ଜାତୀୟ ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
April 13th, 10:43 am
ଆଜି ବୈଶାଖୀର ପବିତ୍ର ପର୍ବ । ଏହି ବୈଶାଖୀ ପର୍ବ ଅବସରରେ ସମସ୍ତ ଦେଶବାସୀଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଆନନ୍ଦରେ ଭରା ଏହି ଉତ୍ସବରେ, ଆଜି ୭ଠ ହଜାରରୁ ଅଧିକ ଯୁବକମାନଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ସରକାରୀ ଚାକିରି ମିଳିଛି । ଆପଣ ସମସ୍ତ ଯୁବକମାନଙ୍କୁ, ଆପଣଙ୍କ ପରିବାର ସଦସ୍ୟମାନଙ୍କୁ, ଆପଣଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭକାମନା ।ଜାତୀୟ ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
April 13th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୩-୦୪-୨୦୨୩) ଜାତୀୟ ରୋଜଗାର ମେଳାକୁ ଆଭାସୀ ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ସେ ବିଭନ୍ନ କେନ୍ଦ୍ର ସରକାରୀ ବିଭାଗର ପ୍ରାୟ ୭୧ ହଜାର ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ନିଯୁକ୍ତି ପାଇଥିବା ଏହି ନବନିଯୁକ୍ତମାନେ ଭାରତ ସରକାରଙ୍କ ବିଭିନ୍ନ ପଦପଦବୀ ଯଥା ଟ୍ରେନ ମ୍ୟାନେଜର, ଷ୍ଟେସନ ମାଷ୍ଟର, ସିନିୟର କମର୍ସିଆଲ କମ ଟିକେଟ କ୍ଲର୍କ, ନିରୀକ୍ଷକ ଇନିସପେକ୍ଟର, ସବ ଇନିସପେକ୍ଟର, କନେଷ୍ଟବଳ, ଷ୍ଟେନୋ ଗ୍ରାଫର, କନିଷ୍ଠ ଲେଖାକାର, ଡାକ ସହାୟକ, ଆୟକର ନିରୀକ୍ଷକ, ଟିକସ ସହାୟକ, ସିନିୟର ଡ୍ରାଫ୍ଟସ ମ୍ୟାନ, ଜେଇ/ସୁପର ଭାଇଜର, ସହାୟକ ଅଧ୍ୟାପକ, ଶିକ୍ଷକ, ଗ୍ରନ୍ଥାଧ୍ୟକ୍ଷ, ସେବିକା, ପ୍ରୋବେସନାରୀ ଅଫିସର, ପିଏ, ଏଟିଏସ ଇତ୍ୟାଦି ପଦ ପଦବୀରେ ଯୋଗ ଦେବେ । ନବନିଯୁକ୍ତ ନିଯୁକ୍ତିଧାରୀମାନେ ମଧ୍ୟ ଅନଲାଇନ ପ୍ରାକ ଚାକିରି ପାଠ୍ୟକ୍ରମ କର୍ମଯୋଗୀ ପ୍ରାରମ୍ଭ ଜରିଆରେ ନିଜକୁ ତାଲିମପ୍ରାପ୍ତ କରିପାରିବେ । ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ୪୫ଟି ମେଳା ସ୍ଥାନ ସହ ସଂଯୁକ୍ତ କରାଯାଇଥିଲା ।ଇଣ୍ଡିଆ ଟୁଡେ କନକ୍ଲେଭ୍ ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 18th, 11:17 pm
ଇଣ୍ଡିଆ ଟୁଡେ କନକ୍ଲେଭ୍ ସହିତ ସଂଶ୍ଳିଷ୍ଟ ସମସ୍ତ ମହାନୁଭବମାନଙ୍କୁ ମୋର ନମସ୍କାର । ଦେଶ- ବିଦେଶରୁ ଯେଉଁ ଦର୍ଶକ- ପାଠକ, ଡିଜିଟାଲ ମାଧ୍ୟମ ଆମ ସହିତ ଯୋଡ଼ି ହୋଇଛନ୍ତି, ସେମାନଙ୍କୁ ମଧ୍ୟ ଅଭିନନ୍ଦନ । ମୋତେ ଏହା ଦେଖି ଅତ୍ୟନ୍ତ ଖୁସି ଲାଗୁଛି ଯେ ଏହି କନକ୍ଲେଭ୍ ଯାହା ରଖାଯାଇଛି - ଦି ଇଣ୍ଡିଆ ମୁମେଣ୍ଟ୍ - ଅର୍ଥାତ୍ ଆଜି ବିଶ୍ୱର ବଡ଼ ବଡ଼ ଅର୍ଥନୀତିଜ୍ଞ, ବିଶ୍ଳେଷକ, ଚିନ୍ତକ ସମସ୍ତେ ଏଇ କଥା କହୁଛନ୍ତି ଏବଂ ସମ ସ୍ୱରରେ କହୁଛନ୍ତି “ଏହା ହେଉଛି ଭାରତର ସମୟ”। କିନ୍ତୁ ଯେତେବେଳେ ଇଣ୍ଡିଆ ଟୁଡେ ଗ୍ରୁପ୍ ଏହି ସକାରାତ୍ମକ ମାନସିକତା ଦେଖାଉଛନ୍ତି, ସେତେବେଳେ ଏହାର କିଛି ଅଧିକ ବିଶେଷତା ରହିଛି । ଏମିତିରେ ତ ମୁଁ ୨୦ ମାସ ପୂର୍ବରୁ ଲାଲକିଲ୍ଲାର ମଞ୍ଚ ଉପଯୁ କହିଥିଲା- ଏହା ହେଉଛି ଉପଯୁକ୍ତ ଅବସର, ଏହା ହେଉଛି ପ୍ରକୃଷ୍ଟ ସମୟ । କିନ୍ତୁ ସେହି ବାର୍ତ୍ତା ଏଠାରେ ପହଞ୍ଚôବାକୁ ୨୦ ମାସ ସମୟ ଲାଗିଗଲା । ସେଇ ଏକା ଭାବନା ଥିଲା – ଦିସ୍ ଇଜ୍ ଇଣ୍ଡିଆସ୍ ମୁମେଣ୍ଟ୍ ।ଇଣ୍ଡିଆ ଟୁଡେ କନକ୍ଲେଭକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
March 18th, 08:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ହୋଟେଲ ତାଜ ପ୍ୟାଲେସରେ ଇଣ୍ଡିଆ ଟୁଡେ କନକ୍ଲେଭକୁ ସମ୍ବୋଧିତ କରିଛନ୍ତି।କର୍ଣ୍ଣାଟକର ଶିମୋଗା ଠାରେ ବିଭିନ୍ନ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ଏବଂ ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭାଷଣର ମୂଳପାଠ୍ୟ
February 27th, 12:45 pm
ଏକ ଭାରତ ଶ୍ରେଷ୍ଠ ଭାରତ ନିମନ୍ତେ ଏଭଳି ସମର୍ପଣ ଭାବ ରଖୁଥିବା ରାଷ୍ଟ୍ରକବି କୁଭେମ୍ପୁଙ୍କ ମାଟିକୁ ମୁଁ ଶ୍ରଦ୍ଧାର ସହିତ ପ୍ରଣାମ କରୁଛି । ଆଜି ମୋତେ ପୁଣି ଥରେ କର୍ଣ୍ଣାଟକର ବିକାଶ ସହିତ ଜଡିତ ହଚାର ହଜାର କୋଟି ଟଙ୍କାର ପ୍ରକଳ୍ପ ଗୁଡିକୁ ଲୋକର୍ପଣ କରିବା ନିମନ୍ତେ ଏବଂ ଶିଳାନ୍ୟାସ କରିବା ପାଇଁ ସୌଭାଗ୍ୟ ମିଳିଛି ।କର୍ଣ୍ଣାଟକର ଶିବମୋଗାରେ ୩୬୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
February 27th, 12:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ଶିବମୋଗଗା ଠାରେ ୩୬୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେ ଶିବମୋଗା ବିମାନବନ୍ଦରର ଉଦଘାଟନ କରିବା ସହ ସୁବିଧାଗୁଡ଼ିକ ବୁଲି ଦେଖିଥିଲେ । ଶିବମୋଗାରେ ଦୁଇଟି ରେଳ ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଯେଉଁଥିରେ ଶିବମୋଗା - ଶିକାରିପୁରା – ରାନେବେନୁର ନୂତନ ରେଳ ଲାଇନ ଏବଂ କୋଟେଗାଙ୍ଗୁରୁ ରେଳ ଡବା ଡିପୋ ଅନ୍ତର୍ଭୁକ୍ତ । ୨୧୫ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏକାଧିକ ସଡକ ବିକାଶ ପ୍ରକଳ୍ପର ବିକାଶ ପାଇଁ ସେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେ ମଧ୍ୟ ଜଳ ଜୀବନ ମିଶନ ଅଧୀନରେ ୯୫୦ କୋଟିରୁ ଅଧିକ ମୂଲ୍ୟର ବହୁମୁଖୀ ଗ୍ରାମ୍ୟ ଯୋଜନାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ସେ ଶିବମୋଗା ସହରରେ ୮୯୫ କୋଟିରୁ ଅଧିକ ମୂଲ୍ୟର ୪୪ ଟି ସ୍ମାର୍ଟ ସିଟି ପ୍ରକଳ୍ପର ଉଦଘାଟନ କରିଥିଲେ ।ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ଭର୍ଚୁଆଲ୍ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ
February 14th, 04:31 pm
ସର୍ବପ୍ରଥମେ, ଏହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ପାଇଁ ମୁଁ ଏୟାର ଇଣ୍ଡିଆ ଏବଂ ଏୟାରବସ୍ କୁ ଅଭିନନ୍ଦନ ଜଣାଉଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ମାକ୍ରୋନ୍ଙ୍କୁ ବିଶେଷ ଧନ୍ୟବାଦ ଦେଉଛି ।ନୂତନ ଏୟାର ଇଣ୍ଡିଆ-ଏୟାରବସ୍ ସହଯୋଗିତା ଶୁଭାରମ୍ଭ ଅବସରରେ ଫ୍ରାନ୍ସ ରାଷ୍ଟ୍ରପତି ମାନ୍ୟବର ଇମାନୁଏଲ୍ ମାକ୍ରନ୍ଙ୍କ ସହ ଭିଡିଓ ବାର୍ତ୍ତାରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
February 14th, 04:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏୟାର ଇଣ୍ଡିଆ ଏବଂ ଏୟାରବସ୍ ମଧ୍ୟରେ ଏକ ସହଭାଗିତାର ଶୁଭାରମ୍ଭ ଅବସରରେ ଆୟୋଜିତ ଏଭ ଭିଡିଓ କଲ୍ରେ ଫ୍ରାନ୍ସର ରାଷ୍ଟ୍ରପତି ମାନ୍ୟବର ଇମାନୁଏଲ୍ ମାକ୍ରନ୍, ଏମେରିଟସ ଓ ଟାଟା ସନ୍ସର ଅଧ୍ୟକ୍ଷ ଶ୍ରୀ ରତନ ଟାଟା, ଟାଟା ସନ୍ସ ବୋର୍ଡର ଅଧ୍ୟକ୍ଷ ଶ୍ରୀ ଏନ ଚନ୍ଦ୍ରଶେଖରନ୍, ଏୟାର ଇଣ୍ଡିଆ ସିଇଓ ଶ୍ରୀ କ୍ୟାମ୍ପବେଲ ୱିଲସନ, ଏବଂ ଏୟାରବସ୍ର ସିଇଓ ଶ୍ରୀ ଗୁଇଲାଉାମେ ଫୌରୀଙ୍କ ସହିତ ଅଂଶଗ୍ରହଣ କରିଛନ୍ତି ।Congress, Samajwadi party have remained hostage to one family for the past several decades: PM Modi in Amethi, UP
February 24th, 12:35 pm
Prime Minister Narendra Modi today addressed public meetings in Uttar Pradesh’s Amethi and Prayagraj. PM Modi started his address by highlighting that after a long time, elections in UP are being held where a government is seeking votes based on development works done by it, based on works done in the interest of the poor and based on an improved situation of Law & Order.PM Modi addresses public meetings in Amethi and Prayagraj, Uttar Pradesh
February 24th, 12:32 pm
Prime Minister Narendra Modi today addressed public meetings in Uttar Pradesh’s Amethi and Prayagraj. PM Modi started his address by highlighting that after a long time, elections in UP are being held where a government is seeking votes based on development works done by it, based on works done in the interest of the poor and based on an improved situation of Law & Order.ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରପ୍ରଦେଶର ପୂର୍ବାଂଚଳ ଏକ୍ସପ୍ରେସୱେରେ ଏକ ଏୟାର ଶୋ' ଦେଖିଛନ୍ତି
November 16th, 04:14 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ସୁଲତାନପୁର ଜିଲ୍ଲାର କରୱାଲ ଖେରୀରେ ପୂର୍ବାଂଚଳ ଏକ୍ସପ୍ରେସୱେକୁ ଉଦଘାଟନ କରିଛନ୍ତି । ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ବାୟୁସେନା ଦ୍ୱାରା ଏକ ଆକର୍ଷଣୀୟ ଏୟାର ଶୋ'ର ସାକ୍ଷୀ ହୋଇଥିଲେ। ସୁଖୋଇ ଏବଂ ମିରାଜ ପରି ଶକ୍ତିଶାଳୀ ଯୁଦ୍ଧ ବିମାନ ଏକ୍ସପ୍ରେସୱେରେ ଟଚ-ଆଣ୍ଡ-ଗୋ ଅପେରସନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ C-130J ସୁପର ହର୍କ୍ୟୁଲିସ୍ ବିମାନ ଦ୍ୱାରା ଏହି ସ୍ଥାନରେ ପହଞ୍ଚିଥିଲେ।ସହଯୋଗ ପାଇଁ ଏରୋ ଇଣ୍ଡିଆ ଏକ ଚମତ୍କାର ପ୍ଲାଟଫର୍ମ, କହିଲେ ପ୍ରଧାନମନ୍ତ୍ରୀ
February 03rd, 03:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ପ୍ରତିରକ୍ଷା ଏବଂ ଏରୋସ୍ପେସରେ ଭାରତର ଅସୀମିତ କ୍ଷମତା ରହିଛି । ଏହି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଏରୋ ଇଣ୍ଡିଆ ଏକ ଚମତ୍କାର ମଞ୍ଚ ।PM lauds Air India for evacuating Indians
March 23rd, 12:40 pm
Prime Minister Shri Narendra Modi praised Air India for evacuating Indians stranded abroad amid the COVID-19 pandemic.ବାୟୁସେନା ମୁଖ୍ୟଙ୍କ ଦ୍ଵାରା ଆୟୋଜିତ ସ୍ଵାଗତ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
October 09th, 07:58 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଏୟାର ହାଉସଠାରେ ବାୟୁସେନା ମୁଖ୍ୟଙ୍କ ଦ୍ଵାରା ଆୟୋଜିତ ସ୍ଵାଗତ ସମାରୋହ “ଆଟ ହୋମ” କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।ଭାରତ-ଇସ୍ରାଏଲ ବାଣିଜ୍ୟ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
January 15th, 08:40 pm
ମୁଁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଓ ଇସ୍ରାଏଲ ପ୍ରତିନିଧି ମଣ୍ଡଳୀର ସଦସ୍ୟମାନଙ୍କୁ ମୋର ଦେଶବାସୀଙ୍କ ତରଫରୁ ସ୍ୱାଗତ କରୁଛି । ଉଭୟ ଦେଶର ସିଇଓମାନଙ୍କ ସହ ଏକଜୁଟ୍ ହେବା ଆଉ ଏକ ଖୁସିର କଥା । ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଓ ମୁଁ ଏବେଏବେ ଦ୍ୱିପାକ୍ଷିକ ସିଇଓ ଫୋରମ୍ ମାଧ୍ୟମରେ ଭାରତ ଓ ଇସ୍ରାଏଲର ବ୍ୟବସାୟିକ ନେତାଙ୍କ ସହ ଫଳପ୍ରଦ ବାର୍ତାଳାପ ସମାପ୍ତ କରିଛୁ । ଏହି ଆଲୋଚନା ଓ ସିଇଓଙ୍କ ଭାଗିଦାରୀକୁ ନେଇ ମୁଁ ବହୁତ ଆଶାବାଦୀ ଅଛି, ଯାହାକି ଗତବର୍ଷ ଆରମ୍ଭ ହୋଇଥିଲା ।ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 19, 2017
August 19th, 08:03 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ଏୟାର ଇଣ୍ଡିଆ, ଏହାର 5 ସହଯୋଗୀ କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର ଲାଗି କ୍ୟାବିନେଟର “ନୀତିଗତ” ମଞ୍ଜୁରି
June 28th, 08:28 pm
ପୁଞ୍ଜି ପ୍ରତ୍ୟାହାର ଲାଗି ଗଠିତ ସଚିବମାନଙ୍କ କୋର ଗ୍ରୁପ୍ (ସିଜିଡି)ର ସୁପାରିଶ ଆଧାରରେ ସିପିଏସଇ (ଏୟାର ଇଣ୍ଡିଆ ଏବଂ ଏହାର 5ଟି ସହଯୋଗୀ କମ୍ପାନୀରୁ ରଣନୀତିକ ପୁଞ୍ଜି ପ୍ରତ୍ୟାହାର)ରୁ ରଣନୀତିକ ପୁଞ୍ଜି ପ୍ରତ୍ୟାହାର ଲାଗି ନୀତି ଆୟୋଗଙ୍କ ଚତୁର୍ଥ ପର୍ଯ୍ୟାୟ ସୁପାରିସକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଗ୍ରହଣ କରିନେଇଛନ୍ତି ।ଏହି ବୈଠକରେ ପୁଞ୍ଜି ବିନିବେଶକୁ ଅନୁମୋଦନ ମିଳିଛି ।କଲୋମ୍ବୋ ଠାରେ ଅନ୍ତର୍ଜାତୀୟ ବୈଶାଖ ଦିବସ ସମାରୋହ (12 ମେ 2017) ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
May 12th, 10:20 am
ଏହି ଦିନ ସାରା ମାନବ ଜଗତ ପାଇଁ ଭଗବାନ ବୁଦ୍ଧଙ୍କ ଜନ୍ମ, ଜ୍ଞାନପ୍ରାପ୍ତି ଏବଂ ପରିନିର୍ବାଣକୁ ପାଳନ କରିବାର ଅବସର ଆଣିଛି । ଏହି ଦିବସ ପରମ ସତ୍ୟ, ଚିରସ୍ଥାୟୀ ଧମ୍ମ ଏବଂ ୪ଟି ମହାନ ସତ୍ୟକୁ ହୃଦୟଙ୍ଗମ କରିବାର ଦିନ । ଦଶଟି ସିଦ୍ଧାନ୍ତ ଦାନ, ଶୀଳ, ତ୍ୟାଗ, ବୁଦ୍ଧିମତା, ଶକ୍ତି, ସହିଷ୍ଣୁତା, ସତ୍ୟ, ଦୃଢ଼ସଂକଳ୍ପ, କରୁଣା, ସମଭାବ ସ୍ମରଣ କରିବାର ଦିନ ।ସୋସିଆଲ ମିଡିଆ କର୍ଣ୍ଣର 15 ଅକ୍ଟୋବର
October 15th, 07:24 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟ ର ପ୍ରତିଦିନ ଡୋଜ ।ଗଭରନାନ୍ସ ରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁSocial Media Corner 15th September
September 15th, 08:38 pm
Your daily does of governance updates from Social Media. Your tweets on governance get featured here daily. Keep reading and sharing!