ଇଜିପ୍ଟ ରାଷ୍ଟ୍ରପତିଙ୍କ ସହିତ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
October 28th, 08:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଜିପ୍ଟର ରାଷ୍ଟ୍ରପତି ମହାମହିମ ଶ୍ରୀ ଅବଦେଲ୍ ଫତ୍ତାହ ଏଲ-ସିସି ଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି ।ପ୍ରଧାନମନ୍ତ୍ରୀ ଓ ଇଜିପ୍ଟ ରାଷ୍ଟ୍ରପତିଙ୍କ ମଧ୍ୟରେ ସାକ୍ଷାତ
June 25th, 08:33 pm
ଜାନୁଆରୀ ୨୦୨୩ରେ ଭାରତର ଗଣତନ୍ତ୍ର ଦିବସ ସମାରୋହରେ ରାଷ୍ଟ୍ରପତି ଅଲ୍ ସିସି ଅତିଥି ଭାବେ ଯୋଗ ଦେବାକୁ ଦୁଇ ନେତା ଖୁସିର ସହିତ ସ୍ମରଣ କରିଥିଲେ ଏବଂ ଏହାପରେ ଭାରତ-ଇଜିପ୍ଟ ଦ୍ୱିପାକ୍ଷିକ ସମ୍ପର୍କ ତ୍ୱରାନ୍ୱିତ ହେବାକୁ ଉଭୟ ସ୍ୱାଗତ କରିଥିଲେ । ଦ୍ୱିପାକ୍ଷିକ ସହଯୋଗକୁ ଗତିଶୀଳ କରିବା ଲାଗି ଇଜିପ୍ଟ କ୍ୟାବିନେଟ୍ରେ ପ୍ରତିଷ୍ଠା କରାଯାଇଥିବା ‘ଇଣ୍ଡିଆ ୟୁନିଟ୍’ ବିଶେଷ ଉପଯୋଗୀ ହୋଇଥିବା ନେଇ ସେମାନେ ସହମତ ହୋଇଥିଲେ ।ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ ଦ ନାଇଲ୍’ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ
June 25th, 08:29 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ଦ ନାଇଲ୍’ରେ ସମ୍ମାନିତ କରାଯାଇଛି। ଇଜିପ୍ଟ ରାଷ୍ଟ୍ରପତି ମହାମହିମ ଶ୍ରୀ ଅବଦଲ ଫତେହ ଅଲ ସିସି ୨୫ ଜୁନ୍ ୨୦୨୩ରେ କାଏରୋସ୍ଥିତ ପ୍ରେସିଡେନ୍ସୀ ଠାରେ ଅନୁଷ୍ଠିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଥିଲେ।ଗଣତନ୍ତ୍ର ଦିବସ ସମାରୋହରେ ଗରିମାମୟ ଉପସ୍ଥିତି ପାଇଁ ରାଷ୍ଟ୍ରପତି ଆବଦେଲ ଫତେହ ଅଲ-ସିସିଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
January 26th, 04:11 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଚଳିତ ବର୍ଷର ଗଣତନ୍ତ୍ର ଦିବସ ସମାରୋହରେ ଆରବ ଗଣରାଜ୍ୟ ଇଜିପ୍ଟର ରାଷ୍ଟ୍ରପତି ଆବଦେଲ ଫତେହ ଅଲ-ସିସିଙ୍କ ଗରିମାମୟ ଉପସ୍ଥିତି ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଷ୍ଟ୍ରପତି ସିସି ଭାରତର ୭୪ତମ ଗଣତନ୍ତ୍ର ଦିବସ ସମାରୋହର ମୁଖ୍ୟ ଅତିଥି ଥିଲେ ।ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ 74ତମ ସାଧାରଣତନ୍ତ୍ର ଦିବସ ପାଳନର ଝଲକ
January 26th, 02:29 pm
ଭାରତ 74ତମ ସାଧାରଣତନ୍ତ୍ର ଦିବସକୁ ବହୁତ ଉତ୍ସାହ ଏବଂ ଉଦ୍ଦୀପନାର ସହିତ ପାଳନ କରିଛି। ନୂଆଦିଲ୍ଲୀର କର୍ତ୍ତବ୍ୟ ପଥଠାରେ ଦେଶର ବିବିଧ ସଂସ୍କୃତି, ସଶସ୍ତ୍ର ବାହିନୀର ପରାକ୍ରମ ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତାହ ଏଲ-ସିସି ଚଳିତ ବର୍ଷର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଇଜିପ୍ଟ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତି
January 25th, 05:22 pm
ପ୍ରଥମେ ମୁଁ ରାଷ୍ଟ୍ରପତି ଶିଶୀ ଓ ତାଙ୍କ ପ୍ରତିନିଧିଦଳଙ୍କ ଭାରତ ଆଗମନ ପାଇଁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି । ରାଷ୍ଟ୍ରପତି ଶିଶୀ ଆମର ସାଧାରଣତନ୍ତ୍ର ଦିବସ ସମାରୋହରେ ଆସନ୍ତାକାଲି ମୁଖ୍ୟ ଅତିଥିଭାବେ ଯୋଗଦେବେ । ଏହା ସମଗ୍ର ଭାରତ ବର୍ଷ ନିମନ୍ତେ ଗର୍ବ ଓ ଆନନ୍ଦର ବିଷୟ । ମୁଁ ଖୁସି ଯେ ଇଜିପ୍ଟର ଏକ ସାମରିକ ବାହିନୀ ଆମ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଅଂଶଗ୍ରହଣ କରି ଏହାର ଶୋଭାବର୍ଦ୍ଧନ କରିବେ ।ରାଷ୍ଟ୍ରପତି ଆବଦେଲ ଫତେହ ଅଲ-ସିସିଙ୍କୁ ଉଷ୍ଣ ଅଭ୍ୟର୍ଥନା ଜଣାଇଲେ ପ୍ରଧାନମନ୍ତ୍ରୀ
January 24th, 09:11 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆରବ ଗଣରାଜ୍ୟ ଇଜିପ୍ଟର ରାଷ୍ଟ୍ରପତି ଆବଦେଲ ଫତେହ ଅଲ-ସିସିଙ୍କୁ ଉଷ୍ଣ ଅଭ୍ୟର୍ଥନା ଜଣାଇଛନ୍ତି ।Phone call between Prime Minister Shri Narendra Modi and His Excellency Abdel Fattah El-Sisi, President of Egypt
May 26th, 08:03 pm
In a telephone conversation, Prime Minister Narendra Modi conveyed Eid greetings. The PM expressed his appreciation for the support extended by Egyptian authorities for the safety and welfare of Indian nationals in Egypt during the COVID-19 crisis.Telephone Conversation between PM and President of Egypt
April 17th, 08:47 pm
Prime Minister Shri Narendra Modi spoke on phone today with H.E. Mr. Abdel Fattah El-Sisi, President of Egypt.ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଇଜିପ୍ଟ ବୈଦେଶିକ ମନ୍ତ୍ରୀ ମିଷ୍ଟର ସମେ ହାସାନ ଶୌକ୍ରୀ
March 23rd, 07:30 pm
ଦ୍ଵିପାକ୍ଷିକ ମିଳିତ କମିଶନର ସପ୍ତମ ବୈଠକରେ ଯୋଗଦେବା ପାଇଁ ଭାତର ଗସ୍ତରେ ଆସିଥିବା ଇଜିପ୍ଟ ବୈଦେଶିକ ମନ୍ତ୍ରୀ ମିଷ୍ଟର ସମେ ହାସାନ ଶୌକ୍ରୀ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।PM's meetings on the sidelines of 9th BRICS Summit in Xiamen, China
September 04th, 12:39 pm
Prime Minister held bilateral level talks with leaders of BRICS countries on the sidelines of the Summit.Social Media Corner – 2nd September
September 02nd, 07:31 pm
Your daily does of governance updates from social media. Your tweets on governance get featured here daily. Keep reading and sharing!ଇଜିପ୍ଟ ରାଷ୍ଟ୍ରପତିଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ୍ ବିବୃତି
September 02nd, 11:54 am
Prime Minister Shri Narendra Modi held a joint press briefing with the Egyptian President Abdel Fattah el-Sisi in New Delhi. During the press statement, PM Modi mentioned about the extensive discussions held between the two leaders to enhance the partnership between India and Egypt.PM’s engagements in New York City – September 25th, 2015
September 25th, 11:27 pm