ବାଂଲାଦେଶର ଜାତୀୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 26th, 04:26 pm

PM Modi took part in the National Day celebrations of Bangladesh in Dhaka. He awarded Gandhi Peace Prize 2020 posthumously to Bangabandhu Sheikh Mujibur Rahman. PM Modi emphasized that both nations must progress together for prosperity of the region and and asserted that they must remain united to counter threats like terrorism.

ଜାତୀୟ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ

March 26th, 04:24 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦୁଇ ଦିନିଆ ବାଂଲାଦେଶ ଗସ୍ତ ଅବସରରେ ବାଂଲାଦେଶ ସ୍ୱାଧୀନତାର ସୁବର୍ଣ୍ଣଜୟନ୍ତୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବାଂଲାଦେଶ ରାଷ୍ଟ୍ରପତି, ମହାମହିମ ମହମ୍ମଦ ଅବଦୁଲ ହମିଦ, ବାଂଲାଦେଶର ପ୍ରଧାନମନ୍ତ୍ରୀ, ମାନ୍ୟବର ଶେଖ ହସିନା; ଶେଖ୍ ମୁଜିବୁର ରହମାନଙ୍କ ସାନ ଝିଅ ଶେଖ ରେହାନା; ମୁଜିବ ବୋରଶୋ ଉତ୍ସବ ପାଇଁ ଜାତୀୟ କାର୍ଯ୍ୟକାରିତା କମିଟିର ମୁଖ୍ୟ ସଂଯୋଜକ ଡକ୍ଟର କମଲ ଅବଦୁଲ ନାସିର ଚୌଧୁରୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ତେଜଗାଓଁର ଜାତୀୟ ପ୍ୟାରେଡ ସ୍କୋୟାରରେ ହୋଇଥିଲା । ଏହା ସହ ବାଂଲାଦେଶର ଜାତୀୟ ପିତା ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ଜନ୍ମ ଶତବାର୍ଷିକୀକୁ ସ୍ମରଣ କରିଥିଲା ।

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ବାଂଲାଦେଶ ରାଷ୍ଟ୍ରପତି

May 31st, 08:50 pm

ହାଇଦ୍ରାବାଦ ହାଉସଠାରେ ଆଜି ମଧ୍ୟାହ୍ନରେ ବାଂଲାଦେଶ ସାଧାରଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ମହମ୍ମଦ ଅବଦୁଲ ହମିଦଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତ ଆଲୋଚନା ସମ୍ପନ୍ନ ହୋଇଛି ।

ଅନ୍ତର୍ଜାତୀୟ ସୌର ମେଣ୍ଟର ପ୍ରତିଷ୍ଠା ସମ୍ମିଳନୀ ଅବସରରେ ବିଭିନ୍ନ ଦେଶର ନେତାଗଣଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱିପାକ୍ଷିକ ବୈଠକ

March 11th, 05:08 pm

ପ୍ରଧାନମନ୍ତ୍ରୀ ମୋଦୀ ଆଜି ନୂଆଦିଲ୍ଲୀରେ ଅନ୍ତର୍ଜାତୀୟ ସୌର ମେଣ୍ଟର ପ୍ରତିଷ୍ଠା ସମ୍ମିଳନୀ ଅବସରରେ ବିଭିନ୍ନ ଦେଶର ପ୍ରମୁଖଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ । ସେ ଆବୁଧାବି ,ଶ୍ରୀଲଙ୍କା ,ବାଂଲାଦେଶ ,ସେଚେଲ୍ଲେସ ଏବଂ କୋମୋରସର ନେତାମାନଙ୍କୁ ସାକ୍ଷାତ କଲେ ।

PM Modi celebrates Diwali with Soldiers

November 11th, 05:02 pm