ଆଚାର୍ଯ୍ୟ ବିନୋବା ଭାବେଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
September 11th, 03:29 pm
ଆଚାର୍ଯ୍ୟ ବିନୋବା ଭାବେଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।ଆଚାର୍ଯ୍ୟ ବିନୋବା ଭାବେଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ
September 11th, 10:23 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଚାର୍ଯ୍ୟ ବିନୋବା ଭାବେଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।Women empowerment is important for rapid development of 21st century India: PM
June 18th, 12:31 pm
The Prime Minister, Shri Narendra Modi today participated in Gujarat Gaurav Abhiyan at Vadodara today. He inaugurated and laid the foundation stone of development projects worth Rs 21,000 crores. Beneficiaries, Chief Minister Shri Bhupendrabhai Patel, Union and State Ministers, People’s representatives and other dignitaries were among those present on the occasion.PM participates in Gujarat Gaurav Abhiyan at Vadodara
June 18th, 12:30 pm
The Prime Minister, Shri Narendra Modi today participated in Gujarat Gaurav Abhiyan at Vadodara today. He inaugurated and laid the foundation stone of development projects worth Rs 21,000 crores. Beneficiaries, Chief Minister Shri Bhupendrabhai Patel, Union and State Ministers, People’s representatives and other dignitaries were among those present on the occasion.ପ୍ରଧାନମନ୍ତ୍ରୀ ଆଚାର୍ଯ୍ୟ ବିନୋବା ଭାବେଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି
September 11th, 11:06 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଚାର୍ଯ୍ୟ ବିନୋବା ଭାବେଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ସର୍ଦ୍ଦାର ଭବନର ଲୋକାର୍ପଣ ଏବଂ ସର୍ଦ୍ଦାରଧାମ ଫେଜ- IIର ଭୂମିପୂଜନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 11th, 11:01 am
କାର୍ଯ୍ୟକ୍ରମରେ ଆମ ସହିତ ଉପସ୍ଥିତ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀମାନ ବିଜୟ ଭାଇ ରୂପାଣୀ ମହାଶୟ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ନୀତିନ ଭାଇ, କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ସାଥୀ ଶ୍ରୀ ପୁରୁଷୋତମ ରୂପାଲା ମହାଶୟ, ଶ୍ରୀ ମନସୁଖଭାଇ ମାଣ୍ଡଭ୍ୟ ମହାଶୟ, ଭଉଣୀ ଅନୁପ୍ରିୟା ପଟେଲ ମହାଶୟା, ଲୋକସଭାରେ ସଂସଦରେ ମୋର ସାଥୀ ଏବଂ ଗୁଜରାଟ ପ୍ରଦେଶ ଜନତାପାର୍ଟିର ଅଧ୍ୟକ୍ଷ ଶ୍ରୀମାନ ସି. ଆର ପାଟିଲ ମହାଶୟ, ଗୁଜରାଟ ସରକାରର ସମସ୍ତ ମନ୍ତ୍ରୀଗଣ, ଏଠାରେ ଉପସ୍ଥିତ ସମସ୍ତ ସହଯୋଗୀ ସାଂସଦ ସାଥୀ, ଗୁଜରାଟର ବିଧାୟକଗଣ, ସର୍ଦ୍ଦାର ଧାମର ସମସ୍ତ ଟ୍ରଷ୍ଟି, ମୋର ମିତ୍ର ଭାଇ ଶ୍ରୀ ଗାଗଜୀ ଭାଇ, ଟ୍ରଷ୍ଟ୍ରର ସମସ୍ତ ସମ୍ମାନିତ ସଦସ୍ୟଗଣ, ଏହି ପବିତ୍ର କାର୍ଯ୍ୟକୁ ଆଗେଇ ନେବାରେ ନିଜର ଯୋଗଦାନ ଦେଇଥିବା ସମସ୍ତ ସାଥୀ, ଭାଇ ଓ ଭଉଣୀମାନେ!ପ୍ରଧାନମନ୍ତ୍ରୀ ସର୍ଦ୍ଦାରଧାମ ଭବନର ଲୋକାର୍ପଣ ଏବଂ ଦ୍ୱିତୀୟ ପର୍ଯ୍ୟାୟ ସର୍ଦ୍ଦାରଧାମ କନ୍ୟା ଛାତ୍ରାଳୟର ଭୁମି ପୂଜନ କରିଛନ୍ତି
September 11th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାରଧାମ ଭବନର ଲୋକାର୍ପଣ ଏବଂ ଦ୍ୱିତୀୟ ପର୍ଯ୍ୟାୟ ସର୍ଦ୍ଦାରଧାମ କନ୍ୟା ଛାତ୍ରାଳୟର ଭୂମିପୂଜନ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିଥିଲେ । ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।Congress-NCP alliance is formed not to serve people of Maharashtra but to serve dynasts: PM
April 01st, 11:31 am
Prime Minister Narendra Modi addressed a major public meeting in Wardha, Maharashtra today. Applauding the ISRO scientists for the successful completion of the Mission Shakti which saw India become a part of an elite group of space powers in the world, Prime Minister Modi said, “What our scientists at ISRO have achieved is a historic feat and puts us at the centre of global space power.PM Modi addresses Public Meeting at Wardha, Maharashtra
April 01st, 11:30 am
Prime Minister Narendra Modi addressed a major public meeting in Wardha, Maharashtra today. Applauding the ISRO scientists for the successful completion of the Mission Shakti which saw India become a part of an elite group of space powers in the world, Prime Minister Modi said, “What our scientists at ISRO have achieved is a historic feat and puts us at the centre of global space power.ଯେଉଁ ଦଳରେ କୌଣସି ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ ,ସେମାନଙ୍କଠୁ ଗଣତନ୍ତ୍ରର ଆଦର୍ଶକୁ ପାଳନ କରିବାର ନେଇ ବିଶ୍ୱାସ କରାଯାଇପାରିବ ନାହିଁ :ପ୍ରଧାନମନ୍ତ୍ରୀ ମୋଦୀ
June 26th, 12:50 pm
ମୁମ୍ବାଇରେ ଜରୁରୀକାଳୀନ ପରିସ୍ଥିତି ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ଏବଂ ଦେଶକୁ ଜେଲରେ ପରିବର୍ତ୍ତନ କରିବା ପ୍ରସଙ୍ଗରେ କଂଗ୍ରେସ ଦଳକୁ ସମାଲୋଚନା କରିଛନ୍ତି ।India is changing. India's standing at the global stage is rising and this is due to Jan Shakti: PM
September 11th, 11:18 am
PM Narendra Modi addressed students' convention on the theme of ‘Young India, New India.’ Recalling Swami Vivekananda’s speech in Chicago, PM Modi remarked, “Just with a few words, a youngster from India won over the world and showed the world the power of oneness.” He added that a lot could be learnt from Swami Vivekananda’s thoughts.ସ୍ଵାମୀ ବିବେକାନନ୍ଦଙ୍କ ଚିକାଗୋ ବତ୍କୃତାର 125 ବର୍ଷ, ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଶତବାର୍ଷିକୀ ସମାରୋହ ଅବସରରେ ଛାତ୍ର ସମାବେଶକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
September 11th, 11:16 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଯୁବ ଭାରତ, ନବ ଭାରତ’ ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀଙ୍କ ସମ୍ମେଳନକୁ ସମ୍ବୋଧନ କଲେ । ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ଅଭିଭାଷଣକୁ ସ୍ମରଣ କରି କହିଲେ ଯେ ,''ମାତ୍ର କିଛି ଶବ୍ଦରେ ,ଭାରତର ଜଣେ ଯୁବା ବିଶ୍ୱକୁ ଜିଣିପାରିଥିଲେ ଏବଂ ଏକତାର ଶକ୍ତିକୁ ଦେଖାଇପାରିଥିଲେ । ସେ କହିଲେ ଯେ ,ସ୍ୱାମୀ ବିବେକାନନ୍ଦଙ୍କ ବିଚାରରୁ ବହୁତ କିଛି ଶିଖିପାରିବା ।Let us work together and create India of Mahatma Gandhi's dreams: PM Modi
June 29th, 06:43 pm
PM Narendra Modi attended centenary year celebrations of Sabarmati Ashram in Gujarat. Speaking at the event, he said Mahatma Gandhi’s thoughts inspired us even today to mitigate the challenges the world was facing.ଅହମ୍ମଦାବାଦ ସାବରମତୀ ଆଶ୍ରମର ଶତବାର୍ଷିକୀ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
June 29th, 11:27 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସାବରମତୀ ଆଶ୍ରମର ଶତବାର୍ଷିକୀ ସମାରୋହରେ ଯୋଗ ଦେଇଥିଲେ । ଏହି ଅବସରରେ ଉଦ୍ବୋଧନ ଦେଇ ସେ କହିଥିଲେ ଯେ ଆଜି ସମଗ୍ର ବିଶ୍ୱ ସମ୍ମୁଖିନ ହେଉଥିବା ଆହ୍ୱାନଗୁଡ଼ିକୁ ମୁକାବିଲା କରିବାର ଶକ୍ତି ମହାତ୍ମାଗାନ୍ଧୀଙ୍କ ବିଚାରରେ ରହିଛି ।ସେ କହିଥିଲେ ଯେ ଇତିହାସ ସହିତ ଯୋଡ଼ି ହୋଇ ରହିବା ଏକ ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ । ଶ୍ରୀମଦ୍ ରାଜଚନ୍ଦ୍ରଜୀଙ୍କ 150ତମ ଜନ୍ମବାର୍ଷିକୀରେ ତାଙ୍କ ଯୋଗଦାନର ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଜୀବନୀ ଏବଂ ବିଚାରଧାରା ଉପରେ ଅଧିକ ଶୈକ୍ଷିକ ଅନୁସନ୍ଧାନ କରିବା ଲାଗି ଆହ୍ୱାନ କରିଥିଲେ ।PM Modi pays tribute to Acharya Vinoba Bhave on his birth anniversary
September 11th, 01:01 pm
PM Narendra Modi paid tribute to Acharya Vinoba Bhave on his birth anniversary. PM said that Vinoba Bhave devoted his life towards creating a just & compassionate society.