ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରପ୍ରଦେଶର ପୂର୍ବାଂଚଳ ଏକ୍ସପ୍ରେସୱେରେ ଏକ ଏୟାର ଶୋ' ଦେଖିଛନ୍ତି

November 16th, 04:14 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ସୁଲତାନପୁର ଜିଲ୍ଲାର କରୱାଲ ଖେରୀରେ ପୂର୍ବାଂଚଳ ଏକ୍ସପ୍ରେସୱେକୁ ଉଦଘାଟନ କରିଛନ୍ତି । ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ବାୟୁସେନା ଦ୍ୱାରା ଏକ ଆକର୍ଷଣୀୟ ଏୟାର ଶୋ'ର ସାକ୍ଷୀ ହୋଇଥିଲେ। ସୁଖୋଇ ଏବଂ ମିରାଜ ପରି ଶକ୍ତିଶାଳୀ ଯୁଦ୍ଧ ବିମାନ ଏକ୍ସପ୍ରେସୱେରେ ଟଚ-ଆଣ୍ଡ-ଗୋ ଅପେରସନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ C-130J ସୁପର ହର୍କ୍ୟୁଲିସ୍ ବିମାନ ଦ୍ୱାରା ଏହି ସ୍ଥାନରେ ପହଞ୍ଚିଥିଲେ।