।

ଏସସିଓ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତବ୍ୟ

July 04th, 01:25 pm

ଏସସିଓର ସଦସ୍ୟ ଭାବରେ ଏହାର ସ୍ୱୀକୃତି ୨୦୧୭ କାଜାଖ ଅଧ୍ୟକ୍ଷତା ସମୟରେ ହୋଇଥିଲା ବୋଲି ଭାରତ ପ୍ରଶଂସାର ସହ ମନେ ପକାଉଛି । ସେବେଠାରୁ ଆମେ ଏସସିଓରେ ଅଧ୍ୟକ୍ଷତାର ଏକ ପୂର୍ଣ୍ଣ ଚକ୍ର ଶେଷ କରିଛୁ । ୨୦୨୦ରେ ଭାରତ ଉଭୟ ରାଷ୍ଟ୍ର ମୁଖ୍ୟଙ୍କ ବୈଠକ ଏବଂ ୨୦୨୩ରେ ରାଷ୍ଟ୍ର ମୁଖ୍ୟ ପରିଷଦ ବୈଠକ ଆୟୋଜନ କରିଥିଲା। ଏସସିଓ ଆମ ବୈଦେଶିକ ନୀତିରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି ।

ବେଲାରୁଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ସ୍ୱାକ୍ଷରିତ ଏମ୍ଓୟୁ/ଚୁକ୍ତିର ତାଲିକା

September 12th, 06:12 pm

ବେଲାରୁଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ସ୍ୱାକ୍ଷରିତ ଏମ୍ଓୟୁ/ଚୁକ୍ତିର ତାଲିକା

ବେଲାରୁଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି

September 12th, 02:30 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବେଲାରୁଷ ରାଷ୍ଟ୍ରପତି ମିଷ୍ଟର ଆଲେକଜାଣ୍ଡାର ଲୁକାଶେଙ୍କୋ ଆଜି ବୁଝାମଣାପତ୍ର ଆଦାନ-ପ୍ରଦାନ କରିଛନ୍ତି । ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ ଏବଂ ଏହାର ବିସ୍ତାର ଉପରେ ବିଚାର-ବିମର୍ଶ କରିଥିଲେ । ଦୁଇ ଦେଶର ନେତା 'ମେକ ଇନ ଇଣ୍ଡିଆ' କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ଷା କ୍ଷେତ୍ରରେ ସଂଯୁକ୍ତ ବିକାଶ ଏବଂ ନିର୍ମାଣକୁ ପ୍ରୋତ୍ସାହିତ କରିବା ଉପରେ ସହମତି ଜଣାଇଥିଲେ ।