ତଥ୍ୟ ପତ୍ର : ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ କର୍କଟର ଭାର କମାଇବା ପାଇଁ କ୍ୱାଡ ଦେଶମାନେ କର୍କଟ ମୁନ୍‌ଶଟ୍ ପଦକ୍ଷେପ ଆରମ୍ଭ କଲେ

September 22nd, 12:03 pm

ଆଜି ଆମେରିକା, ଅଷ୍ଟ୍ରେଲିଆ, ଭାରତ ଓ ଜାପାନ କର୍କଟ ରୋଗ ବିଲୋପ କରିବାରେ ସାହାଯ୍ୟ କରିବା ପାଇଁ ଏକ ଅଭିନବ ଉଦ୍ୟମ ଆରମ୍ଭ କରିଛନ୍ତି, ଯେମିତିକି ଆମେ ଇଣ୍ଡୋ-ପାସିଫିକ୍ (ହିନ୍ଦ-ପ୍ରଶାନ୍ତ କ୍ଷେତ୍ର)ରେ ଜାଣିଛୁ, ଆରମ୍ଭ ଗର୍ଭାଶୟ କର୍କଟରୁ ହୋଇଛି, ଏହା ଏକ ପ୍ରମୁଖ ପ୍ରତିରୋଧକାରୀ ରୋଗ ଯାହା ଏହି କ୍ଷେତ୍ରରେ ଏକ ପ୍ରମୁଖ ସ୍ୱାସ୍ଥ୍ୟ ସଂକଟ ଭାବେ ବଳବତ୍ତର ରହିଛି ଏବଂ ଅନ୍ୟାନ୍ୟ ପ୍ରକାରର କର୍କଟ ରୋଗର ସମାଧାନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା। ଏହି ପଦକ୍ଷେପ କ୍ୱାଡ ଲିଡର୍ ସମ୍ମିଳନୀରେ କରାଯାଇଥିବା ବ୍ୟାପକ ଘୋଷଣାର ଏକ ଅଂଶ।

ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ ହୋଇଥିବାରୁ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

August 06th, 05:29 pm

ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ ‘କମ୍ପାନିଅନ ଅଫ ଦ ଅର୍ଡର ଅଫ୍ ଫିଜି’ ରେ ସମ୍ମାନିତ ହୋଇଛନ୍ତି ।

We must invest in resilient infrastructure today for a better tomorrow: PM Modi

April 24th, 10:06 am

PM Modi addressed the 6th edition of the International Conference on Disaster Resilient Infrastructure. He added that we must invest in resilient infrastructure today, for a better tomorrow. Resilience needs to be factored into new infrastructure creation. Further, it also needs to be a part of post-disaster rebuilding. After disasters, the immediate focus is naturally on relief and rehabilitation. After the initial response, our focus should also include the resilience of infrastructure.

PM addresses 6th edition of International Conference on Disaster Resilient Infrastructure

April 24th, 09:40 am

PM Modi addressed the 6th edition of the International Conference on Disaster Resilient Infrastructure. He added that we must invest in resilient infrastructure today, for a better tomorrow. Resilience needs to be factored into new infrastructure creation. Further, it also needs to be a part of post-disaster rebuilding. After disasters, the immediate focus is naturally on relief and rehabilitation. After the initial response, our focus should also include the resilience of infrastructure.

ଏଫଆଇପିଆଇସି ୩ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ସମାପନୀ ବକ୍ତବ୍ୟ

May 22nd, 04:33 pm

ଆପଣମାନଙ୍କ ମତାମତ ପାଇଁ ଅନେକ ଅନେକ ଧନ୍ୟବାଦ । ଆମମାନଙ୍କର ମନ୍ଥନରୁ ଯେଉଁ ନିର୍ଯ୍ୟାସ ବାହାରିଛି ଆମେ ସମସ୍ତେ ଏହା ଉପରେ ନିଶ୍ଚିତ ଭାବେ ଧ୍ୟାନ ଦେବା । ଆମର କିଛି ସମଭାଗୀ ପ୍ରାଥମିକତା ରହିଛି ଏବଂ ପ୍ରଶାନ୍ତ ଦ୍ୱୀପପୁଞ୍ଜ ରାଷ୍ଟ୍ରଗୁଡିକର କିଛି ଆବଶ୍ୟକତା ମଧ୍ୟ ରହିଛି । ଏହି ମଂଚ ଉପରେ ଏହା ଆମମାନଙ୍କର ପ୍ରୟାସ ଯେ ଆମମାନଙ୍କର ଭାଗିଦାରୀ ଏହି ଦୁଇ ଦିଗକୁ ଧ୍ୟାନରେ ରଖି ଆଗକୁ ବଢୁ । ଏଫଆଇପିଆସିରେ ଆମମାନଙ୍କର ସହଯୋଗକୁ ଆଗକୁ ବଢାଇବା ପାଇଁ ମୁଁ କିଛି ଘୋଷଣା କରିବାକୁ ଚାହୁଁଛି:

ଫିଜି ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

May 22nd, 02:37 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ମେ ୨୨ରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ସହଯୋଗ ଫୋରମ(ଏଫଆଇପିଆଇସି)ର ତୃତୀୟ ସମ୍ମିଳନୀ ଅବସରରେ ପୋର୍ଟ ମୋରେସବୀଠାରେ ଫିଜି ପ୍ରଧାନମନ୍ତ୍ରୀ ଶ୍ରୀ ସିତିବେନି ଲିଗାମାମାଡା ରାବୁକାଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ । ପ୍ରଧାନମନ୍ତ୍ରୀ ୨୦୧୪ ନଭେମ୍ବରରେ ତାଙ୍କ ଫିଜି ଗସ୍ତବେଳେ ଏଫଆଇପିଆଇସି ଗଠନ ହେବା ବାବଦରେ ସ୍ମରଣ କରିଥିଲେ ଏବଂ ସେବେଠାରୁ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପଦେଶଗୁଡ଼ିକ ସହ ଭାରତର ସହଯୋଗ ମଜଭୁତ ହୋଇଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

Prime Minister honoured with the highest civilian awards of Papua New Guinea, Fiji and Palau

May 22nd, 02:18 pm

Prime Minister Narendra Modi, during his historic visit to Papua New Guinea, was conferred with three prestigious civilian awards. He was conferred the ‘Grand Companion of the Order of Logohu’ by Papua New Guinea, ‘Companion of the Order of Fiji’ by Republic of Fiji and ‘Ebakl’ Award by Republic of Palau.

ଫିପିକ ତୃତୀୟ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ବକ୍ତବ୍ୟର ମୂଳ ପାଠ

May 22nd, 02:15 pm

ତୃତୀୟ ଫିପିକ ସମ୍ମିଳନୀରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ । ମୋତେ ଖୁସି ଲାଗୁଛି ଯେ ପ୍ରଧାନମନ୍ତ୍ରୀ ଜେମ୍ସ ମରାପେ ମୋ ସହିତ ଏହି ସମ୍ମିଳନୀର ଆୟୋଜନ କରୁଛନ୍ତି । ଏଠାରେ ପୋର୍ଟ ମୋରେସବୀରେ ଅନୁଷ୍ଠିତ ସମ୍ମିଳନୀର ବ୍ୟବସ୍ଥା ପାଇଁ ମୁଁ ତାଙ୍କୁ ଏବଂ ତାଙ୍କର ଟିମକୁ ଧନ୍ୟବାଦ ଜଣାଉଛି ।

ଫିଜି ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ସିତିଭେନି ରାବୁକାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

December 24th, 05:45 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫିଜି ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ସିତିଭେନି ରାବୁକାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଫିଜି ଠାରେ ଶ୍ରୀ ସତ୍ୟ ସାଇ ସଞ୍ଜିବନୀ ଚିଲଡ୍ରେନ୍ସ ହାର୍ଟ ହସ୍ପିଟାଲର ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

April 27th, 01:55 pm

ଶୁଭା ଠାରେ ଶ୍ରୀ ସତ୍ୟସାଇ ସଞ୍ଜିବନୀ ଚିଲଡ୍ରେନ୍ ହାର୍ଟ ହସ୍ପିଟାଲର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋତେ ବହୁତ ଖୁସି ଅନୁଭଵ ହେଉଛି। ମୁଁ ଏଥିପାଇଁ ଫିଜିର ମହାମାନ୍ୟ ପ୍ରଧାନମନ୍ତ୍ରୀ ଏବଂ ଫିଜିର ଜନତାମାନଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ଏହା ଆମ ଭିତରେ ରହିଥିବା ପାରସ୍ପରିକ ସମ୍ପର୍କ ଏବଂ ପ୍ରେମର ପ୍ରତୀକ ଅଟେ। ଏହା ଭାରତ ଏବଂ ଫିଜିର ମିଳିତ ଯାତ୍ରାର ଆଉ ଏକ ଅଧ୍ୟାୟ ଅଟେ। ମୋତେ ଏହା ସୂଚିତ କରା ଯାଇଛି ଯେ ଏହା କେବଳ ଫିଜିର ନୁହେଁ, ସମଗ୍ର ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପ୍ରଥମ ଶିଶୁ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଡାକ୍ତରଖାନା ଅଟେ। ଏମିତି ଏକ କ୍ଷେତ୍ର ଯେଉଁ ଠାରେ ହୃଦୟ ସମ୍ବନ୍ଧୀୟ ରୋଗ ଏକ ବଡ଼ ଆହ୍ୱାନ ଅଟେ, ଏହି ଡାକ୍ତରଖାନା ହଜାର ହଜାର ଶିଶୁ ମାନଙ୍କ ନିମନ୍ତେ ନୂତନ ଜୀବନ ଦେବାର ଏକ ମାଧ୍ୟମ ହେବ। ମୁଁ ବହୁତ ଖୁସି ଯେ, ଏଠାରେ ଶିଶୁ ମାନଙ୍କୁ ସମସ୍ତ ପ୍ରକାରର ବିଶ୍ଵସ୍ତରୀୟ ଚିକିତ୍ସା ମିଳିବା ସହିତ ସବୁ ପ୍ରକାରର ସର୍ଜରୀ ମାଗଣାରେ ଉପଲବ୍ଧ ହେବ। ଏଥିପାଇଁ ମୁଁ ଫିଜି ସରକାର, ଫିଜିର ସାଇ ପ୍ରେମ ଫାଉଣ୍ଡେସନ ଏବଂ ଭାରତର ଶ୍ରୀ ସତ୍ୟସାଇ ସଞ୍ଜିବନୀ ଚିଲଡ୍ରେନ୍ସ ହାର୍ଟ ହସ୍ପିଟାଲର ବହୁତ ପ୍ରଶଂସା କରୁ ଅଛି।

ଫିଜିର ଶ୍ରୀସତ୍ୟସାଇ ସଞ୍ଜିବନୀ ହସ୍ପିଟାଲ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

April 27th, 11:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ ବାର୍ତ୍ତା ଜରିଆରେ ଫିଜିରେ ଶ୍ରୀ ସତ୍ୟସାଇ ସଞ୍ଜିବନୀ ହସ୍ପିଟାଲ ଉଦଘାଟନ ଅବସରରେ ଆଜି ଉଦବୋଧନ ଦେଇଛନ୍ତି ।

ବିପର୍ଯ୍ୟୟ ଅଦମ୍ୟ ଭିତିଭୂମୀ ମେଂଟର ତୃତୀୟ ବାର୍ଷିକ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

March 17th, 02:36 pm

PM Modi addressed the opening ceremony of International Conference on Disaster Resilient Infrastructure. PM Modi called for fostering a global ecosystem that supports innovation in all parts of the world, and its transfer to places that are most in need.

ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ଉପରେ ଅନ୍ତର୍ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ର

March 17th, 02:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ଉପରେ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀର ଉଦଘାଟନୀ ସମାରୋହକୁ ଭିଡିଓ କନଫରେନ୍ସ ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଫିଜି, ଇଟାଲୀ, ବ୍ରିଟେନର ପ୍ରଧାନମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଏହାଛଡ଼ା ବିଭିନ୍ନ ରାଷ୍ଟ୍ରର ସରକାରୀ ପ୍ରତିନିଧି, ଅନ୍ତର୍ଜାତୀୟ ସଂଗଠନ, ଶିକ୍ଷାନୁଷ୍ଠାନ ଓ ଘରୋଇ କ୍ଷେତ୍ରର ବିଶେଷଜ୍ଞମାନେ ମଧ୍ୟ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ।

ଦ୍ୱିତୀୟ ରାଇସିନା ବାର୍ତ୍ତାର ଉଦ୍ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 17th, 06:06 pm

Prime Minister Narendra Modi addressed the second Raisina Dialogue where he shared his thoughts on the country’s international collaborations and relations with neighbouring countries. Talking about India’s role in the global economy, PM Modi said that the world needs India's sustained rise as much as India needs the world. Shri Modi said, “India as a nation prefers partnerships over polarizations.

Rear Admiral (Retd.) Josaia Voreqe Bainimarama, Prime Minister of Fiji meets Prime Minister

May 19th, 08:39 pm



PM conveys his greetings to the people of Fiji, on Fiji Day

October 10th, 11:44 am



PM meets various leaders during FIPIC Summit

August 21st, 04:13 pm



Varanasi on the World Stage

March 24th, 01:00 pm



PM Blogs on his visit to Myanmar, Australia and Fiji

November 21st, 01:51 pm

PM Blogs on his visit to Myanmar, Australia and Fiji

PM Blogs on his visit to Myanmar, Australia and Fiji

November 21st, 11:19 am

PM Blogs on his visit to Myanmar, Australia and Fiji