ଗ୍ଲୋବାଲ୍ ମେରିଟାଇମ୍ ଇଣ୍ଡିଆ ଶିଖର ସମ୍ମିଳନୀ ୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 17th, 11:10 am
ନମସ୍କାର, ସମଗ୍ର ବିଶ୍ୱରୁ ଆସିଥିବା ସମସ୍ତ ଅତିଥିଗଣ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ, ମହାରାଷ୍ଟ୍ର, ଗୋଆର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ରବ୍ୟକ୍ତିମାନେବିଶ୍ୱ ସାମୁଦ୍ରିକ ଭାରତ ଶିଖର ସମ୍ମିଳନୀ ୨୦୨୩ କୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
October 17th, 10:44 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁମ୍ବାଇ ଠାରେ ଅନୁଷ୍ଠିତ ବିଶ୍ୱ ସାମୁଦ୍ରିକ ଭାରତ ଶିଖର ସମ୍ମିଳନୀ ୨୦୨୩ର ତୃତୀୟ ସଂସ୍କରଣକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ସାମୁଦ୍ରିକ ନୀଳ ଅର୍ଥନୀତି ପାଇଁ ଏକ ବ୍ଲୁ ପ୍ରିଣ୍ଟ 'ଅମୃତ କାଳ ଭିଜନ ୨୦୪୭' କୁ ଉନ୍ମୋଚନ କରିଥିଲେ । ଆଗାମୀ ଭବିଷ୍ୟତରେ ଭାରତରେ ସାମୁଦ୍ରିକ ଅର୍ଥନୀତିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ‘ଅମୃତ କାଳ ଭିଜନ ୨୦୪୭' ସହିତ ସଂଯୁକ୍ତ ୨୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଗୁଡିକର ଉଦ୍ଘାଟନ କରିବା ସହ ତାହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ l ଦେଶର ସାମୁଦ୍ରିକ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ଏହି ଶିଖର ସମ୍ମିଳନୀ ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରୁଛି ।ପ୍ରଧାନମନ୍ତ୍ରୀ ଅକ୍ଟୋବର ୨୩ ତାରିଖରେ ଆତ୍ମନିର୍ଭର ଭାରତ ସ୍ୱୟଂପୂର୍ଣ୍ଣ ଗୋଆ କାର୍ଯ୍ୟକ୍ରମର ହିତାଧିକାରୀ ଓ ସହଯୋଗୀମାନଙ୍କ ସହ ଆଲୋଚନା କରିବେ ।
October 22nd, 02:39 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୩ ଅକ୍ଟୋବର, ୨୦୨୧ ପୂର୍ବାହ୍ନ ୧୧ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆତ୍ମନିର୍ଭର ଭାରତ ସୟଂପୂର୍ଣ୍ଣ ଗୋଆ କାର୍ଯ୍ୟକ୍ରମର ହିତାଧିକାରୀ ଏବଂ ସହଯୋଗୀଙ୍କ ସହ ଆଲୋଚନା କରିବେ । ଏହି ଆଲୋଚନା ପରେ ପରେ ଉପସ୍ଥିତଙ୍କୁ ସେ ସମ୍ବୋଧିତ କରିବେ ।ଅଟୋ ଏବଂ ଡ୍ରୋନ ଉଦ୍ୟୋଗ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ସରକାରଙ୍କ ମଞ୍ଜୁରି
September 15th, 04:34 pm
ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆତ୍ମନିର୍ଭର ଭାରତ’ ସଂକଳ୍ପ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ସରକାର ଅଟୋମୋବାଇଲ ଏବଂ ଡ୍ରୋନ ଉଦ୍ୟୋଗ କ୍ଷେତ୍ର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ମଞ୍ଜୁର କରିଛନ୍ତି। ଏହି ଉଦ୍ଦେଶ୍ୟ ନିମନ୍ତେ ୨୬, ୦୫୮ କୋଟି ଟଙ୍କାର ବଜେଟ ବ୍ୟୟବରାଦ କରାଯାଇଛି। ଅଟୋ କ୍ଷେତ୍ର ପାଇଁ ଏହି ପିଏଲଆଇ ଯୋଜନା ଉଚ୍ଚ ମୂଲ୍ୟର ଉନ୍ନତ ଅଟୋମୋଟିଭ ପ୍ରଯୁକ୍ତି ବାହନ ଏବଂ ଉତ୍ପାଦନକୁ ପ୍ରୋତ୍ସାହିତ କରିବ। ଉନ୍ନତ ପ୍ରଯୁକ୍ତି, ଅଧିକ ଦକ୍ଷ ଏବଂ ସବୁଜ ଅଟୋମୋଟିଭ ଉତ୍ପାଦନ କ୍ଷେତ୍ରରେ ଏହା ଏକ ନୂତନ ଯୁଗର ଅୟମାରମ୍ଭ କରିବ।'ମନ୍ କି ବାତ୍' ରେ ରହିଛି ସକାରାତ୍ମକତା, ସମ୍ବେଦନଶୀଳତା । ଏହାର ଏକ ସମଷ୍ଟିଗତ ଚରିତ୍ର ଅଛି: ପ୍ରଧାନମନ୍ତ୍ରୀ ମୋଦୀ
July 25th, 09:44 am
ମନ୍ କି ବାତ୍ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳ ସହ ତାଙ୍କର କଥାବାର୍ତ୍ତାକୁ ସ୍ମରଣ କରି ଦେଶବାସୀଙ୍କୁ ସେମାନଙ୍କୁ ଉତ୍ସାହିତ କରିବାକୁ ଅନୁରୋଧ କରିଥିଲେ । ଅମୃତ ମହୋତ୍ସବ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସ୍ୱତନ୍ତ୍ର ୱେବସାଇଟ୍ ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଠାରେ ଦେଶର ନାଗରିକମାନେ ନିଜ ସ୍ୱରରେ ଜାତୀୟ ସଂଗୀତ ରେକର୍ଡ କରିପାରିବେ । ସେ ଦେଶର ବିଭିନ୍ନ ସ୍ଥାନରୁ ଅନେକ ପ୍ରେରଣାଦାୟକ କାହାଣୀ ବାଣ୍ଟିଥିଲେ, ଜଳ ସଂରକ୍ଷଣର ଗୁରୁତ୍ୱ ଏବଂ ଅନ୍ୟାନ୍ୟ ବିଷୟ ଉପରେ ଆଲୋକପାତ କରିଥିଲେ ।ଭାରତୀୟ କ୍ରିକେଟ ଦଳର ବିଜୟରେ ଯୁବକମାନଙ୍କ ପାଇଁ ପ୍ରେରଣାଦାୟୀ ବାର୍ତ୍ତା ରହିଛି
January 22nd, 01:43 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତକୁ ନେଇ ସବୁଠାରୁ ବଡ ପରବର୍ତ୍ତନ ହେଉଛି ପ୍ରବୃତ୍ତି, କାର୍ଯ୍ୟ ଏବଂ ପ୍ରତିକ୍ରିୟା ଯାହାକି ଆଜିର ଯୁବପୀଢିଙ୍କ ମନୋବଳ ସହିତ ସମାନ । ସେ ଆଜି ଆସାମର ତେଜପୁର ବିଶ୍ୱବିଦ୍ୟାଳୟର 18ତମ ସମାବର୍ତ୍ତନ ଉତ୍ସବକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧନ କରିଥିଲେ ।ଉତ୍ତର ପ୍ରଦେଶର ପିଏମ ସ୍ୱନିଧି ଯୋଜନା ହିତାଧିକାରୀମାନଙ୍କ ସହିତ ଭାବବିନିମୟ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 27th, 10:35 am
ପୂର୍ବରୁ ଚାକିରି ପେସାରେ ଥିବା ଲୋକମାନଙ୍କୁ ମଧ୍ୟ ଋଣ ନେବା ପାଇଁ ବ୍ୟାଙ୍କ ଦ୍ୱାରକୁ ବାରମ୍ବାର ଦୌଡ଼ିବାକୁ ପଡ଼ୁଥିଲା। ଗରିବ ଜନତା, ଉଠାଦୋକାନୀ ବ୍ୟାଙ୍କ ଭିତରକୁ ଯିବା ଲାଗି ସାହସ ମଧ୍ୟ କରିପାରୁନଥିଲେ । କିନ୍ତୁ ଆଜି ବ୍ୟାଙ୍କଗୁଡ଼ିକ ନିଜ ଆଡ଼ୁ ପଦକ୍ଷେପ ନେଉଛନ୍ତି । ବିନାକୌଣସି ଧାଁ ଧପଡ଼ରେ ନିଜ କାମ ଆରମ୍ଭ କରିବା ଲାଗି ଋଣ ମିଳୁଛି । ଆପଣମାନଙ୍କ ମୁଖମଣ୍ଡଳରେ ଖୁସି ଦେଖି ମୁଁ ମଧ୍ୟ ଅତ୍ୟନ୍ତ ସନ୍ତୋଷ ଅନୁଭବ କରୁଛି । ଆପଣମାନଙ୍କୁ ଆପଣଙ୍କ କାମ ପାଇଁ, ଆତ୍ମନିର୍ଭର ହୋଇ ଆଗକୁ ବଢ଼ିବା ଲାଗି, ଉତ୍ତର ପ୍ରଦେଶ ଏବଂ ଦେଶକୁ ଆଗକୁ ନେବା ଲାଗି ମୁଁ ଅନେକ ଅନେକ ଶୁଭକାମନା ଜଣାଉଛି ।PM Modi interacts with beneficiaries of PM SVANidhi Scheme from Uttar Pradesh
October 27th, 10:34 am
PM Narendra Modi interacted with beneficiaries of PM SVANIDHI Yojana from Uttar Pradesh through video conferencing. The Prime Minister said for the first time since independence street vendors are getting unsecured affordable loans. He said the maximum applications of urban street vendors have come from UP.ମଧ୍ୟପ୍ରଦେଶର ବୁଲା ବିକାଳୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବବିନିମୟ
September 09th, 11:01 am
କେନ୍ଦ୍ରୀୟ ମନ୍ତ୍ରୀପରିଷଦରେ ମୋର ସାଥୀ ଶ୍ରୀ ହରଦୀପ ସିଂହ ପୁରୀ ମହାଶୟ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାଇ ଶିବରାଜ ମହାଶୟ, ରାଜ୍ୟ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟଗଣ, ପ୍ରଶାସନ ସହିତ ଜଡ଼ିତ ଲୋକ, ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ସମସ୍ତ ହିତାଧିକାରୀ ଏବଂ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମଧ୍ୟପ୍ରଦେଶର ଏବଂ ମଧ୍ୟପ୍ରଦେଶ ବାହାରର ସମସ୍ତ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।ମଧ୍ୟ ପ୍ରଦେଶର ବୁଲା ବିକାଳୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ସ୍ୱନିଧି ସମ୍ବାଦ” ଆଲୋଚନା
September 09th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି “ସ୍ୱନିଧି ସମ୍ବାଦ” ଜରିଆରେ ମଧ୍ୟ ପ୍ରଦେଶର ରାସ୍ତାକଡ଼ ବୁଲାବିକାଳୀମାନଙ୍କ ସହ ଭାବ ବିନିମୟ କରିଛନ୍ତି । ଭାରତ ସରକାରଙ୍କ ପକ୍ଷରୁ 2020 ଜୁନ 1 ତାରିଖ ଦିନ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଶୁଭାରମ୍ଭ କରାଯାଇଥିଲା । କୋଭିଡ଼-19 ମହାମାରୀ ଦ୍ୱାରା ପ୍ରଭାବିତ ରାସ୍ତାକଡ଼ର ବୁଲା ବିକାଳୀମାନଙ୍କୁ ସାହାଯ୍ୟ ଯୋଗାଇ ଦେବା, ଯଦ୍ୱାରା ସେମାନେ ପୁଣି ଥରେ ଜୀବନଜୀବିକା ଆରମ୍ଭ କରିପାରିବେ, ଏହା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ । କେବଳ ମଧ୍ୟ ପ୍ରଦେଶରେ ଏହି ଯୋଜନା ପାଇଁ ପ୍ରାୟ 4.5 ଲକ୍ଷ ବୁଲାବିକାଳୀ ସେମାନଙ୍କର ନାମ ପଂଜୀକରଣ କରାଇଥିଲେ । ସେମାନଙ୍କ ମଧ୍ୟରୁ 1.4 ଲକ୍ଷ ଆବେଦନପତ୍ରକୁ ଗ୍ରହଣ କରାଯାଇ ସେମାନଙ୍କୁ ଏବେସୁଦ୍ଧା 140 କୋଟି ଟଙ୍କାର ସହଜ ଋଣ ଯୋଗାଇ ଦିଆଯାଇଛି ।