ଉଗାଣ୍ଡାକୁ ସରକାରୀ ଗସ୍ତ ଅବସରରେ ଉଗାଣ୍ଡା ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
July 25th, 01:00 pm
ସଂସଦର ଆମନ୍ତ୍ରଣ କ୍ରମେ ମୁଁ ଏହି ସମ୍ବୋଧନ କରିଥିବାରୁ ମୁଁ ଗଭୀର ଭାବେ ସମ୍ମାନିତ ଅନୁଭବ କରୁଛି । ମୁଁ ପୂର୍ବରୁ ଅନ୍ୟ ସଂସଦଗୁଡ଼ିକରେ ସମାନ ସୁଯୋଗ ପାଇଛି । ତେବେ, ଏହା ସ୍ୱତନ୍ତ୍ର । ଏହି ସମ୍ମାନ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ମିଳିଛି । ଏହା 125 କୋଟି ଭାରତବାସୀଙ୍କ ପାଇଁ ବଡ଼ ସମ୍ମାନ । ମୁଁ ସେମାନଙ୍କ ଶୁଭକାମନା ଏବଂ ବନ୍ଧୁତ୍ୱର ସୌହାର୍ଦ୍ଦ୍ୟ ଭାବନା ନେଇ ମୋ ସହିତ ଆସିଛି । ତାହା ମୁଁ ଏହି ସଂସଦ ଏବଂ ଉଗାଣ୍ଡାର ସବୁ ଲୋକମାନଙ୍କୁ ଜଣାଉଛି । ଆପଣମାନଙ୍କ ଉପସ୍ଥିତି, ବାଚସ୍ପତି ମହୋଦୟା, ମୋର ଲୋକସଭାର କଥା ମନେ ପକାଇ ଦେଉଛି, ସେଠାରେ ମଧ୍ୟ ଜଣେ ମହିଳା ବାଚସ୍ପତି ଅଛନ୍ତି । ମୁଁ ମଧ୍ୟ ଏଠାରେ ବହୁ ଯୁବ ସାଂସଦମାନଙ୍କୁ ଦେଖିପାରୁଛି । ଏହା ଗଣତନ୍ତ୍ର ପାଇଁ ଶୁଭ ଖବର । ଯେତେଥର ମୁଁ ଉଗାଣ୍ଡା ଆସିଛି, ମୁଁ ଆଫ୍ରିକାର ଏକ ରତ୍ନକୁ ଅନୁଭବ କରିବାର ସୁଯୋଗ ପାଇଛି । ଏହା ଅପରୂପ ସୌନ୍ଦର୍ଯ୍ୟ, ବିପୁଳ ସମ୍ପଦର ଭଣ୍ଡାର ଏବଂ ଧନୀ ଐତିହ୍ୟର ଭୂମି । ଏହାର ନଦୀ ଏବଂ ହ୍ରଦ ଏହି ବିସ୍ତୃତ ଅଂଚଳରେ ବହୁ ସଭ୍ୟତାକୁ ବିକଶିତ କରିଛି । ମୁଁ ଇତିହାସ ବିଷୟରେ ସଚେତନ ଅଛି ଯାହା ଆମକୁ ଆଜି ଏହି ବିନ୍ଦୁରେ ଆଣି ଛିଡ଼ା କରିଛି, ଯେତେବେଳେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ଅନ୍ୟ ଏକ ସାର୍ବଭୌମ ରାଷ୍ଟ୍ରର ସଂସଦର ସଦସ୍ୟମାନଙ୍କୁ ଉଦବୋଧନ ଦେଉଛନ୍ତି । ଆମର ପ୍ରାଚୀନ ସାମୁଦ୍ରିକ ସମ୍ପର୍କ, ସାମ୍ରାଜ୍ୟବାଦର କଳା ସମୟ, ସ୍ୱାଧୀନତା ପାଇଁ ସଂଘର୍ଷରେ ସହଭାଗୀତା, ବିଭାଜିତ ବିଶ୍ୱରେ ସ୍ୱାଧୀନ ରାଷ୍ଟ୍ରଗୁଡ଼ିକର ଅନିଶ୍ଚିତ ମାର୍ଗ, ନୂତନ ସମ୍ଭାବନାର ସକାଳ ଏବଂ ଆମ ଯୁବ ଜନସଂଖ୍ୟା ଭିତରେ ପାରସ୍ପରିକ ଆକାଂକ୍ଷାର ମେଳକ(ସାମଞ୍ଜସ୍ୟ) । ଏ ସମସ୍ତ ଆମକୁ ଯୋଡ଼ିଛି ।PM Modi’s address at Silver Jubilee Celebrations of the Shree Kutchi Leva Patel Samaj in Nairobi
March 30th, 01:21 pm
PM Modi addressed the Silver Jubilee Celebrations of the Shree Kutchi Leva Patel Samaj in Nairobi, Kenya via video conferencing. In his address, the Prime Minister lauded the contribution of Kutchi Leva Patel Community in various welfare activities and the development of East Africa. He also recalled the role of members of Indian community in the Kenya’s freedom movement.ନାଇରୋବୀ, କେନିଆସ୍ଥିତ ଶ୍ରୀ କଚ୍ଛି ଲେଭା ପଟେଲ ସମାଜର ରୌପ୍ୟ ଜୟନ୍ତୀ ସମାରୋହକୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
March 30th, 01:20 pm
ଭିଡିଓ କନଫରେନ୍ସିଂ ଜରିଆରେ ନାଇରୋବୀ, କେନିଆସ୍ଥିତ ଶ୍ରୀ କଚ୍ଛି ଲେଭା ପଟେଲ ସମାଜର ରୌପ୍ୟ ଜୟନ୍ତୀ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍ବୋଧନ ଦେଇଛନ୍ତି ।PM’s meetings on the sidelines of annual meeting of African Development Bank Group
May 23rd, 01:13 pm
Strengthening India’s ties with Africa, PM Narendra Modi held bilateral talks with several African heads of state. Here are a few pictures.ଆଫ୍ରିକା ଉନ୍ନୟନ ବ୍ୟାଙ୍କର ବାର୍ଷିକ ବୈଠକର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
May 23rd, 11:30 am
ଗୁଜରାଟରେ ଆମେ ଆଜି ଏକାଠି ହୋଇଛେ । ବ୍ୟବସାୟ ପାଇଁ ଗୁଜରାଟୀଙ୍କ ସ୍ୱଭାବ ସବୁଠି ପରିଚିତ । ଗୁଜରାଟୀମାନେ ମଧ୍ୟ ଆଫ୍ରିକାରେ ନିଜର ଭଲପାଇବା ପାଇଁ ପ୍ରସିଦ୍ଧ । ଜଣେ ଭାରତୀୟ ଓ ଜଣେ ଗୁଜରାଟୀ ଭାବେ ମୁଁ ଅତ୍ୟନ୍ତ ଖୁସି ଯେ ଏହି ବୈଠକ ଭାରତରେ ହେଉଛି । ଆଉ ତା’ପୁଣି ଗୁଜରାଟରେ । ଭାରତର ଶହ ଶହ ବର୍ଷ ଧରି ଆଫ୍ରିକା ସହ ସୁଦୃଢ଼ ସମ୍ପର୍କ ରହିଛି । ଐତିହାସିକ ଭାବେ, ପଶ୍ଚିମ ଭାରତ ସମୁଦାୟ ବିଶେଷକରି ଗୁଜରାଟ ଓ ପୂର୍ବ ଆଫ୍ରିକୀୟ ଉପକୂଳର ବାସିନ୍ଦା ପରସ୍ପରର ଭୂମିକୁ ଯାଇ ବାସ କରୁଛନ୍ତି । କୁହାଯାଏ କି ଭାରତର ସିଦ୍ଧିମାନେ ପୂର୍ବ ଆଫ୍ରିକାରୁ ଆସିଥିଲେ । କେନିୟା ଉପକୂଳରେ ବୋହରା ସମୁଦାୟ ଦ୍ୱାଦଶ ଶତାବ୍ଦୀ ସୁଦ୍ଧା ଫେରି ଯାଇଥିଲେ ।ପ୍ରଧାନମନ୍ତ୍ରୀଙ୍କ ଆଜି ଗୁଜରାଟ ଗସ୍ତ ; ମଙ୍ଗଳବାର ଦିନ ଗାନ୍ଧିନଗରରେ ଆଫ୍ରିକୀ ବିକାଶ ବ୍ୟାଙ୍କର ବାର୍ଷିକ ବୈଠକରେ ଯୋଗଦେବେ
May 22nd, 12:18 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ,ଆଜିଠାରୁ ଦୁଇ ଦିବସୀୟ ଗୁଜରାଟ ଗସ୍ତରେ ଯିବେ । ସେଠାରେ ସେ ଅନେକ ବିକାଶମୁଖୀ ପ୍ରକଳ୍ପର ଉଦ୍ଘାଟନ କରିବା ସହିତ ମଙ୍ଗଳବାର 23 ତାରିଖ ଦିନ ଗାନ୍ଧିନଗରରେ ଆଫ୍ରିକୀ ବିକାଶ ବ୍ୟାଙ୍କ ଗ୍ରୁପର ବାର୍ଷିକ ବୈଠକରେ ସାମିଲ ହେବେ ।