ପ୍ରଧାନମନ୍ତ୍ରୀଙ୍କ ସ୍ୱାଧୀନତା ଦିବସ ସମ୍ବୋଧନ-2017ର ମୁଖ୍ୟାଂଶ

August 15th, 01:37 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 71ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ଉପରୁ ଦେଶକୁ ସମ୍ବୋଧିତ କରିଥିଲେ ।

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

August 15th, 09:01 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର 71ତମ ସ୍ୱାଧୀନତା ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ ଲାଲକିଲ୍ଲା ଐତିହାସିକ ସ୍ଥଳରେ ରାଷ୍ଟ୍ରକୁ ସମ୍ବୋଧିତ କରିଛନ୍ତି । ସେ ଦେଶର ସେହି ମହାନ ପୁରୁଷ ଏବଂ ମହିଳାଙ୍କୁ ସ୍ମରଣ କରିଥିଲେ ଯେଉଁମାନେ ଦେଶର ସ୍ୱାଧୀନତା ପାଇଁ ଲଢ଼ିଥିଲେ ।

71 ତମ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

August 15th, 09:00 am

71 ତମ ସ୍ୱାଧୀନତା ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାର ପ୍ରାଚୀର ଉପରୁ ରାଷ୍ଟ୍ରକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ସେହି ମହାନ ପୁରୁଷ/ମହିଳାମାନଙ୍କୁ ମନେ ପକାଇଥିଲେ, ଯେଉଁମାନେ କି ଦେଶର ସ୍ୱାଧୀନତା ପାଇଁ ବହୁ କଷ୍ଟ ସ୍ୱୀକାର କରିଥିଲେ । ସେ କହିଲେ ଯେ ଭାରତର ଜନସାଧାରଣ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ଲୋକଙ୍କ ପାଇଁ ଏବଂ ଗୋରଖପୁରର ବିପଦ ବେଳେ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଛନ୍ତି ।

From 2017 to 2022, these five years are about ‘Sankalp Se Siddhi’, says PM Modi in Lok Sabha

August 09th, 10:53 am

PM Modi, while addressing the Lok Sabha, said that the recollection of movements such as the Quit India Movement was a source of great inspiration. The PM said that in 1942, the clarion call was ‘Karenge Ya Marenge,’ today the call should be ‘Karenge aur Karke Rahenge.’ He said that the next five years should also be about ‘Sankalp se Siddhi.’

2017 ରୁ 2022,ଏହି ପାଞ୍ଚବର୍ଷ ‘ସଙ୍କଳ୍ପରୁ ସିଦ୍ଧି’ ର ବର୍ଷ ହେବା ଆବଶ୍ୟକ : ଲୋକସଭାରେ ପ୍ରଧାନମନ୍ତ୍ରୀ

August 09th, 10:47 am

ପ୍ରଧାନମନ୍ତ୍ରୀ ମୋଦୀ ଲୋକସଭାକୁ ସମ୍ବୋଧିତ କରିବା ଅବସରରେ କହିଲେ ଯେ ,ଭାରତ ଛାଡ଼ ଭଳି ଆନ୍ଦୋଳନର ସ୍ମୃତି ମହାନ ପ୍ରେରଣାର ଉତ୍ସ ଥିଲା । ପ୍ରଧାନମନ୍ତ୍ରୀ କହିଲେ ଯେ ,1942 ର 'କର ବା ମର' ଆହ୍ୱାନ ଦିଆଯାଇଥିଲା,ଆଜି ତାହା 'କରିବା ଓ କରିଚାଲିବା' ଆହ୍ୱାନ ହେବା ଆବଶ୍ୟକ । ସେ କହିଲେ ,ଆଗାମୀ ପାଞ୍ଚବର୍ଷରେ 'ସଂକଳ୍ପରୁ ସିଦ୍ଧି' ର ବର୍ଷ ହେବା ଆବଶ୍ୟକ ।