ଏମ୍ସରେ ବିଭିନ୍ନ ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
June 29th, 11:52 am
ମନ୍ତ୍ରୀପରିଷଦରେ ମୋର ସାଥୀ ଶ୍ରୀମାନ ଜେପି ନଡ୍ଡା ମହୋଦୟ, ଅଶ୍ୱିନୀ ଚୌବେ ମହୋଦୟ, ଅନୁପ୍ରିୟା ପଟେଲ ମହୋଦୟା ଏବଂ ଏହି ମଂଚରେ ଉପସ୍ଥିତ ଶ୍ରୀମାନ ରଣଦୀପ ଗୁଲେରିଆ ମହୋଦୟ, ଶ୍ରୀ ଆଇ.ଏସ. ଝା, ଡା. ରାଜେଶ ଶର୍ମା ଏବଂ ସମସ୍ତ ମହାନୁଭବଗଣ ।ଏମ୍ସରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ
June 29th, 11:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଶୁକ୍ରବାର) ନୂଆଦିଲ୍ଲୀଠାରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ) ରେ ରାଷ୍ଟ୍ରୀୟ ବୟୋବୃଦ୍ଧ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାଦ୍ୱାରା ବୃଦ୍ଧଜନମାନଙ୍କ ପାଇଁ ବହୁମୂଖୀ ସ୍ପେଶାଲିଟି ସ୍ୱାସ୍ଥ୍ୟସେବା ସୁବିଧା ଉପଲବ୍ଧ ହୋଇପାରିବ । 200 ଶଯ୍ୟା ବିଶିଷ୍ଟ ଜେନେରାଲ ୱାର୍ଡ ବ୍ୟବସ୍ଥା ଏଠାରେ ରହିବ ।