Today, we champion the Act East Policy, driving forward the region's development: PM Modi in Agartala

April 17th, 05:22 pm

In Agartala, Tripura, Prime Minister Narendra Modi electrified the crowd ahead of the 2024 Lok Sabha Elections. With unwavering zeal, he unveiled the Viksit vision for the North East, promising growth encapsulated in BJP’s Sankalp Patra. Emphasizing the region's integral role in the nation, PM Modi reaffirmed the commitment to uplift the North East, resonating deeply with the people of Tripura.

PM Modi addresses a dynamic crowd at a public meeting in Agartala, Tripura

April 17th, 01:45 pm

In Agartala, Tripura, Prime Minister Narendra Modi electrified the crowd ahead of the 2024 Lok Sabha Elections. With unwavering zeal, he unveiled the Viksit vision for the North East, promising growth encapsulated in BJP’s Sankalp Patra. Emphasizing the region's integral role in the nation, PM Modi reaffirmed the commitment to uplift the North East, resonating deeply with the people of Tripura.

People of Tripura removed 'red signal' & elected 'double engine government’: PM Modi in Agartala

February 13th, 04:20 pm

As the poll campaign in Tripura is reaching a crescendo, Prime Minister Narendra Modi addressed a huge public meeting today in Agartala. Addressing a huge rally, PM Modi hit out at Left party, accusing them of looting the state for years and forcing people to live in poverty. He said, “The leftist rule had pushed Tripura on the path of destruction. The people of Tripura cannot forget the condition that prevailed here.”

PM Modi campaigns in Tripura’s Agartala

February 13th, 04:19 pm

As the poll campaign in Tripura is reaching a crescendo, Prime Minister Narendra Modi addressed a huge public meeting today in Agartala. Addressing a huge rally, PM Modi hit out at Left party, accusing them of looting the state for years and forcing people to live in poverty. He said, “The leftist rule had pushed Tripura on the path of destruction. The people of Tripura cannot forget the condition that prevailed here.”

ତ୍ରିପୁରାର ଅଗରତାଲା ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

December 18th, 04:40 pm

କାର୍ଯ୍ୟକ୍ରମରେ ଉପସ୍ଥିତ ବିଧାୟକ, ରାଜ୍ୟପାଳ ଶ୍ରୀ ସତ୍ୟଦେବ ନାରାୟଣ ଆର୍ଯ୍ୟ ଜୀ, ଏଠିକାର ଲୋକପ୍ରିୟ ଶ୍ରୀ ମାଣିକ ସାହା ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ପ୍ରତିମା ଭୌମିକ ଜୀ, ତି୍ରପୁରା ବିଧାନସଭାର ଅଧ୍ୟକ୍ଷ ଶ୍ରୀ ରତନ ଚକ୍ର ଜୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ଜିଷ୍ଣୁ ଦେବ ବର୍ମା ଜୀ, ମୋର ମିତ୍ର ସାଂସଦ ଶ୍ରୀ ବିପ୍ଳବ ଦେବ ଜୀ, ତ୍ରିପୁରା ସରକାରଙ୍କ ସମସ୍ତ ସମ୍ମାନିତ ମନ୍ତ୍ରୀ ଏବଂ ମୋର ପ୍ରିୟ ତ୍ରିପୁରାବାସୀ!

ତ୍ରିପୁରାର ଅଗରତାଲାରେ ୪୩୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରମୁଖ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଉଦଘାଟନ ଏବଂ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ

December 18th, 04:29 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୪୩୫୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପ୍ରମୁଖ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ, ଉଦଘାଟନ ଏବଂ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପ୍ରକଳ୍ପଗୁଡିକ ମଧ୍ୟରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା – ସହରାଞ୍ଚଳ ଏବଂ ଗ୍ରାମୀଣ ଅଧୀନରେ ହିତାଧିକାରୀମାନଙ୍କ ପାଇଁ ଗୃହ ପ୍ରବେଶ କାର୍ଯ୍ୟକ୍ରମର ଶୁଭାରମ୍ଭ, ଅଗରତାଲା ବାଇପାସ୍ (ଖାୟରପୁର - ଅମତାଲି) ଏନଏଚ୍‍-୦୮ ର ପ୍ରଶସ୍ତିକରଣ ପାଇଁ ସଂଯୋଗ ପ୍ରକଳ୍ପ, ପିଏମଜିଏସୱାଇ-୩ ଅଧିନରେ ୨୩୦ କିଲୋମିଟରରୁ ଅଧିକ ୩୨ଟି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ୫୪୦ କିଲୋମିଟରରୁ ଅଧିକ ଦୈର୍ଘ୍ୟର ୧୧୨ଟି ସଡକ ପ୍ରକଳ୍ପର ଉନ୍ନତିକରଣ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ଆନନ୍ଦନଗର ଠାରେ ଥିବା ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ଏବଂ ଅଗରତାଲା ସରକାରୀ ଦନ୍ତ ମହାବିଦ୍ୟାଳୟକୁ ମଧ୍ୟ ଉଦଘାଟନ କରିଥିଲେ ।

Double Engine Sarkar is the one for the poor, the farmers and the youth: PM Modi

February 20th, 01:41 pm

Prime Minister Narendra Modi today addressed public meetings in Hardoi and Unnao, Uttar Pradesh. Addressing his first rally in Hardoi, PM Modi appreciated the enthusiasm of the people and highlighted the connection, the people of Hardoi have with the festival of Holi, “I know, this time the people of Hardoi, the people of UP are preparing to play Holi with colours twice.”

PM Modi addresses public meetings in Hardoi and Unnao, Uttar Pradesh

February 20th, 01:30 pm

Prime Minister Narendra Modi today addressed public meetings in Hardoi and Unnao, Uttar Pradesh. Addressing his first rally in Hardoi, PM Modi appreciated the enthusiasm of the people and highlighted the connection, the people of Hardoi have with the festival of Holi, “I know, this time the people of Hardoi, the people of UP are preparing to play Holi with colours twice.”

ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ‘ମୈତ୍ରୀ ସେତୁ’ର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 09th, 11:59 am

ତ୍ରିପୁରାର ରାଜ୍ୟପାଳ ଶ୍ରୀ ରମେଶ ବୈଶ ମହାଶୟ, ଜନପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ବିପ୍ଳବ ଦେବ ମହାଶୟ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ଜିଷ୍ଣୁ ଦେବ ବର୍ମା ମହାଶୟ, ରାଜ୍ୟ ସରକାରଙ୍କର ସମସ୍ତ ମନ୍ତ୍ରୀ, ସାଂସଦ ଏବଂ ବିଧାୟକଗଣ ଏବଂ ତ୍ରିପୁରାର ମୋର ପ୍ରିୟ ଭାଇ ଓ ଭଉଣୀମାନେ! ଆପଣ ସମସ୍ତଙ୍କୁ ପରିବର୍ତନ ପାଇଁ, ତ୍ରିପୁରାର ବିକାଶ ଯାତ୍ରାର 3 ବର୍ଷ ପୂରଣ ହେବା ଉପଲକ୍ଷେ ବହୁତ-ବହୁତ ଶୁଭେଚ୍ଛା!

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଭାରତ-ବାଂଲାଦେଶ ମଧ୍ୟରେ ମୈତ୍ରୀ ସେତୁ ଉଦ୍‍ଘାଟିତ

March 09th, 11:58 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ଭାରତ-ବାଂଲାଦେଶ ମଧ୍ୟରେ ମୈତ୍ରୀ ସେତୁକୁ ଉଦ୍‍ଘାଟନ କରିଛନ୍ତି । ଏହି ଅବସରରେ ସେ ମଧ୍ୟ ତ୍ରିପୁରାରେ ଅନେକ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଥିବାବେଳେ କେତେକକୁ ଉଦ୍‍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ତ୍ରିପୁରାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ପ୍ରସାରଣ କରାଯାଇଥିଲା ।

Glimpses from the Prime Minister's Assam and Tripura visit

February 10th, 11:43 am

Here are a few pictures from the Prime Minister's recent visit to Assam and Tripura. PM Modi visited Guwahati and Agartala, where he attended various programmes.

HIRA model of development - Highways, i- Ways, Railways, Airways is on in Tripura: PM Modi

February 09th, 06:52 pm

Prime Minister visited Agartala today in the third and final leg of his day long tour to Assam, Arunachal and Tripura. He inaugurated Garjee - Belonia Railway Line and several other development projects in the state.

ପ୍ରଧାନମନ୍ତ୍ରୀଙ୍କ ଅଗରତାଲା ଗସ୍ତ,

February 09th, 06:51 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମ, ଅରୁଣାଚଳ ପ୍ରଦେଶ ଏବଂ ତ୍ରିପୁରାକୁ ନିଜର ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆଜି ଅଗରତାଲାରେ ପହଁଚିଥିଲେ । ସେ ଗର୍ଜୀ-ବେଲୋନିୟା ରେଳ ଲାଇନ ଏବଂ ରାଜ୍ୟର ଅନ୍ୟ ବିକାଶ ପ୍ରକଳ୍ପର ଉଦଘାଟନ କରିଥିଲେ ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଗୌହାଟୀ, ଇଟାନଗର ଓ ଅଗରତାଲା ଗସ୍ତ କରିବେ

February 08th, 11:51 am

ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଗୌହାଟୀ, ଇଟାନଗର ଏବଂ ଅଗରତାଲା ଗସ୍ତ କରିବେ । ସେ ଇଟା ନଗରଠାରେ ଗ୍ରୀନଫିଲ୍ଡ ଏୟାରପୋର୍ଟ, ସେଲା ଟ୍ୟୁନେଲ ଏବଂ ଉତ୍ତର-ପୂର୍ବାଂଚଳ ଗ୍ୟାସ ଗ୍ରୀଡର ଆଧାରଶିଳା ରଖିବେ । ସେ ଗାର୍ଜୀ-ବେଲାନିଆ ରେଳ ଲାଇନ ଏବଂ ଡିଡି ଅରୁଣ ପ୍ରଭା ଚାନେଲର ଉଦଘାଟନ କରିବେ । ସେ ମଧ୍ୟ 3ଟି ରାଜ୍ୟରେ ଅନ୍ୟାନ୍ୟ ଭିନ୍ନ ଭିନ୍ନ ପ୍ରକଳ୍ପଗୁଡ଼ିକର ଉନ୍ମୋଚନ କରିବେ ।

ତ୍ରିପୁରାର ଅଗରତାଲା ବିମାନ ବନ୍ଦରର ନାମ ବଦଳାଇ ମହାରାଜା ବୀର ବିକ୍ରମ ମାଣିକ୍ୟ କିଶୋର ବିମାନ ବନ୍ଦର, ଅଗରତାଲା କରିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

July 04th, 06:48 pm

ତ୍ରିପୁରାର ଅଗରତାଲା ବିମାନ ବନ୍ଦରର ନାମ ପରିବର୍ତ୍ତନ କରାଯାଇ ମହାରାଜା ବୀର ବିକ୍ରମ ମାଣିକ୍ୟ କିଶୋର ବିମାନ ବନ୍ଦର, ଅଗରତାଲା କରାଯିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହି ନିଷ୍ପତ୍ତି ତ୍ରିପୁରାର ଲୋକମାନଙ୍କ ଦୀର୍ଘଦିନର ଦାବି ଏବଂ ତ୍ରିପୁରା ସରକାରଙ୍କ ଦ୍ୱାରା ମହାରାଜା ବୀର ବିକ୍ରମ ମାଣିକ୍ୟ କିଶୋରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ଉଦ୍ଦେଶ୍ୟରେ ନିଆଯାଇଛି ।

ପ୍ରଧାନମନ୍ତ୍ରୀ ମୋଦୀ ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ବିପ୍ଳବ ଦେବଙ୍କ ଶପଥ ଗ୍ରହଣ ସମାରୋହରେ ଜନତାଙ୍କୁ ସମ୍ବୋଧିତ କଲେ

March 09th, 01:16 pm

ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ବିପ୍ଳବ ଦେବ ଏବଂ ଅନ୍ୟ ମନ୍ତ୍ରୀଗଣଙ୍କ ଶପଥ ଗ୍ରହଣ ସମାରୋହ ପରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ତ୍ରିପୁରାରେ ଏକ ଜନସଭାକୁ ସମ୍ବୋଧିତ କଲେ । ସେ ଐତିହାସିକ ଜନମତ ପାଇଁ ତ୍ରିପୁରାର ଜନତାଙ୍କୁ ଧନ୍ୟବାଦ ଦେଲେ ଏବଂ କହିଲେ ନୂଆ ସରକାର ତ୍ରିପୁରାର ଲୋକମାନଙ୍କ ଆଶାଆକାଂକ୍ଷାକୁ ପୁରା କରିବାକୁ ପ୍ରୟାସ କରିବେ ।

ପ୍ରଧାନମନ୍ତ୍ରୀ ମୋଦୀ ତ୍ରିପୁରାରେ ଜନସଭାକୁ ସମ୍ବୋଧିତ କଲେ

February 15th, 02:59 pm

ପ୍ରଧାନମନ୍ତ୍ରୀ ମୋଦୀ ଆଜି ରାଜ୍ୟରେ କୁଶାସନ ପାଇଁ ତ୍ରିପୁରାର ବାମପନ୍ଥୀ ସରକାରଙ୍କ ଆଲୋଚନା କଲେ । ସେ କହିଲେ ଯେ କମ୍ୟୁନିଷ୍ଟ ଦଳର ସରକାରରେ ରାଜ୍ୟରେ ଅଧିକ ହିଂସା ହୁଏ । ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ କମ୍ୟୁନିଷ୍ଟ ଦଳ 'ଗଣତନ୍ତ୍ର' ରେ ଭରସା କରେ ନାହିଁ ,ସେମାନେ ହିଂସା ଏବଂ ଗନତନ୍ତ୍ରରେ ଭରସା କରେ ।

It is my conviction to bring North-East at par with the other developed regions of the country: PM Modi

May 27th, 02:00 pm



India-Bangladesh Power Grid Transmission Line is our gateway to the East: PM Modi

March 23rd, 11:38 am



PM Narendra Modi, Bangladesh PM Sheikh Hasina, jointly dedicate second cross border transmission interconnection system between India and Bangladesh

March 23rd, 11:37 am