23 ଜୁଲାଇ, 2021ରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ମିଳିତ ଜାତିସଂଘ ସାଧାରଣ ପରିଷଦର ନିର୍ବାଚିତ ଅଧ୍ୟକ୍ଷ ଏବଂ ମାଳଦ୍ବୀପର ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ଶାହିଦ
July 23rd, 06:37 pm
ମିଳିତ ଜାତିସଂଘ ସାଧାରଣ ପରିଷଦ (ୟୁନଜିଏ)ର 76ତମ ଅଧିବେଶନ ଲାଗି ନିର୍ବାଚିତ ଅଧ୍ୟକ୍ଷ ଏବଂ ମାଳଦ୍ବୀପର ବୈଦେଶିକ ମନ୍ତ୍ରୀ ମାନନୀୟ ଅବଦୁଲ୍ଲା ଶାହିଦ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ମାଳଦୀପ ବିଦେଶ ମନ୍ତ୍ରୀ ଅବଦୁଲ୍ଲା ଶାହିଦ
December 13th, 05:19 pm
ଆଜି ନୂଆଦିଲ୍ଲୀ ଠାରେ ମାଳଦୀପ ବିଦେଶ ମନ୍ତ୍ରୀ ମିଃ ଅବଦୁଲ୍ଲା ଶାହିଦ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଷଷ୍ଠ ଭାରତ-ମାଳଦୀପ ଯୁଗ୍ମ କମିଶନ ବୈଠକ ଲାଗି ମିଃ ଅବଦୁଲ୍ଲା ଶାହିଦ ସରକାରୀ ଗସ୍ତରେ ଭାରତ ଆସିଛନ୍ତି ।