ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଦ୍ୱାରା ଲିଖିତ ଗର୍ବା ଗୀତ ‘ଆବତୀ କଲାୟା ମାଡି ଭାୟା କଲାୟା’ ଶେୟାର କଲେ
October 07th, 10:44 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେବୀ ଦୁର୍ଗାଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଲେଖିଥିବା ‘ଆବତୀ କଲାୟା ମାଡି ଭାୟା କଲାୟା’ ଶୀର୍ଷକ ଗୀତ ଶେୟାର କରିଛନ୍ତି ।