Practical Knowledge is the true essence of the NEP: PM Modi
May 13th, 06:22 pm
PM Modi addressed the gathering at the Akhil Bhartiya Shiksha Sangh Adhiveshan, which is the 29th Biennial Conference of the All India Primary Teacher’ Federation. In his address, he acknowledged the importance of education and how the National Education Policy (NEP) will transform and foster learning for the 21st century in India.Teachers pioneer culture of hygiene among students: PM Modi
May 13th, 06:10 pm
PM Modi addressed the gathering at the Akhil Bhartiya Shiksha Sangh Adhiveshan, which is the 29th Biennial Conference of the All India Primary Teacher’ Federation. In his address, he attributed the teachers as the pioneer of promoting a ‘sense of hygiene’ among students. PM Modi said that schools and teachers play an important role as agents of socialization and that through their efforts they can ingrain a sense of hygiene among students.ଗୁଜରାଟର ଗାନ୍ଧୀନଗର ଠାରେ ଅଖିଳ ଭାରତୀୟ ଶିକ୍ଷା ସଂଘର ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
May 12th, 10:31 am
ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, କେନ୍ଦ୍ର ମନ୍ତ୍ରି ପରିଷଦର ମୋର ସାଥୀ ଏବଂ ଯେଉଁମାନେ ପୂରା ଜୀବନବ୍ୟାପୀ ନିଜକୁ ନିଜେ ଶିକ୍ଷକ ଭାବରେ ହିଁ ପରିଚିତ ହୋଇଥାନ୍ତି, ଏଭଳି ପୁରୁଷୋତ୍ତମ ରୁପାଲା ଜୀ, ଗତ ନିର୍ବାଚନରେ ଭାରତର ସଂସଦରେ, ଦେଶରେ, ସମଗ୍ର ଦେଶରେ ସବୁଠାରୁ ଅଧିକ ଭୋଟ ପାଇ ଜିତିଥିବା ଶ୍ରୀମାନ ସି.ଆର. ପାଟିଲ ଜୀ, ଗୁଜରାଟ ସରକାରଙ୍କ ମନ୍ତ୍ରୀଗଣ, ଅଖିଳ ଭାରତୀୟ ପ୍ରାଇମେରୀ ଶିକ୍ଷକ ସଂଘର ସମସ୍ତ ସଦସ୍ୟଗଣ, ଦେଶର କୋଣ-ଅନୁକୋଣରୁ ଆସିଥିବା ସମ୍ମାନିତ ଶିକ୍ଷକଗଣ, ମହିଳା ଏବଂ ଭଦ୍ର ଲୋକମାନେ!ଗୁଜୁରାଟର ଗାନ୍ଧିନଗର ଠାରେ ଅଖିଳ ଭାରତୀୟ ଶିକ୍ଷା ସଂଘ ଅଧିବେଶନରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ
May 12th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଖିଳ ଭାରତୀୟ ଶିକ୍ଷା ଅଧିବେଶନରେ ଅଂଶଗ୍ରହଣ କରିଥିଲେ, ଯାହା ସର୍ବ ଭାରତୀୟ ପ୍ରାଥମିକ ଶିକ୍ଷକ ମହାସଂଘର ୨୯ ତମ ଦ୍ୱିବାର୍ଷିକ ସମ୍ମିଳନୀ ଅଟେ । ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ମଧ୍ୟ ବୁଲି ଦେଖିଥିଲେ । ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି ଶିକ୍ଷକ ହେଉଛନ୍ତି ପରିବର୍ତ୍ତିତ ଶିକ୍ଷାର ହୃଦୟ”।12 ମେ ରେ ଗୁଜରାଟ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ
May 11th, 12:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 12 ମଇରେ ଗୁଜରାଟ ଗସ୍ତ କରିବେ। ପୂର୍ବାହ୍ନ ପ୍ରାୟ 10:30 ସମୟରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗରରେ ଅଖିଳ ଭାରତୀୟ ଶିକ୍ଷା ସଂଘ ଅଧିବେଶନରେ ଅଂଶଗ୍ରହଣ କରିବେ। ଏହା ପରେ ସେ ଗାନ୍ଧିନଗରରେ ମଧ୍ୟାହ୍ନ 12 ଟା ସମୟରେ ପ୍ରାୟ 4400 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ମୂଳଦୁଆ ପକାଇବେ। ଅପରାହ୍ନ ପ୍ରାୟ 3 ଟା ସମୟରେ ପ୍ରଧାନମନ୍ତ୍ରୀ ଗିଫ୍ଟ ସିଟି ପରିଦର୍ଶନ କରିବେ।