There is no reason for mistrust in the recent agricultural reforms: PM Modi

December 18th, 02:10 pm

PM Narendra Modi addressed a Kisan Sammelan in Madhya Pradesh through video conferencing. PM Modi accused the opposition parties of misleading the farmers and using them as a vote bank and political tool. He also reiterated that the system of MSP will remain unaffected by the new agricultural laws.

PM Modi addresses Kisan Sammelan in Madhya Pradesh

December 18th, 02:00 pm

PM Narendra Modi addressed a Kisan Sammelan in Madhya Pradesh through video conferencing. PM Modi accused the opposition parties of misleading the farmers and using them as a vote bank and political tool. He also reiterated that the system of MSP will remain unaffected by the new agricultural laws.

PM interacts with CMs to strategize ahead for tackling COVID-19

April 11th, 04:52 pm

Prime Minister Shri Narendra Modi today interacted with Chief Ministers of all states via video conferencing to strategize ahead for tackling COVID-19. This was the third such interaction of the Prime Minister with the Chief Ministers, the earlier ones had been held on 2nd April and 20th March, 2020.

‘କୃଷି 2022 : କୃଷକଙ୍କ ଦ୍ୱିଗୁଣ ଉପାର୍ଜନ’ ସଂକ୍ରାନ୍ତ ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (20.02.2018)

February 20th, 05:47 pm

ସମଗ୍ର ଦେଶରୁ ଆସିଥିବା ବୈଜ୍ଞାନିକଗଣ, ଚାଷୀ ଭାଇ ଓ ଏଠାରେ ଉପସ୍ଥିତ ସମସ୍ତ ମହାନୁଭବ । ଆମେ ସମସ୍ତେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଅତି ଗମ୍ଭୀର ଓ ବହୁତ ଜରୁରୀ ପ୍ରସଙ୍ଗରେ ମନ୍ଥନ କରିବା ପାଇଁ ଏଠି ଏକଜୁଟ ହୋଇଛେ ।

“କୃଷି-2022: କୃଷକଙ୍କ ଆୟ ଦ୍ୱିଗୁଣିତ କରିବା” ଶୀର୍ଷକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

February 20th, 05:46 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପୁସାସ୍ଥିତ ଏନଏଏସି କମ୍ପ୍ଲେକ୍ସ ପରିସରରେ ଆୟୋଜିତ ହୋଇଥିବା “କୃଷି-2022 : କୃଷକଙ୍କ ଆୟ ଦ୍ୱିଗୁଣିତ କରିବା” ସମ୍ମିଳନୀରେ ଯୋଗ ଦେଇଥିଲେ ।

ଆମ ସରକାର କୃଷକଙ୍କ ଆବଶ୍ୟକତା ଏବଂ ସେମାନଙ୍କର ସମସ୍ୟା ପ୍ରତି ସମ୍ବେଦନଶୀଳ :ପ୍ରଧାନମନ୍ତ୍ରୀ ମୋଦୀ

September 17th, 03:43 pm

ପ୍ରଧାନମନ୍ତ୍ରୀ ମୋଦୀ ଆମ୍ରେଲୀଠାରେ ଏକ ଜନସମାବେଶରେ ଉଦ୍ବୋଧନ ଦେଇ କହିଥିଲେ ଯେ ଗୁଜରାଟ ରାଜ୍ୟର ସମବାୟ କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ସୌରାଷ୍ଟ୍ରରେ କୃଷି ଏବଂ ଦୁଗ୍ଧ କ୍ଷେତ୍ରଗୁଡ଼ିକ କିଭଳି ବିକଶିତ କରିଥିଲେ ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ,ଇ-ନାମ ଯୋଜନା କୃଷକମାନଙ୍କୁ ଲାଭାନ୍ୱିତ କରୁଛି ଏବଂ ସେମାନଙ୍କୁ ବଜାର ସୁବିଧା ଯୋଗାଇ ଦେଉଛନ୍ତି ।

ଆମ୍ରେଲୀ ସହକାର ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

September 17th, 03:42 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆମ୍ରେଲୀ ଠାରେ ପ୍ରାଥମିକ କୃଷି ସମବାଯ ସମିତିର ନବନିର୍ମିତ ବଜାର ସ୍ଥଳୀ(Market Yard)କୁ ଉଦ୍ଘାଟନ କରିଥିଲେ । ସେ ମଧ୍ୟ ଅମର ଡାଏରୀର ନୂଆ ପ୍ଲାଣ୍ଟ ଉଦ୍ଘାଟନ କରିବା ସହ ଏକ ମହୁ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଭିତିପ୍ରସ୍ତର ସ୍ଥାପନ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ମୋଡାସା ,ଗୁଜରାଟଠାରେ ଜଳ ଯୋଗାଣ ଯୋଜନାର ଶୁଭାରମ୍ଭ କଲେ

June 30th, 12:10 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋଡାସା ,ଗୁଜରାଟଠାରେ ଜଳ ଯୋଗାଣ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏକ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ ,'' ଆମେ ଏହା ସୁନିଶ୍ଚିତ କରିଛୁ ଯେ ଗୁଜରାଟର କୃଷକଙ୍କୁ ଆମର ବିଭିନ୍ନ ସିଂଚାଇ ଯୋଜନା ମାଧ୍ୟମରେ ପାଣି ମିଳୁ ।” ସେ ଫସଲ ବୀମା ଯୋଜନା ଏବଂ ଇ-ନାମ ବିଷୟରେ ମଧ୍ୟ କହିଥିଲେ ।

ପ୍ରଗତି ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

October 26th, 07:10 pm

Chairing 16th Pragati interaction, PM Narendra Modi reviewed progress towards handling and resolution of grievances related to the Ministry of Labour and Employment, the e-NAM initiative. The Prime Minister also reviewed the progress of vital infrastructure projects and AMRUT.