Let's embrace the latest technology in the sphere of water conservation: PM Modi

June 29th, 06:03 pm

PM Narendra Modi today dedicated several projects to the nation. He dedicated the third link of phase I of SAUNI project, remodeled Nyari Dam and an express feeder line for linking Aji Dam and Nyari dam. Shri Modi also launched Smart Rajkot Hackathon.

ସୌନୀ ଯୋଜନା ଅନ୍ତର୍ଗତ ଅଯୀ ନଦୀବନ୍ଧରେ ଜଳ ପ୍ରବେଶ କାର୍ଯ୍ୟକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

June 29th, 06:02 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜକୋଟଠାରେ ସୌନୀ ଯୋଜନା ଅନ୍ତର୍ଗତ ଅଯୀ ନଦୀବନ୍ଧରେ ଜଳ ପ୍ରବେଶ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ଏହି ଅବସରରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକଦା ଗୁଜରାଟରେ ଉତ୍କଟ ଜଳ ସଂକଟ ଦେଖାଦେଇଥିଲା, ସେହିଦିନଠାରୁ ରାଜ୍ୟ ଅନେକ ବାଟ ଅଗ୍ରସର ହୋଇଛି ।