ଗୋଆଠାରେ ଗୋଆ ମୁକ୍ତି ଦିବସ ପାଳନ ଅବସରରେ ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

December 19th, 03:15 pm

ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ, ଗୋଆର ସମସ୍ତ ଭାଇ ଭଉଣୀଙ୍କୁ ମୋର ନମସ୍କାର । ଏହି ଐତିହାସିକ କାର୍ଯ୍ୟକ୍ରମରେ ଉପସ୍ଥିତ ଗୋଆର ରାଜ୍ୟପାଳ ଶ୍ରୀ ପି. ଏସ୍‌. ଶ୍ରୀଧରନ୍ ପିଲ୍ଲଇ ମହୋଦୟ, ଗୋଆର ଉର୍ଜାବାନ୍ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମହୋଦୟ, ଉପମୁଖ୍ୟମନ୍ତ୍ରୀ ଚନ୍ଦ୍ରକାନ୍ତ କାୱଲେକର ମହୋଦୟ, ମନୋହର ଅଜଗାଓଁକର ମହୋଦୟ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଶ୍ରୀପଦ ନାୟକ ମହୋଦୟ, ଗୋଆ ବିଧାନସଭାର ବାଚସ୍ପତି ରାଜେଶ ପଟନେକର ମହୋଦୟ, ଗୋଆ ସରକାରର ସମସ୍ତ ମନ୍ତ୍ରୀଗଣ, ଜନ ପ୍ରତିନିଧିଗଣ, ସମସ୍ତ ଅଧିକାରୀଗଣ ଏବଂ ଗୋଆର ମୋର ଭାଇ ଓ ଭଉଣୀମାନେ ।

ଗୋଆ ମୁକ୍ତି ଦିବସ ପାଳନ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

December 19th, 03:12 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଗୋଆଠାରେ ଆଜି (୧୯.୧୨.୨୦୨୧) ଗୋଆ ମୁକ୍ତି ସଂଗ୍ରାମ ସ୍ମାରକୀ ଦିବସ ସମାରୋହରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୁକ୍ତି ଯୋଦ୍ଧା ଓ ଅପରେସନ ବିଜୟର ପ୍ରବୀଣ ସେନାନୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ । ଆଗୁଦା କାରାଗାର ସଂଗ୍ରହାଳୟ, ଗୋଆ ମେଡିକାଲ କଲେଜ ସୁପର ସ୍ପେଶିଆଲିଟି ବ୍ଲକ, ନୂତନ ଦକ୍ଷିଣ ଗୋଆ ଜିଲ୍ଳା ହସ୍‌ପିଟାଲ, ମୋପା ବିମାନଘାଟୀରେ ଉଡାଣ କୌଶଳ ବିକାଶ କେନ୍ଦ ଓ ମାଡଗାଁଓର ଡାବୋଲିମ-ନାଭୋଲିମ୍‌ଠାରେ ଗ୍ୟାସ ବିଚ୍ଛିନ୍ନ ସବ୍‌ଷ୍ଟେସନ ସମେତ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ । ଗୋଆ ବାର କାଉନସିଲ ଇଣ୍ଡିଆ ଟ୍ରଷ୍ଟଠାରେ ଭାରତ ଆନ୍ତର୍ଜାତିକ ଆଇନ ଶିକ୍ଷା ବିଦ୍ୟାଳୟର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ଆତ୍ମନିର୍ଭର ଭାରାତ ସ୍ୱୟଂପୂର୍ଣ୍ଣ ଗୋଆ କାର୍ଯ୍ୟକ୍ରମର ଲାଭାର୍ଥୀ ଏବଂ ହିତଧାରକମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତାଳାପ ଓ ସମ୍ବୋଧନ

October 23rd, 11:01 am

ଆତ୍ମନିର୍ଭର ଭାରତାଚେ ସମନ, ସ୍ୱୟଂପୂର୍ଣ୍ଣ ଗୋଆ ଜେବ ଜଣେ-ଜଲ୍ପେନ, ସାକାର ପରପୀ ଗୋୟାକରଂକ ୟେବକାର । ତୁମଚା ସାରଖ୍ୟା, ଧଡ଼- ପଡ଼- ପରପୀ, ଲୋକାଂକ ଲାଗୁନ, ଗୌୟ ରାଜ୍ୟାଚୋ ଗରଜୋ, ଗୋୟାଂତଚ ଗୋୟାଂପାକ ସୁରୁ ଜାଲ୍ପାତ, ହି ଖୋସୟେଚି ଗଜାଲ ଆସା ।

ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ସ୍ୱୟଂପୂର୍ଣ୍ଣ ଗୋଆ କାର୍ଯ୍ୟକ୍ରମର ହିତାଧିକାରୀ ଏବଂ ସହଯୋଗୀଙ୍କ ସହ ଆଲୋଚନା କରିଛନ୍ତି

October 23rd, 11:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଆତ୍ମନିର୍ଭର ଭାରତ ସ୍ୱୟଂପୂର୍ଣ୍ଣ ଗୋଆ କାର୍ଯ୍ୟକ୍ରମର ହିତାଧିକାରୀ ଏବଂ ସହଯୋଗୀଙ୍କ ସହ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ଅକ୍ଟୋବର ୨୩ ତାରିଖରେ ଆତ୍ମନିର୍ଭର ଭାରତ ସ୍ୱୟଂପୂର୍ଣ୍ଣ ଗୋଆ କାର୍ଯ୍ୟକ୍ରମର ହିତାଧିକାରୀ ଓ ସହଯୋଗୀମାନଙ୍କ ସହ ଆଲୋଚନା କରିବେ ।

October 22nd, 02:39 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୩ ଅକ୍ଟୋବର, ୨୦୨୧ ପୂର୍ବାହ୍ନ ୧୧ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆତ୍ମନିର୍ଭର ଭାରତ ସୟଂପୂର୍ଣ୍ଣ ଗୋଆ କାର୍ଯ୍ୟକ୍ରମର ହିତାଧିକାରୀ ଏବଂ ସହଯୋଗୀଙ୍କ ସହ ଆଲୋଚନା କରିବେ । ଏହି ଆଲୋଚନା ପରେ ପରେ ଉପସ୍ଥିତଙ୍କୁ ସେ ସମ୍ବୋଧିତ କରିବେ ।