ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 29, 2017
December 29th, 07:29 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କଲେ ଟେକ୍ସଟାଇଲ ଇଣ୍ଡିଆ 2017 ପ୍ରଦର୍ଶନୀ
June 30th, 02:30 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ୱତନ୍ତ୍ର ପ୍ରଥମ ବୈଶ୍ଵିକ ବସ୍ତ୍ର ପ୍ରଦର୍ଶନୀ-ଟେକ୍ସଟାଇଲ ଇଣ୍ଡିଆ 2017 ର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ,ଭାରତୀୟ ବସ୍ତ୍ର ବିଶ୍ୱ ସ୍ତରରେ ଦେଶର କ୍ଷମତାକୁ ପ୍ରଦର୍ଶନ କରିଛି । ଶ୍ରୀ ମୋଦୀ କହିଲେ ଯେ , ବୟନ କ୍ଷେତ୍ର ରୋଜଗାରର ସୁଯୋଗ ଦେଇଛି ଏବଂ ଏପରିକି କୃଷି କ୍ଷେତ୍ର ପରେ ଏହା ଦ୍ୱିତୀୟ ସବୁଠୁ ବଡ ନିୟୋଜକ ।"ଅସ୍ତାନା ଏକ୍ସପୋ 2017 ରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦୀ "
June 09th, 07:46 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କାଜାଖସ୍ତାନରେ ଅସ୍ତାନା ଏକ୍ସପୋ 2017 ର ଉଦ୍ଘାଟନ ସମାରୋହରେ ଯୋଗଦେଇଛନ୍ତି । ଏହି ଏକ୍ସପୋର ମୁଖ୍ୟ ବିଷୟ-''ଫ୍ୟୁଚର ଏନେର୍ଜି''।PM addresses Plenary Session of St. Petersburg International Economic Forum
June 02nd, 05:00 pm
While addressing the Plenary Session of St. Petersburg International Economic Forum 2017 in Russia, Prime Minister Narendra Modi called upon global investors to explore the opportunities India has to offer.ଜର୍ମାନୀ ବାଣିଜ୍ୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ(ମେ 30,2017)
May 30th, 06:17 pm
ଉଭୟ ଦ୍ୱିପାକ୍ଷିକ ଓ ଆନ୍ତର୍ଜାତିକ ପରିଦୃଶ୍ୟରେ ଭାରତର ପ୍ରମୁଖ ଭାଗିଦାର ରାଷ୍ଟ୍ର ତାଲିକାରେ ଜର୍ମାନୀ ରହିଛି । ଭାରତର ଅଭିବୃଦ୍ଧି କାହାଣୀରେ ଜର୍ମାନୀ କମ୍ପାନୀଗୁଡ଼ିକର ଭଗିଦାରୀରେ ମୁଁ ଅତ୍ୟନ୍ତ ଖୁସି । ଭାରତୀୟ କମ୍ପାନୀଗୁଡ଼ିକ ମଧ୍ୟ ଜର୍ମାନୀରେ ନିଜର ଉପସ୍ଥିତି ବଜାୟ ରଖିଥିବା ଦେଖି ମଧ୍ୟ ସେତିକି ଉତ୍ସାହିତ । ଭାରତରେ ବିଦେଶୀ ପୁଞ୍ଜିନିବେଶ କ୍ଷେତ୍ରରେ ଜର୍ମାନୀର ମାନ୍ୟତା ସପ୍ତମ ସ୍ଥାନରେ ରହିଛି । ଜର୍ମାନୀରୁ ପ୍ରତ୍ୟକ୍ଷ ପୁଞ୍ଜି ନିବେଶର ପ୍ରବାହକୁ ଆକର୍ଷିତ କରୁଥିବା ପ୍ରମୁଖ କ୍ଷେତ୍ରଗୁଡ଼ିକ ହେଉଛି ଇଞ୍ଜିନିୟରିଂ, କେମିକାଲସ୍ ଓ ସେବା ।Jan Shakti is bigger than the strength of Government: PM Modi
March 18th, 08:45 pm
While addressing India Today Conclave, PM Narendra Modi said like the freedom movement, we need a movement for development, where collective aspirations propel growth of the nation. PM Modi stated that bigger than the strength of the Government is the Jan Shakti. The Prime Minister urged that every citizen must resolve to create a new India that provides opportunities for all to flourish.In Pictures: Republic Day 2017
January 26th, 11:58 pm
India celebrated her 68th Republic Day today. The Prime Minister took part in the celebrations at Rajpath in New Delhi. Here is a collection of a few pictures from the celebrations in New Delhi.