୨୦ ଅକ୍ଟୋବରରେ ବାରଣାସୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
October 19th, 05:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୦ରେ ବାରଣାସୀ ଗସ୍ତ କରିବେ । ଦିନ ୨ ଟା ସମୟରେ ସେ ଆର୍ ଜେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଉଦ୍ଘାଟନ କରିବେ । ଏହା ପରେ, ପ୍ରାୟ ୪:୧୫ ସମୟରେ, ସେ ବାରଣାସୀରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ ।Cabinet approves 8 National High-Speed Road Corridor Projects at a total capital cost of Rs. 50,655 crore
August 02nd, 08:42 pm
The Cabinet Committee on Economic Affairs chaired by the Prime Minister Shri Narendra Modi has approved the development of 8 important National High Speed Corridor projects with a Length of 936 km at a cost of Rs. 50,655 crore across the country. Implementation of these 8 projects will generate an estimated 4.42 crore mandays of direct and indirect employment.We are ending 'Tushtikaran' and working for 'Santushtikaran': PM Modi in Agra
April 25th, 12:59 pm
In anticipation of the 2024 Lok Sabha Elections, Prime Minister Narendra Modi delivered a stirring address to a massive crowd in Agra, Uttar Pradesh. Amidst an outpouring of affection and respect, PM Modi unveiled a transparent vision for a Viksit Uttar Pradesh and a Viksit Bharat. The PM exposed the harsh realities of the Opposition’s trickery and their “loot system”.PM Modi captivates massive audiences at vibrant public gatherings in Agra, Aonla & Shahjahanpur, Uttar Pradesh
April 25th, 12:45 pm
In anticipation of the 2024 Lok Sabha Elections, Prime Minister Narendra Modi delivered stirring addresses to massive crowds in Agra, Aonla and Shahjahanpur in Uttar Pradesh. Amidst an outpouring of affection and respect, PM Modi unveiled a transparent vision for a Viksit Uttar Pradesh and a Viksit Bharat. The PM exposed the harsh realities of the Opposition’s trickery and their “loot system”.ବିକଶିତ ଭାରତ ବିକଶିତ ରାଜସ୍ଥାନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 16th, 11:30 am
ବିକଶିତ ଭାରତ ବିକଶିତ ରାଜସ୍ଥାନ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଏହି ସମୟରେ ରାଜସ୍ଥାନର ପ୍ରତ୍ୟେକ ବିଧାନସଭାର ଲକ୍ଷ ଲକ୍ଷ ବନ୍ଧୁ ଯୋଡ଼ି ହୋଇଛନ୍ତି । ମୁଁ ଆପଣସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଲୋକଙ୍କୁ ଟେକ୍ନୋଲୋଜିର ଏଭଳି ଚମତ୍କାର ଉପଯୋଗ କରିବାର ସୁଯୋଗ ଦେଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି । କିଛି ଦିନ ତଳେ ଜୟପୁରରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଯେଉଁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ତାହା କେବଳ ସମଗ୍ର ଫ୍ରାନ୍ସରେ ନୁହେଁ, ସମଗ୍ର ଭାରତବର୍ଷରେ ଗୁଞ୍ଜରିତ ହେଉଛି । ଆଉ ଏହା ହେଉଛି ରାଜସ୍ଥାନବାସୀଙ୍କ ବିଶେଷତ୍ୱ । ରାଜସ୍ଥାନର ଆମ ର ଭାଇ ଭଉଣୀମାନେ ଯେଉଁମାନଙ୍କୁ ଭଲ ପାଇବା ଦେଇଛନ୍ତି, ସେମାନେ କୌଣସି କସରତ ଛାଡ଼ନ୍ତି ନାହିଁ । ମୋର ମନେ ଅଛି, ଯେତେବେଳେ ମୁଁ ବିଧାନସଭା ନିର୍ବାଚନ ସମୟରେ ରାଜସ୍ଥାନ ଆସୁଥିଲି, ଆପଣ ମାନେ କିପରି ଆମକୁ ଆଶୀର୍ବାଦ କରିବାକୁ ଆସିଥିଲେ । ଆପଣମାନେ ସମସ୍ତେ ମୋଦିଙ୍କ ଗ୍ୟାରେଣ୍ଟି ଉପରେ ବିଶ୍ୱାସ କରିଥିଲେ, ଆପଣମାନେ ସମସ୍ତେ ଡବଲ ଇଞ୍ଜିନ ସରକାର ଗଠନ କରିଥିଲେ । ଆଉ ଦେଖନ୍ତୁ, ରାଜସ୍ଥାନର ଡବଲ ଇଞ୍ଜିନ ସରକାର ଏତେ ଦ୍ରୁତ ଗତିରେ କାମ ଆରମ୍ଭ କରିଛନ୍ତି । ଆଜି ରାଜସ୍ଥାନର ବିକାଶ ପାଇଁ ପ୍ରାୟ ୧୭ ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯାଇଛି । ରେଳ, ସଡକ, ସୌର ଶକ୍ତି, ଜଳ ଓ ଏଲପିଜି ଭଳି ବିକାଶ ମୂଳକ କାର?୍ୟ୍ୟକ୍ରମ ସହ ଏହି ପ୍ରକଳ୍ପଗୁଡିକ ଜଡିତ । ଏହି ପ୍ରକଳ୍ପଗୁଡ଼ିକ ରାଜସ୍ଥାନର ହଜାର ହଜାର ଯୁବକଙ୍କୁ ରୋଜଗାର ଯୋଗାଇବାକୁ ଯାଉଛି । ଏହି ପ୍ରକଳ୍ପ ପାଇଁ ମୁଁ ରାଜସ୍ଥାନର ସମସ୍ତ ସହଯୋଗୀଙ୍କୁ ଅଭିନନ୍ଦନ ଜଣାଉଛି ।ବିକଶିତ ଭାରତ, ବିକଶିତ ରାଜସ୍ଥାନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 16th, 11:07 am
ସମବେତ ଜନତାଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ରାଜସ୍ଥାନର ସମସ୍ତ ନିର୍ବାଚନମଣ୍ଡଳୀରୁ ‘ବିକଶିତ ଭାରତ, ବିକଶିତ ରାଜସ୍ଥାନ’ କାର୍ଯ୍ୟକ୍ରମ ନିମନ୍ତେ ଉପସ୍ଥିତ ରହିଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ ମଧ୍ୟ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଯୁକ୍ତି ବଳରେ ସମସ୍ତ ହିତାଧିକାରୀଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିପାରିଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ । ରାଜସ୍ଥାନ ଜନସାଧାରଣଙ୍କ ଖୁସ୍ ମିଜାଜର ନଜିର ଦେଇ ସେମାନେ କିପରି ଫ୍ରାନ୍ସ ରାଷ୍ଟ୍ରପତି ଶ୍ରୀ ଇମାନୁଏଲ ମାକ୍ରୋନଙ୍କୁ ଭବ୍ୟ ଅଭ୍ୟର୍ଥନା ଜଣାଇଥିଲେ ତା’ର ସ୍ମୃତିଚାରଣ କରି ତାହା କେବଳ ଭାରତ ନୁହେଁ, ଫ୍ରାନ୍ସରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି ବୋଲି କହିଥିଲେ । ରାଜସ୍ଥାନବାସୀଙ୍କ ଆଶୀର୍ବାଦର ଅବତାରଣା କରି ସେ ବିଧାନସଭା ନିର୍ବାଚନ କାଳରେ କିପରି ସେମାନେ ‘ମୋଦୀ କୀ ଗ୍ୟାରେଣ୍ଟି’ ଉପରେ ଭରସା କରି ଏକ ଡବଲ ଇଞ୍ଜିନ ସରକାର ଗଠନରେ ସହାୟତା କଲେ ତାହା କହିଥିଲେ । ସେ ରାଜସ୍ଥାନବାସୀଙ୍କୁ ଆଜି ବିକାଶମୂଳକ ପ୍ରକଳ୍ପଗୁଡ଼ିକ ନିମନ୍ତେ ଧନ୍ୟବାଦ ଜଣାଇବା ସହ ଏହି ୧୭ ହଜାର କୋଟି ଟଙ୍କାର ପ୍ରକଳ୍ପ ସଡ଼କ, ରେଳବାଇ, ସୌର ଶକ୍ତି, ଶକ୍ତି ସରବରାହ, ପାନୀୟ ଜଳ ଓ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ହୋଇଥିବା ବେଳେ, ଏହାର ରାଜ୍ୟରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି କହିଥିଲେ ।ମଥୁରାରେ ସନ୍ଥ ମୀରାବାଈଙ୍କ ୫୨୫ତମ ଜନ୍ମଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 23rd, 07:00 pm
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବ୍ରଜର ପୂଜ୍ୟ ସନ୍ଥଗଣ, ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଜୀ, ଆମର ଦୁଇ ଉପମୁଖ୍ୟମନ୍ତ୍ରୀଗଣ, ମନ୍ତ୍ରିମଣ୍ଡଳର ସହଯୋଗୀ ଓ ସହଯୋଗୀଗଣ, ମଥୁରାର ସାଂସଦ ଭଉଣୀ ହେମାମାଳିନୀ ଜୀ ଏବଂ ମୋର ପ୍ରିୟ ବ୍ରଜବାସୀମାନେ!ଉତ୍ତରପ୍ରଦେଶର ମଥୁରାରେ ସନ୍ଥ ମୀରାବାଇଙ୍କ ଜନ୍ମୋତ୍ସବରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
November 23rd, 06:27 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ମଥୁରାଠାରେ ସନ୍ଥ ମୀରାବାଇଙ୍କ ୫୨୫ତମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ସନ୍ଥ ମୀରାବାଇ ଜନ୍ମୋତ୍ସବରେ ଅଂଶଗ୍ରହଣ କରିଛନ୍ତି । ସନ୍ଥ ମୀରା ବାଇଙ୍କ ସମ୍ମାନରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସ୍ମାରକୀ ଟିକଟ ଏବଂ ମୁଦ୍ରା ଉନ୍ମୋଚନ କରିଛନ୍ତି । ସେ ଏକ ପ୍ରଦର୍ଶନୀରେ ବୁଲିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିଛନ୍ତି। ଏହି ଅବସରରେ ସନ୍ଥ ମୀରାବାଇଙ୍କ ସ୍ମୃତିରେ ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।ବିଜେପି ପାଇଁ ପୂରା ଉତ୍ତରପ୍ରଦେଶ ଏକ ପରିବାର: ମୋଦି
February 06th, 01:31 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ମଥୁରା, ଆଗ୍ରା ଏବଂ ବୁଲନ୍ଦସହରରେ ଏକ ଭର୍ଚୁଆଲ୍ ଜନ ଚୌପାଲଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଦୁଃଖ ପ୍ରକାଶ କରି କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ଏହି ଭେଟେରାନ ଗାୟିକା ଆମ ଦେଶରେ ଏକ ଶୂନ୍ୟସ୍ଥାନ ଛାଡିଛନ୍ତି ଯାହା କେବେ ପୂରଣ ହୋଇପାରିବ ନାହିଁ।ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରପ୍ରଦେଶର ମଥୁରା, ଆଗ୍ରା ଏବଂ ବୁଲନ୍ଦସହରରେ ଏକ ଭର୍ଚୁଆଲ୍ ରାଲିକୁ ସମ୍ବୋଧିତ କରିଛନ୍ତି
February 06th, 01:30 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ମଥୁରା, ଆଗ୍ରା ଏବଂ ବୁଲନ୍ଦସହରରେ ଏକ ଭର୍ଚୁଆଲ୍ ଜନ ଚୌପାଲଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଦୁଃଖ ପ୍ରକାଶ କରି କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ଏହି ଭେଟେରାନ ଗାୟିକା ଆମ ଦେଶରେ ଏକ ଶୂନ୍ୟସ୍ଥାନ ଛାଡିଛନ୍ତି ଯାହା କେବେ ପୂରଣ ହୋଇପାରିବ ନାହିଁ।ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଲିଗଡରେ ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ।
September 14th, 12:01 pm
ଉତର ପ୍ରଦେଶର ରାଜ୍ୟପାଳ ଶ୍ରୀମତି ଆନନ୍ଦି ବେନ୍ ପଟେଲ ଜୀ, ଉତର ପ୍ରଦେଶର ଯଶସ୍ୱୀ ଏବଂ ତେଜସ୍ୱୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା ଜୀ, ଉତର ପ୍ରଦେଶ ସରକାରର ମନ୍ତ୍ରୀଗଣ, ଅନ୍ୟାନ୍ୟ ସାଂସଦଗଣ, ବିଧାୟକଗଣ ଏବଂ ଅଲିଗଡର ମୋର ପ୍ରିୟ ଭାଇ ଓ ଭଉଣୀମାନେ ।ପ୍ରଧାନମନ୍ତ୍ରୀ ଆଲିଗଡରେ ଥିବା ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି
September 14th, 11:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଲିଗଡରେ ଥିବା ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ପକାଇଛନ୍ତି । ସେ ଉତ୍ତରପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡରର ଆଲିଗଡ ନୋଡର ପ୍ରଦର୍ଶନୀ ମଡେଲ ଏବଂ ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଛନ୍ତି ।ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର୧୪ରେ ଆଲିଗଡଠାରେ ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ
September 13th, 11:20 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୪ରେ ଆଲିଗଡଠାରେ ରାଜା ମହେନ୍ଦ୍ର ପ୍ରତାପ ସିଂହ ରାଜ୍ୟ ବିଶ୍ୱବିଦ୍ୟାଳୟ(ଷ୍ଟେଟ ୟୁନିଭରସିଟି)ର ଶିଳାନ୍ୟାସ କରିବେ । ମଧ୍ୟାହ୍ନ ୧୨ଘଣ୍ଟା ସମୟରେ ଏହି ବିଶ୍ୱବିଦ୍ୟାଳୟର ଶୁଭ ଦିଆଯିବ । ଏହା ପରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ । ଏହାପରେ ପ୍ରଧାନମନ୍ତ୍ରୀ ଏକ ପ୍ରଦର୍ଶନୀରେ ଯୋଗଦେଇ ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ଏବଂ ଉତ୍ତରପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡର ଆଲିଗଡଖଣ୍ଡର ମଡେଲ ପରିଦର୍ଶନ କରିବେ ।PM to inaugurate construction work of Agra Metro project on 7th December
December 05th, 05:33 pm
PM Narendra Modi will inaugurate the construction of Agra Metro Project on 7th December, 2020. The Agra Metro project comprises 2 corridors with a total length of 29.4 km and connects major tourist attractions. The project will benefit 26 lakh population of the city of Agra and will also cater to more than 60 lakh tourists who visit Agra every year.ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେ ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ
February 13th, 03:40 pm
ଆଜି ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେ ସଡକ ଦୁର୍ଘଟଣାରେ ଅନେକ ଯାତ୍ରୀ ମୃତ୍ୟୁବରଣ କରିବା ଘଟଣାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।ଆଗ୍ରାଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଆଧାରଶିଳା ରଖିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 09th, 02:21 pm
ମଂଚାସୀନ ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମାନ ରାମ ନାଏକ ଜୀ, ଏଠାକାର ଲୋକପ୍ରିୟ ଏବଂ ଯଶସ୍ୱୀ, ତେଜସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଆଦିତ୍ୟ ଯୋଗୀରାଜ ଜୀ, ଉପ ମୁଖ୍ୟମନ୍ତ୍ରୀ ଡା. ଦିନେଶ ଶର୍ମା ଜୀ, ସଂସଦ ପ୍ରଫେସର ରାମଶଙ୍କର କଠରିଆ ଜୀ, ଭାରତୀୟ ଜନତା ପାର୍ଟିର ପ୍ରଦେଶ ଅଧ୍ୟକ୍ଷ ଏବଂ ସଂସଦରେ ମୋର ସହକର୍ମୀ ଡା. ମହେନ୍ଦ୍ର ପାଣ୍ଡେ ଜୀ, ଚୌଧୁରୀ ବାବୁଲାଲ ଜୀ, ଶ୍ରୀ ଅନିଲ ଜୈନ । ମଂଚାସୀନ ଅନ୍ୟ ସମସ୍ତ ମାନ୍ୟଗଣ ବ୍ୟକ୍ତି ଏବଂ ଆଗ୍ରାର ମୋର ଶ୍ରଦ୍ଧେୟ ଭାଇ ଓ ଭଉଣୀମାନେ ।ଆଗ୍ରାରେ ଉନ୍ନତ ଓ ଅଧିକ ସୁନିଶ୍ଚିତ ଜଳ ଯୋଗାଣ ପାଇଁ ଗଙ୍ଗାଜଳ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ;
January 09th, 02:21 pm
ଆଗ୍ରାରେ ବିକାଶ ଓ ପର୍ଯ୍ୟଟନ ଭିତ୍ତିଭୂମିର ସମ୍ପ୍ରସାରଣ ପାଇଁ ବ୍ୟାପକ ପ୍ରୋତ୍ସାହନ ପ୍ରଦାନ କରି ପ୍ରଧାନମନ୍ତ୍ରୀ ଆଜି ଆଗ୍ରା ସହର ଏବଂ ପାଶ୍ୱର୍ବର୍ତ୍ତୀ ଅଂଚଳ ପାଇଁ 2900 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଉଦଘାଟନ କରିଥିଲେ ।ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଆଗ୍ରା ଗସ୍ତ କରି 2,980 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ କରିବେ ଉଦ୍ଘାଟନ
January 08th, 06:54 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଜାନୁୟାରୀ 09, 2019ରେ ଉତ୍ତର ପ୍ରଦେଶର ଆଗ୍ରା ଗସ୍ତ କରିବେ । ସେଠାରେ ସେ ଗଙ୍ଗାଜଳ ଏବଂ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିବେ । ଆଗ୍ରା ସ୍ମାର୍ଟ ସିଟି ପାଇଁ ସମନ୍ଵିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ସହିତ ଏସ.ଏନ ମେଡିକାଲ କଲେଜର ଉନ୍ନତିକାରଣ ପ୍ରକଳ୍ପର ସେ ଆଧାରଶିଳା ରଖିବେ ।Demonetization drive is to safeguard honest people’s interest: PM Modi
November 20th, 08:15 pm
At a public meeting in Agra, PM Modi spoke about various development initiatives launched by NDA Government for the welfare of people across the country. He said that the Centre is committed to provide homes to people by the time India celebrates 75th year of independence. PM Narendra Modi said that the decision taken by the Government on currency notes is in the interest of the poor and the middle class. He said that the move would benefit the honest citizens of the country.PM Modi addresses Parivartan Rally in Agra, Uttar Pradesh
November 20th, 08:14 pm
PM Narendra Modi, at a public meeting in Agra said that NDA Govt is committed to overall development of the country and has undertaken several initiatives for welfare of people. Speaking about demonetization of high value currency notes, PM Narendra Modi said that the decision taken by the Government on currency notes is in the interest of the poor and the middle class. PM Modi urged citizens to cooperate and follow the guidelines set by the banks. PM also unveiled Pradhan Mantri Awas Yojana (Gramin) and other railway development projects in Agra.