Kisan Rail is a major step towards increasing farmers' income: PM
December 28th, 04:31 pm
PM Modi flagged off the 100th Kisan Rail from Sangola in Maharashtra to Shalimar in West Bengal. He termed the Kisan Rail Service as a major step towards increasing the income of the farmers of the country.100ତମ କିଷାନ ରେଳକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ର
December 28th, 04:30 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି 100ତମ କିଷାନ ରେଳକୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ରେଳ ମହାରାଷ୍ଟ୍ରର ସଙ୍ଗୋଲା ଠାରୁ ପଶ୍ଚିମ ବଙ୍ଗର ସାଲିମାର ମଧ୍ୟରେ ଯାତାୟାତ କରିବ । ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ଏବଂ ରେଳମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ଉପସ୍ଥିତ ଥିଲେ ।Agriculture sector needs to be developed in line with the requirements of the 21st century: PM Modi
May 26th, 02:31 pm
Prime Minister Narendra MOdi laid foundation stone for Indian Agricultural Research Institute at Gogamukh in Assam. The PM said that it institute would impact India's Northeast in a positive way in future. The PM said that agriculture sector needed to be developed in line with the requirements of the 21st century.ଆସାମର ଗୋଗମୁଖଠାରେ ଭାରତୀୟ କୃଷି ଗବେଷଣା ସଂସ୍ଥାନର ଆଧାରଶିଳା ରଖିଲେ ପ୍ରଧାନମନ୍ତ୍ରୀ
May 26th, 02:30 pm
ଆସାମର ଗୋଗମୁଖଠାରେ ଭାରତୀୟ କୃଷି ଗବେଷଣା ସଂସ୍ଥାନର ଆଧାରଶିଳା ରଖିଲେ ପ୍ରଧାନମନ୍ତ୍ରୀ ଆସାମର ଗୋଗମୁଖଠାରେ ଭାରତୀୟ କୃଷି ଗବେଷଣା ସଂସ୍ଥାନର ଆଧାରଶିଳା ରଖିଲେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଗୋଗମୁଖଠାରେ ପ୍ରସ୍ତାବିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନର ଆଧାରଶିଳା ରଖିଛନ୍ତି । ଏହି ଅବସରରେ ଏକ ବିଶାଳ ଜନ ସମାବେଶରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ରାଜ୍ୟରେ ଚାଲିଥିବା ଉତ୍ତମ ଜନକଲ୍ୟାଣ କାର୍ଯ୍ୟ ଲାଗି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ ତାଙ୍କ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ ।