ଏସୀୟ ପାରା ଗେମ୍ସ 2018 ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ
October 16th, 05:34 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସୀୟ ପାରା ଗେମ୍ସ 2018 ପଦକ ବିଜେତାଙ୍କୁ ସାକ୍ଷାତ କରି ସମ୍ବର୍ଦ୍ଧିତ କରିଛନ୍ତି ।PM to attend Destination Uttarakhand: Investors’ Summit 2018 on October 7th
October 06th, 06:55 pm
The Prime Minister, Shri Narendra Modi, will attend Destination Uttarakhand: Investors Summit 2018, in Dehradun on October 7th, 2018.ଚତୁର୍ଥ ବିମସ୍ଟେକ ଶିଖର ସମ୍ମିଳନୀ ଘୋଷଣାନାମା, କାଠମାଣ୍ଡୁ, ନେପାଳ (30-31 ଅଗଷ୍ଟ, 2018)
August 31st, 12:40 pm
ଆମେ, ବାଂଲାଦେଶ ସାଧାରଣତନ୍ତ୍ରର ପ୍ରଧାନମନ୍ତ୍ରୀ, ଭୂଟାନ ରାଷ୍ଟ୍ରର ପ୍ରଧାନ ପରାମର୍ଶଦାତା, ଭାରତୀୟ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ, ମିଆଁମାର ସାଧାରଣତନ୍ତ୍ର ସଂଘର ରାଷ୍ଟ୍ରପତି, ନେପାଳ ପ୍ରଧାନମନ୍ତ୍ରୀ, ଶ୍ରୀଲଙ୍କା ଗଣତାନ୍ତ୍ରିକ ସମାଜବାଦୀ ସାଧାରଣତନ୍ତ୍ରର ରାଷ୍ଟ୍ରପତି ଏବଂ ଥାଇଲାଣ୍ଡ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଚତୁର୍ଥ ବିମସ୍ଟେକ ଶିଖର ସମ୍ମିଳନୀ ପାଇଁ 30-31 ଅଗଷ୍ଟରେ କାଠମାଣ୍ଡୁ ଠାରେ ପରସ୍ପର ସହ ସାକ୍ଷାତ କଲୁ ।"ପ୍ରଧାନମନ୍ତ୍ରୀ ନେପାଳର କାଠମାଣ୍ଡୁରେ ଅନୁଷ୍ଠିତ ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀରେ ବିଭିନ୍ନ ଦେଶର ନେତାମାନଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିଛନ୍ତି "
August 30th, 06:31 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳର କାଠମାଣ୍ଡୁରେ ଅନୁଷ୍ଠିତ ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀରେ ବିଭିନ୍ନ ଦେଶର ନେତାମାନଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିଛନ୍ତି ।ନେପାଳର କାଠମାଣ୍ଡୁଠାରେ ବିମଷ୍ଟେକ ଶିଖର ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 30th, 05:28 pm
ବିମଷ୍ଟେକ ସଦସ୍ୟ ଦେଶମାନଙ୍କରୁ ଆସିଥିବା ମୋର ସାଥୀ ନେତୃମଣ୍ଡଳୀ, ସର୍ବପ୍ରଥମେ ତ’ ମୁଁ ଏହି ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀର ସଫଳ ଆୟୋଜନ ଲାଗି ନେପାଳ ସରକାରଙ୍କୁ ଏବଂ ପ୍ରଧାନମନ୍ତ୍ରୀ ଓଲିଙ୍କୁ ହୃଦୟର କୃତଜ୍ଞତା ପ୍ରକଟ କରିବାକୁ ଚାହୁଁଛି । ଯଦିଓ ମୋ ପାଇଁ ଏହା ପ୍ରଥମ ବିମଷ୍ଟେକ ଶିଖର ସମ୍ମିଳନୀ ଅଟେ, କିନ୍ତୁ 2016ରେ ମୋତେ ଗୋଆରେ ବ୍ରିକ୍ସ ଶିଖର ସମ୍ମିଳନୀ ସହିତ ବିମଷ୍ଟେକ ରିଟ୍ରିଟ ଆୟୋଜନ କରିବାର ସୁଯୋଗ ମିଳିଥିଲା । ଗୋଆରେ ଆମେ ପଦକ୍ଷେପ ପାଇଁ ଏଜେଣ୍ଡା ନିର୍ଦ୍ଧାରଣ କରିଥିଲୁ, ଏହାର ଅନୁରୂପ ହିଁ ଆମର ଦଳ ପ୍ରଶଂସନୀୟ ପରବର୍ତ୍ତୀ ପଦକ୍ଷେପ ନେଇଛି ।ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ସ୍ଵର୍ଣ୍ଣ ବିଜୟୀ ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
August 27th, 08:44 pm
ଇଣ୍ଡୋନେସିଆର ଜାକର୍ତ୍ତା-ପାଲେମବଙ୍ଗଠାରେ ଚାଲିଥିବା ଅଷ୍ଟାଦଶ ଏସୀୟ କ୍ରୀଡା 2018ର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ସ୍ଵର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।ପୁରୁଷ 10 ମିଟର ଏୟାର ପିସ୍ତଲ ବିଭାଗରେ ସ୍ଵର୍ଣ୍ଣ ବିଜେତା ସୌରଭ ଚୌଧୁରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
August 21st, 06:25 pm
ଇଣ୍ଡୋନେସିଆର ଜାକର୍ତ୍ତା-ପାଲେମବଙ୍ଗରେ ଚାଲିଥିବା ଅଷ୍ଟାଦଶ ଏସୀୟ କ୍ରୀଡା 2018ର ପୁରୁଷ 10 ମିଟର ଏୟାର ପିସ୍ତଲ ବିଭାଗରେ ସ୍ଵର୍ଣ୍ଣ ବିଜେତା ସୌରଭ ଚୌଧୁରୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 30, 2018
April 30th, 07:41 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 31, 2018
March 31st, 07:40 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।2018-19 କେନ୍ଦ୍ର ବଜେଟ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ବିବୃତି;125 କୋଟି ଲୋକଙ୍କର ଆଶା ଆକାଂକ୍ଷା ପୁରଣ କରିବା ଭଳି ବଜେଟ
February 01st, 02:00 pm
“ମୁଁ ଅର୍ଥମନ୍ତ୍ରୀ ମାନନୀୟ ଅରୁଣ ଜେଟଲୀ ମହାଶୟଙ୍କୁ ଏହି ବଜେଟ ପାଇଁ ଅଭିନନ୍ଦନ ଜଣାଉଛି । ଏହି ବଜେଟ ନିଉ ଇଣ୍ଡିଆର ମୂଳଦୁଆକୁ ସୁଦୃଢ କରିଲା ଭଳି ବଜେଟ । ଏହି ବଜେଟରେ ଦେଶର କୃଷିଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଛି । ବଜେଟରେ ଗରିବ ଏବଂ ମଧ୍ୟମ ବର୍ଗଙ୍କ ଚିନ୍ତା ଦୂର କରୁଥିବା ସ୍ୱାସ୍ଥ୍ୟ ଯୋଜନାଗୁଡ଼ିକ ଅଛି ତ, ଦେଶର ଛୋଟ ଉଦ୍ୟୋଗୀଙ୍କ ସମ୍ପତ୍ତି ବୃଦ୍ଧି କରିବା ପାଇଁ ଯୋଜନାଗୁଡ଼ିକ ମଧ୍ୟ ରହିଛି । ଖାଦ୍ୟ ପ୍ରକ୍ରିୟାକରଣ ଠାରୁ ଆରମ୍ଭ କରି ଫାଇବର ଅପ୍ଟିକସ୍ ପର୍ଯ୍ୟନ୍ତ, ସଡ଼କ ଠାରୁ ବନ୍ଦର ପର୍ଯ୍ୟନ୍ତ, ଯୁବକଙ୍କ ଠାରୁ ବରିଷ୍ଠ ନାଗରିକଙ୍କ ପର୍ଯ୍ୟନ୍ତ, ଗ୍ରାମୀଣ ଭାରତରୁ ଆୟୁଷ୍ମାନ ଭାରତ ପର୍ଯ୍ୟନ୍ତ, ଡିଜିଟାଲ ଇଣ୍ଡିଆରୁ ଷ୍ଟାର୍ଟ ଅପ୍ ଇଣ୍ଡିଆ ପର୍ଯ୍ୟନ୍ତ ସବୁକିଛି ସାମିଲ ହୋଇଛି ।ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 28, 2018
January 26th, 07:28 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ଆସିଆନ-ଭାରତ ସ୍ମାରକ ଶିଖର ସମ୍ମିଳନୀ, 25 ଜାନୁଆରୀ 2018 ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ
January 25th, 06:08 pm
5 ବର୍ଷ ମଧ୍ୟରେ ଦ୍ୱିତୀୟ ଥର ଲାଗି ସମସ୍ତ ଆସିଆନ ନେତୃବୃନ୍ଦଙ୍କୁ ଆତିଥ୍ୟ ପ୍ରଦାନ କରିବା ଭାରତ ପାଇଁ ଗର୍ବର ବିଷୟ । ଆସନ୍ତାକାଲି ଆମର ସାଧାରଣତନ୍ତ୍ର ଦିବସ ସମାରୋହରେ ଆପଣମାନେ ଆମର ସମ୍ମାନନୀୟ ଅତିଥି ହେବେ । ଏପରି ଏକ ଖୁସିର ମୁହୂର୍ତ୍ତରେ ଆମର ଆସିଆନ ସହଭାଗୀ ରାଷ୍ଟ୍ରଗୁଡ଼ିକର ଭାଇ ଓ ଭଉଣୀମାନଙ୍କ ଉପସ୍ଥିତି ଅଭୂତପୂର୍ବ ।PM Modi addresses ASEAN Plenary Session
January 25th, 06:04 pm
While addressing the plenary session of ASEAN-India commemorative summit, PM Modi said, India shares the ASEAN vision for the rule based societies and values of peace. We are committed to work with ASEAN nations to enhance collaboration in the maritime domain.ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 1, 2018
January 01st, 07:46 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।