Our youth should be skilled, confident and practical, NEP is preparing the ground for this: PM Modi
July 07th, 02:46 pm
PM Modi inaugurated Akhil Bhartiya Shiksha Samagam on implementation of the National Education Policy in Varanasi. The Prime Minister said that the basic premise of the National Education Policy was to take education out of narrow thinking and connect it with the modern ideas of the 21st century.PM inaugurates Akhil Bhartiya Shiksha Samagam on implementation of NEP
July 07th, 02:45 pm
PM Modi inaugurated Akhil Bhartiya Shiksha Samagam on implementation of the National Education Policy in Varanasi. The Prime Minister said that the basic premise of the National Education Policy was to take education out of narrow thinking and connect it with the modern ideas of the 21st century.ପ୍ରଧାନମନ୍ତ୍ରୀ ଆସନ୍ତାକାଲି ବିଶେଷ ଗୁଣଥିବା ୩୫ଟି ପ୍ରଜାତିର ଶସ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ
September 27th, 09:41 pm
ଜଳବାୟୁ ସହ ଖାପ ଖାଇବା ଭଳି ବୈଷୟିକ ଜ୍ଞାନର ଜନସଚେତନତାକୁ ଦୃଷ୍ଟିରେ ରହି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ତା୨୮.୯.୨୦୨୧) ଦିନ ୧୧ଟା ବେଳେ ବିଶେଷଗୁଣ ସମ୍ପନ୍ନ ୩୫ଟି ପ୍ରଜାତିର ଖାଦ୍ୟଶସ୍ୟ ଦେଶ ପାଇଁ ଭିଡିଓ କନ୍ଫରେନ୍ସି ଜରିଆରେ ଉତ୍ସର୍ଗ କରିବେ । ଏହି ସର୍ବଭାରତୀୟ କାର୍ଯ୍ୟକ୍ରମ ସମସ୍ତ ଆଇସିଏଆର ପ୍ରତିଷ୍ଠାନ, ରାଜ୍ୟ ଓ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ରମାନେ ଆୟୋଜନ କରୁଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ରାୟପୁରସ୍ଥିତ ନବନିର୍ମିତ ଜାତୀୟ ବାୟୋଟିକ ଷ୍ଟ୍ରେସ ଟଲରେନ୍ସ ପ୍ରତିଷ୍ଠାନକୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବେ ।