Today, we champion the Act East Policy, driving forward the region's development: PM Modi in Agartala
April 17th, 05:22 pm
In Agartala, Tripura, Prime Minister Narendra Modi electrified the crowd ahead of the 2024 Lok Sabha Elections. With unwavering zeal, he unveiled the Viksit vision for the North East, promising growth encapsulated in BJP’s Sankalp Patra. Emphasizing the region's integral role in the nation, PM Modi reaffirmed the commitment to uplift the North East, resonating deeply with the people of Tripura.PM Modi addresses a dynamic crowd at a public meeting in Agartala, Tripura
April 17th, 01:45 pm
In Agartala, Tripura, Prime Minister Narendra Modi electrified the crowd ahead of the 2024 Lok Sabha Elections. With unwavering zeal, he unveiled the Viksit vision for the North East, promising growth encapsulated in BJP’s Sankalp Patra. Emphasizing the region's integral role in the nation, PM Modi reaffirmed the commitment to uplift the North East, resonating deeply with the people of Tripura.Our Sankalp Patra is a reflection of the young aspirations of Yuva Bharat: PM Modi at BJP HQ
April 14th, 09:02 am
Releasing the BJP Sankalp Patra at Party headquarters today, PM Modi stated, The entire nation eagerly awaits the BJP's manifesto. There is a significant reason for this. Over the past 10 years, the BJP has implemented every point of its manifesto as a guarantee. The BJP has once again demonstrated the integrity of its manifesto. Our Sankalp Patra empowers 4 strong pillars of developed India - Youth, women, poor and farmers.”PM Modi delivers key address during BJP Sankalp Patra Release at Party HQ
April 14th, 09:01 am
Releasing the BJP Sankalp Patra at Party headquarters today, PM Modi stated, The entire nation eagerly awaits the BJP's manifesto. There is a significant reason for this. Over the past 10 years, the BJP has implemented every point of its manifesto as a guarantee. The BJP has once again demonstrated the integrity of its manifesto. Our Sankalp Patra empowers 4 strong pillars of developed India - Youth, women, poor and farmers.”Congress-DMK has deprived the SC-ST-OBC for decades: PM Modi in Mettupalayam
April 10th, 03:00 pm
Addressing a rally in Mettupalayam, Prime Minister Narendra Modi said, “Congress-DMK has deprived the SC-ST-OBC for decades”. He added that the I.N.D.I have never trusted the potential of the people of India. He said that even during the COVID pandemic, India’s MSMEs were provided with support of more than Rs. 2 lakh crores.Massive crowd support in Vellore & Mettupalayam as PM Modi addresses two public meetings in Tamil Nadu
April 10th, 10:30 am
Ahead of the Lok Sabha elections, Prime Minister Narendra Modi was accorded a warm welcome by the massive crowd support in Vellore and Mettupalayam as he addressed two public meetings in Tamil Nadu. He said, I bow down to the history, mythology, and bravery of Vellore. He added, Vellore created a pivotal revolution against the British, and presently, its robust support for the N.D.A. showcases the spirit of 'Fir ek Baar Modi Sarkar'.NCC highlights the idea of Ek Bharat Shreshtha Bharat: PM Modi
January 27th, 05:00 pm
Prime Minister Narendra Modi addressed the annual NCC PM rally at the Cariappa Parade Ground in Delhi. PM Modi witnessed a cultural program and presented the Best Cadet Awards. He also flagged in Mega Cyclothon by NCC Girls and Nari Shakti Vandan Run (NSRV) from Jhansi to Delhi. “Being present among NCC cadets highlights the idea of Ek Bharat Shreshtha Bharat, the Prime Minister said as he observed the presence of cadets from different parts of the country.ପ୍ରଧାନମନ୍ତ୍ରୀ ଦିଲ୍ଲୀ କରିୟପ୍ପା ପରେଡ ଗ୍ରାଉଣ୍ଡରେ ଏନ୍ସିସି ପିଏମ୍ ରାଲିକୁ ସମ୍ବୋଧନ କଲେ
January 27th, 04:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର କରିୟପ୍ପା ପରେଡ ଗ୍ରାଉଣ୍ଡରେ ବାର୍ଷିକ ଏନ୍ସିସି ପିଏମ୍ ରାଲିକୁ ସମ୍ବୋଧିତ କରିଛନ୍ତି । ଶ୍ରୀ ମୋଦୀ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହ ଶ୍ରେଷ୍ଠ କ୍ୟାଡେଟ ପୁରସ୍କାର ପ୍ରଦାନ କରିଥିଲେ । ସେ ଏନ୍ସିସି ଗର୍ଲ୍ସ ଏବଂ ନାରୀଶକ୍ତି ବନ୍ଦନ ରନ୍ (ଏନ୍ଏସ୍ଆର୍ଭି) ଦ୍ୱାରା ଝାନ୍ସିରୁ ଦିଲ୍ଲୀ ପର୍ଯ୍ୟନ୍ତ ମେଗା ସାଇକ୍ଲୋଥନ୍କୁ ମଧ୍ୟ ପତାକା ଦେଖାଇଥିଲେ ।ଇଣ୍ଡିଆ ମୋବାଇଲ କଂଗ୍ରେସ ସପ୍ତମ ସଂସ୍କରଣର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 27th, 10:56 am
ଇଣ୍ଡିଆ ମୋବାଇଲ କଂଗ୍ରେସର ଏହି ସପ୍ତମ ସଂସ୍କରଣରେ ଆପଣ ସମସ୍ତଙ୍କ ଗହଣକୁ ଆସିବା ନିଜକୁ ନିଜ ମଧ୍ୟରେ ହେଉଛି ଏକ ସୁଖଦ ଅନୁଭବ । ଏକବିଂଶ ଶତାବ୍ଦୀର ଦ୍ରୁତଗତିରେ ବଦଳୁଥିବା ବିଶ୍ୱରେ ଏହି ଆୟୋଜନ କୋଟି- କୋଟି ଲୋକଙ୍କ ଭାଗ୍ୟ ପରିବର୍ତ୍ତନ କରିବାର କ୍ଷମତା ରଖୁଛି । ଗୋଟିଏ ସମୟ ଥିଲା, ଯେତେବେଳେ ଆମେ ଭବିଷ୍ୟତର କଥା କହୁଥିଲେ, ସେତେବେଳେ ଏହାର ଅର୍ଥ ଆଗାମୀ ଦଶକ, ଅବା 20-30 ବର୍ଷ ପରର ସମୟ, ଅବା ପୁଣି ଆଗାମୀ ଶତାବ୍ଦୀ ହେଉ ଥିଲା । କିନ୍ତୁ ଆଜି ପ୍ରତ୍ୟେକ ଦିନ ପ୍ରଯୁକ୍ତିବିଦ୍ୟାରେ ଦ୍ରୁତ ଗତିରେ ହେଉଥିବା ପରିବର୍ତ୍ତନର କାରଣରୁ ଆମେ କହୁଛୁ ଯେ, ‘ଭବିଷ୍ୟତ ହେଉଛି ଏଠାରେ ଏବଂ ବର୍ତମାନ’, ଏବେ କିଛି ମିନିଟ ପୂର୍ବେ, ମୁଁ ଏଠାରେ ଲାଗିଥିବା ପ୍ରଦର୍ଶନୀର କିଛି ଷ୍ଟଲସବୁ ବୁଲି ଦେଖିଲି । ଏହି ପ୍ରଦର୍ଶନୀରେ ମୁଁ ସେହି ଭବିଷ୍ୟତର ଝଲକ ଦେଖିବାକୁ ପାଇଲି । ସେ ଟେଲିକମ୍ ହେଉ, ପ୍ରଯୁକ୍ତିବିଦ୍ୟା ହେଉ ଅବା ପୁଣି ଯୋଗାଯୋଗ, 6-G ହେଉ, ଏଆଇ ହେଉ, ସାଇବର ନିରାପତ୍ତା ହେଉ, ସେମିକଣ୍ଡକ୍ଟଟର ହେଉ, ଡ୍ରୋନ ଅବା ମହାକାଶ କ୍ଷେତ୍ର ହେଉ, ଗଭୀର ସମୁଦ୍ର ହେଉ, ଗ୍ରୀନ୍ ଟେକ୍ ହେଉ ଅବା ପୁଣି ଅନ୍ୟାନ୍ୟ କ୍ଷେତ୍ର, ଆଗାମୀ ସମୟ ହିଁ ସମ୍ପୂର୍ଣ୍ଣ ଭାବେ ଭିନ୍ନ ହେବାକୁ ଯାଉଛି । ଆଉ ଏହା ହେଉଛି ଆମ ସମସ୍ତଙ୍କ ପାଇଁ ଖୁସିର କଥା ଯେ, ଆମ ଯୁବ ପିଢୀ ଦେଶର ଭବିଷ୍ୟତର ନେତୃତ୍ୱ ନେଉଛି, ଆମର ପ୍ରଯୁକ୍ତି ବିପ୍ଳବର ନେତୃତ୍ୱ ନେଉଛନ୍ତି।ସପ୍ତମ ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇଏମ୍ ସି)କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
October 27th, 10:35 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ସପ୍ତମ ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୩କୁ ଉଦଘାଟନ କରିଛନ୍ତି । ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମସି) ହେଉଛି ଏସିଆର ସର୍ବବୃହତ୍ ଟେଲିକମ୍, ଗଣମାଧ୍ୟମ ଏବଂ ଟେକ୍ନୋଲୋଜି ଫୋରମ୍ ଯାହା ଅକ୍ଟୋବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ 'ଗ୍ଲୋବାଲ୍ ଡିଜିଟାଲ୍ ଇନୋଭେସନ୍' ଶୀର୍ଷକରେ ଆୟୋଜିତ ହେବ। ଆଇଏମସି ୨୦୨୩ ର ଲକ୍ଷ୍ୟ ହେଉଛି ପ୍ରମୁଖ ଅତ୍ୟାଧୁନିକ ଜ୍ଞାନକୌଶଳର ବିକାଶକାରୀ, ନିର୍ମାତା ଏବଂ ରପ୍ତାନିକାରୀ ଭାବରେ ଭାରତର ସ୍ଥିତିକୁ ସୁଦୃଢ଼ କରିବା । ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକୁ ୧୦୦ଟି '୫ଜି ୟୁଜ୍ କେସ୍ ଲ୍ୟାବ୍' ପ୍ରଦାନ କରିଥିଲେ।ଦେଶର ପ୍ରତ୍ୟେକ କୋଣରେ ଅତ୍ୟାଧୁନିକ ଜ୍ଞାନକୌଶଳ ଆଣିବା ନିମନ୍ତେ ପ୍ରତିବଦ୍ଧତା ଦୋହରାଇଲେ ପ୍ରଧାନମନ୍ତ୍ରୀ
August 02nd, 11:46 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଅତ୍ୟାଧୁନିକ ଜ୍ଞାନକୌଶଳ ଆଣିବା ନିମନ୍ତେ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ଏବଂ କହିଛନ୍ତି ଯେ, ବିଭିନ୍ନ ଜିଲ୍ଲାରେ ୩ ଲକ୍ଷରୁ ଅଧିକ ୫ ଜି ସାଇଟର ସଫଳ ସ୍ଥାପନା ଆମ ବୈଷୟିକ ଯାତ୍ରାରେ ଏକ ଉଲ୍ଲେଖନୀୟ ସଫଳତାକୁ ଦର୍ଶାଉଛି ।ମହାରାଷ୍ଟ୍ରର ପୁଣେରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 01st, 02:00 pm
ବାସ୍ତବରେ, ଭାରତର ସ୍ୱାଧୀନତା ଆନେ୍ଦାଳନକୁ ପୁଣେର ବହୁତ ବଡ ଯୋଗଦାନ ରହିଛି । ପୁଣେ, ବାଲ ଗଙ୍ଗାଧର ତିଲକଙ୍କ ଭଳି ଅନେକ ବିପ୍ଳବୀ, ସ୍ୱାଧୀନତା ସଗ୍ରାମୀ ଦେଶକୁ ଦେଇଛି । ଆଜି ମଧ୍ୟ ହେଉଛି ଲୋକଶାହିର ଅନ୍ନା ଭାଉ ସାଠେଙ୍କ ଜୟନ୍ତି । ଏହା ହେଉଛି ଆମ ସମସ୍ତଙ୍କ ପାଇଁ ବହୁତ ବିଶେଷ ଦିନ । ଅନ୍ନା ଭାଉ ସାଠେ, ମହାନ ସମାଜ ସଂସ୍କାରକ ଥିଲେ, ବାବା ସାହେବ ଆମ୍ବେଦକରଙ୍କ ଚିନ୍ତାଧାରାରେ ପ୍ରଭାବିତ ହୋଇଥିଲେ । ଆଜି ମଧ୍ୟ ବ୍ୟାପକ ସଂଖ୍ୟାରେ ଛାତ୍ର ଏବଂ ବିଦ୍ୱାନ ତାଙ୍କ ସାହିତ୍ୟ ଉପରେ ଗବେଷଣା କରୁଛନ୍ତି । ଅନ୍ନା ଭାଉ ସାଠେଙ୍କ କାର୍ଯ୍ୟ, ତାଙ୍କର ଆହ୍ୱାନ ଆଜି ମଧ୍ୟ ଆମ ସମସ୍ତଙ୍କୁ ପ୍ରେରଣା ଦେଉଛି ।ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ
August 01st, 01:41 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧.୦୮.୨୦୨୩) ପୁଣେ ମେଟ୍ରୋର ସମ୍ପୂର୍ଣ୍ଣ ହୋଇଥିବା ସେକ୍ସନରେ ପତାକା ଦେଖାଇ ମେଟ୍ରୋ ଟ୍ରେନର ଶୁଭାରମ୍ଭ କରାଇଛନ୍ତି । ସେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ପିମ୍ପ୍ରିଂ ଛିନ୍ଦୱାର ପୌର ମହାନିଗମ ପିସିଏମ୍ସି ଅଧୀନରେ ନିର୍ମିତ ୧୨୮୦ ଗୃହ ଓ ପୁଣେ ପୌରନିଗମ ଅଧୀନରେ ନିର୍ମିତ ୨୬୫୦ ପିଏମ୍ଏୱାଇ ଆବାସ ହିତାଧିକାରୀମାନଙ୍କୁ ହସ୍ତାନ୍ତର କରିଛନ୍ତି । ଏହାଛଡା ପିସିଏମ୍ସି ଦ୍ୱାରା ନିର୍ମିତ ହେବାକୁ ଥିବା ୧୧୯୦ ଓ ପୁଣେ ମହାନଗର ଆଞ୍ଚଳିକ ବିକାଶ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ମିତ ହେବାକୁ ଥିବା ୬୪୦୦ ଆବାସସ୍ଥଳୀର ଶିଳାନ୍ୟାସ କରିଛନ୍ତି । ଏହାଛଡା ପ୍ରଧାନମନ୍ତ୍ରୀ ମଧ୍ୟ ପିସିଏମ୍ସି ଦ୍ୱାରା ୩୦୦କୋଟି ଟଙ୍କା ବ୍ୟୟରେ ନିର୍ମିତ ବର୍ଜ୍ୟରୁ ଶକ୍ତି କାରାଖାନାର ମଧ୍ୟ ଉଦ୍ଘାଟନ କରିଛନ୍ତି ।ବିଶ୍ୱ ପରିବେଶ ଦିବସ ୨୦୨୩ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ମୂଳ ପାଠ
June 05th, 03:00 pm
ବିଶ୍ୱ ପରିବେଶ ଦିବସ ଅବସରରେ ଆପଣ ସମସ୍ତଙ୍କୁ, ଦେଶ ଏବଂ ବିଶ୍ୱକୁ ବହୁତ ବହୁତ ଶୁଭକାମନା । ଚଳିତ ବର୍ଷର ପରିବେଶ ଦିବସର ବିଷୟବସ୍ତୁ ‘ଏକକ ବ୍ୟବହାର ପ୍ଲାଷ୍ଟିକକୁ ନିଷିଦ୍ଧ କରିବାର ଅଭିଯାନ’ ଅଟେ ଏବଂ ମୋତେ ଖୁସି ଲାଗୁଛି ଯେ ଯେଉଁ କଥା ବିଶ୍ୱ ଆଜି କରୁଛି, ତାହା ଉପରେ ଭାରତ ଗତ ଚାରି ପାଞ୍ଚ ବର୍ଷରୁ ଲଗାତାର ଭାବେ କାର୍ଯ୍ୟ କରୁଛି । ୨୦୧୮ରେ ଭାରତ ଏକକ ବ୍ୟବହାର ପ୍ଲାଷ୍ଟିକକୁ ନିଷିଦ୍ଧି କରିବା ପାଇଁ ଦୁଇଟି ସ୍ତରରେ କାର୍ଯ୍ୟକୁ ଯୋଡ଼ି ଥିଲୁ। ପ୍ରଥମେ ଗୋଟିଏ ଦିଗରେ, ଏକକ ବ୍ୟବହାର ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧ ଲଗାଇ ଦିଆଗଲା ଏବଂ ଅନ୍ୟପକ୍ଷରେ ପ୍ଲାଷ୍ଟିକ ଅବଶିଷ୍ଟ ପ୍ରକ୍ରିୟାକରଣ ଅନିବାର୍ଯ୍ୟ କରାଗଲା । ଏହି କାରଣରୁ ଭାରତରେ ପାଖାପାଖି ୩୦ ଲକ୍ଷ ଟନ୍ ପ୍ଲାଷ୍ଟିକ ପ୍ୟାକେଜିଂର ପୁନଃ ପ୍ରକ୍ରିୟାକରଣ ପାଇଁ ବାଧ୍ୟତାମୂଳକ କରାଗଲା । ଏହି ଭାରତରେ ଜନ୍ମ ନେଇଥିବା ଲୋକ ମୋଟାମୋଟି ଭାବରେ ବ୍ଲୁ-ପ୍ରିଣ୍ଟ ପ୍ଲାଷ୍ଟିକ ବର୍ଜ୍ୟର ୭୫ ଶତକଡ଼ା ଅଟେ ଏବଂ ଆଜି ଏହାର ଅଧୀନରେ ପ୍ରାୟତଃ ୧୦ ହଜାର ଦୃଷ୍ଟାନ୍ତ, ଇଂପୋଟର ଏବଂ ବ୍ରାଣ୍ଡ୍ ମାଲିକ ଅଟନ୍ତି ।ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
June 05th, 02:29 pm
ସମବେତ ଜନତାଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ବିଶ୍ୱର ପ୍ରତ୍ୟେକ ଦେଶକୁ ବିଶ୍ୱ ପରିବେଶ ଦିବସ ଅବସରରେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଚଳିତ ବର୍ଷ ପରିବେଶ ଦିବସର ବାର୍ତ୍ତା ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଉପରେ ଆଲୋକପାତ କରି ଭାରତ ଏ ଦିଗରେ ଗତ ଚାରିରୁ ପାଞ୍ଚ ବର୍ଷ ଧରି ଉଦ୍ୟମ କରି ଆସୁଥିବା ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ଭାରତ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ବର୍ଜନ ନିମନ୍ତେ ଦୁଇଟି ସ୍ତରରେ ୨୦୧୮ ମସିହା ଠାରୁ କାର୍ଯ୍ୟ କରି ଆସୁଛି ବୋଲି ସେ କହିଥିଲେ । “ଗୋଟେ ପଟରେ ଆମେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକକୁ ନିଷିଦ୍ଧ କରିବା ସହ ଅନ୍ୟପଟରେ ପ୍ଲାଷ୍ଟିକ ବର୍ଜ୍ୟର ପ୍ରକ୍ରିୟାକରଣକୁ ମଧ୍ୟ ବାଧ୍ୟତାମୂଳକ କରୁଛୁ” ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ଦେଶର ବାର୍ଷିକ ଶତକଡ଼ା ୭୫ ଭାଗ ପ୍ଲାଷ୍ଟିକ ବର୍ଜ୍ୟ ପ୍ରାୟ ୩୦ ଲକ୍ଷ ଟନ ପ୍ଲାଷ୍ଟିକର ବାଧ୍ୟତାମୂଳକ ପୁନଃ ପ୍ରକ୍ରିୟାକରଣ ହେଉଛି ଓ ପ୍ରାୟ ଦଶ ହଜାର ପ୍ରସ୍ତୁତକାରୀ, ଆମଦାନୀକାରୀ ଓ ବ୍ରାଣ୍ଡ ଏହାର ପରିସର ମଧ୍ୟକୁ ଆଜି ଆସି ପାରିଛନ୍ତି ।ତିରୁଅନନ୍ତପୁରମ ଠାରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଉଦ୍ଘାଟନ ଏବଂ ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ଅନୁବାଦ
April 25th, 11:50 am
କେରଳର ରାଜ୍ୟପାଳ ଶ୍ରୀ ଆରିଫ ମହମ୍ମଦ ଖାନ, ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାଇ ବିଜୟନ୍ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, କେରଳ ସରକାରଙ୍କ ମନ୍ତ୍ରୀଗଣ, ସ୍ଥାନୀୟ ସାଂସଦ ଶଶି ଥରୁର ଜୀ, ଏଠାରେ ଉପସ୍ଥିତ ଥିବା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ମୋର କେରଳର ପ୍ରିୟ ଭାଇ ଓ ଭଉଣୀମାନେ । କିଛି ଦିନ ପୂର୍ବରୁ ମାଲାୟାଲମ୍ ନୂଆ ବର୍ଷ ଆରମ୍ଭ ହୋଇଥିଲା । ଆପଣମାନେ ବିଷ୍ଣୁ ପର୍ବକୁ ବହୁତ ଉତ୍ସାହରେ ପାଳନ କରିଛନ୍ତି । ମୁଁ ପୁଣି ଥରେ ଆପଣ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ମୁଁ ବହୁତ ଖୁସି ଯେ ଉଲ୍ଲାସର ଏହି ପରିବେଶରେ ମୋତେ କେରଳର ବିକାଶ ଉତ୍ସବରେ ଯୋଗ ଦେବାର ସୁଯୋଗ ମିଳିଛି । ଆଜି କେରଳକୁ ଏହାର ପ୍ରଥମ ବନ୍ଦେ ଭାରତ ଟ୍ରେନ୍ ମିଳିଛି । ଆଜି କୋଚିକୁ ୱାଟର (ଜଳ) ମେଟ୍ରୋ ଉପହାର ଆକାରରେ ମିଳିଛି, ରେଳ ସହିତ ଜଡିତ ଅନେକ ପ୍ରକଳ୍ପ ମିଳିଛି । ସଂଯୋଗୀକରଣ ସହିତ ଆଜି କେରଳର ବିକାଶ ସହ ଯୋଡି ହୋଇଥିବା ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ଏବଂ ଉଦଘାଟନ ହୋଇଛି । ଏହି ସମସ୍ତ ବିକାଶମୂଳକ ପ୍ରକଳ୍ପ ପାଇଁ କେରଳବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ।ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କେରଳର ତିରୁବନ୍ତପୁରମ କେନ୍ଦ୍ରୀୟ ଷ୍ଟାଡିୟମରେ ୩୨୦୦କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ
April 25th, 11:35 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର ତିରୁବନ୍ତପୁରମ ସ୍ଥିତ କେନ୍ଦ୍ରୀୟ ଷ୍ଟାଡିୟମଠାରେ ୩୨୦୦କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପ ଆଜି (୨୫.୪୨୦୨୩) ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପଗୁଡିକ ମଧ୍ୟରେ କୋଚି ୱାଟର ମେଟ୍ରୋର ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ , ତିରୁବନ୍ତପୁରମଠାରେ ବିଭିନ୍ନ ରେଳ ପ୍ରକଳ୍ପ ଓ ଡିଜିଟାଲ ବିଜ୍ଞାନ ଉଦ୍ୟାନ ଶିଳାନ୍ୟାସ ଅନ୍ତର୍ଭୁକ୍ତ । ପୂର୍ବରୁ ପ୍ରଧାନମନ୍ତ୍ରୀ ତିରୁବନ୍ତପୁରମ ଓ କାଶରଗଡ ମଧ୍ୟରେ କେରଳର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଯାତ୍ରାରମ୍ଭ କରାଇଥିଲେ ।India has immense potential to become a great knowledge economy in the world: PM Modi
October 19th, 12:36 pm
The Prime Minister, Shri Narendra Modi launched Mission Schools of Excellence at Trimandir, Adalaj, Gujarat today. The Mission has been conceived with a total outlay of 10,000 Crores. During the event at Trimandir, the Prime Minister also launched projects worth around Rs 4260 crores. The Mission will help strengthen education infrastructure in Gujarat by setting up new classrooms, smart classrooms, computer labs and overall upgradation of the infrastructure of schools in the State.PM launches Mission Schools of Excellence at Trimandir, Adalaj, Gujarat
October 19th, 12:33 pm
The Prime Minister, Shri Narendra Modi launched Mission Schools of Excellence at Trimandir, Adalaj, Gujarat today. The Mission has been conceived with a total outlay of 10,000 Crores. During the event at Trimandir, the Prime Minister also launched projects worth around Rs 4260 crores. The Mission will help strengthen education infrastructure in Gujarat by setting up new classrooms, smart classrooms, computer labs and overall upgradation of the infrastructure of schools in the State.କ୍ୱାଲକମ୍ ର ସିଇଓ ଶ୍ରୀ କ୍ରିଷ୍ଟିଆନୋ ଆମୋନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ
September 23rd, 07:51 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କ୍ୱାଲକମର ସିଇଓ ଶ୍ରୀ କ୍ରିଷ୍ଟିଆନୋ ଆମୋନଙ୍କୁ ସାକ୍ଷାତ କରିଛନ୍ତି