PM Modi's Interview with KUNA

December 21st, 09:55 pm

In an interview with KUNA, Prime Minister Narendra Modi emphasised India's growing global influence. During his Kuwait visit, he highlighted trade, energy partnerships, soft power and economic growth. He advocated bilateral cooperation, global sustainability and India's role as a voice for the Global South.

ହିନ୍ଦୁସ୍ତାନକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର

May 31st, 08:00 am

'ହିନ୍ଦୁସ୍ତାନ'କୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ନିର୍ବାଚନ ସମେତ ଅନେକ ବିଷୟ ଉପରେ ଆଲୋଚନା କରିଛନ୍ତି। ନକାରାତ୍ମକ ରାଜନୀତିରେ ବିଶ୍ୱାସ କରୁଥିବା ଦଳକୁ ଦେଶବାସୀ ପ୍ରତ୍ୟାଖ୍ୟାନ କରୁଛନ୍ତି ବୋଲି ସେ କହିଛନ୍ତି। ଆଜି ଭୋଟର ଏକବିଂଶ ଶତାବ୍ଦୀର ରାଜନୀତି ଦେଖିବାକୁ ଚାହୁଁଛନ୍ତି। 'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଏହି ପ୍ରସଙ୍ଗରେ ସହମତି ରେ ଆଗକୁ ବଢ଼ିବା ସପକ୍ଷରେ ଅଛନ୍ତି।

ଓପନ୍ ମ୍ୟାଗାଜିନକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର

May 29th, 05:03 pm

ଓପନ୍ ମ୍ୟାଗାଜିନକୁ ଦେଇଥିବା ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ 10 ବର୍ଷ ମଧ୍ୟରେ ତାଙ୍କ ସରକାରଙ୍କ ସଫଳତା, ଭାରତର ଭବିଷ୍ୟତ ପାଇଁ ତାଙ୍କର ଦୃଷ୍ଟିକୋଣ କ'ଣ, ଦେଶକୁ କାହିଁକି ଏକ ସ୍ଥିର ସରକାର ଦରକାର ଏବଂ ଆହୁରି ଅନେକ ବିଷୟରେ କହିଥିଲେ।

ରିପବ୍ଲିକ୍ ବଙ୍ଗଳାର ମୟୁଖ ରଞ୍ଜନ ଘୋଷଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର

May 28th, 09:50 pm

ରିପବ୍ଲିକ୍ ବଙ୍ଗଳାକୁ ଦେଇଥିବା ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ପ୍ରସଙ୍ଗରେ ମତ ରଖିଛନ୍ତି ।

ସିଏନ୍ଏନ୍ ନ୍ୟୁଜ୍ ୧୮ର ପଲ୍ଲବୀ ଘୋଷଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର

May 28th, 09:15 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଏନଏନ ନ୍ୟୁଜ୧୮କୁ ଦେଇଥିବା ଏକ ସାକ୍ଷାତକାରରେ ଅନେକ ବିଷୟ ଉପରେ ମତ ରଖିଛନ୍ତି ।

ଏବିପି ନ୍ୟୁଜକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର

May 28th, 09:03 pm

ଏବିପି ନ୍ୟୁଜକୁ ଦେଇଥିବା ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ଲୋକସଭା ନିର୍ବାଚନ ଉପରେ ଆଲୋକପାତ କରିବା ସହ ନୀତି ଭିତ୍ତିକ ଶାସନ ଓ ବିକାଶ ପ୍ରତି ବିଜେପି ନେତୃତ୍ୱାଧୀନ ଏନଡିଏର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ବିରୋଧୀଙ୍କ ସୁଯୋଗବାଦୀ ଓ ତୁଷ୍ଟୀକରଣ ରାଜନୀତି ଉପରେ ଆଲୋକପାତ କରିଥିଲେ। ଏହାବ୍ୟତୀତ ତାଙ୍କ ଜୀବନ ଓ ମୂଲ୍ୟବୋଧକୁ ଗଢ଼ିତୋଳିବାରେ ବଙ୍ଗଳା ଓ ରାମକୃଷ୍ଣ ମିଶନର ଗଭୀର ପ୍ରଭାବ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ।

ନ୍ୟୁଜ ନେସନକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର

May 28th, 08:39 pm

ନ୍ୟୁଜ ନେସନକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ଲୋକସଭା ନିର୍ବାଚନ ଉପରେ ଆଲୋଚନା କରିବା ସହ ବିକାଶ ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ଇଣ୍ଡି ମେଣ୍ଟକୁ ସମାଲୋଚନା କରି ଏହାକୁ ସାମ୍ପ୍ରଦାୟିକ, ଜାତିବାଦୀ ଏବଂ ପରିବାରବାଦରେ ପରିପୂର୍ଣ୍ଣ ବୋଲି ଆଖ୍ୟା ଦେଇଥିଲେ।

'ଅଜିତ୍ ସମାଚାର' କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର

May 28th, 11:59 am

'ଅଜିତ ସମାଚାର'କୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଜୁନ୍ ୪ ତାରିଖରେ ଏନଡିଏ ମେଣ୍ଟ ଐତିହାସିକ ଜନାଦେଶ ହାସଲ କରିବ ବୋଲି ସେ କହିଛନ୍ତି। ଏନଡିଏକୁ ତୃତୀୟ ଥର ପାଇଁ କ୍ଷମତାକୁ ଆଣିବାକୁ ସମଗ୍ର ଦେଶ ନିଷ୍ପତ୍ତି ନେଇଛି । ପଞ୍ଜାବରେ ଦୁର୍ନୀତି ଏବଂ ଡ୍ରଗ୍ସ ପ୍ରସଙ୍ଗରେ ଚିନ୍ତା ପ୍ରକଟ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ପରବର୍ତ୍ତୀ କାର୍ଯ୍ୟକାଳରେ ପଞ୍ଜାବକୁ ଅଧିକ ଶକ୍ତିଶାଳୀ, ସୁରକ୍ଷିତ, ସବୁଜ ଏବଂ ସମଗ୍ର ଉନ୍ନତ କରିବା ପାଇଁ ପ୍ରୟାସ କରାଯିବ ।

ଏଏନଆଇ ନ୍ୟୁଜକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର

May 28th, 10:00 am

ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ଲୋକସଭା ନିର୍ବାଚନ କୁ ନେଇ ବିସ୍ତୃତ ଆଲୋଚନା କରିଛନ୍ତି । ଧର୍ମ ଭିତ୍ତିକ ସଂରକ୍ଷଣକୁ ପ୍ରୋତ୍ସାହନ ଦେଉଥିବାରୁ ସେ ବିରୋଧୀଙ୍କୁ ସମାଲୋଚନା କରିବା ସହ କିଛି ପ୍ରଭାବଶାଳୀ ପରିବାର କିପରି ନିଜ ଫାଇଦା ପାଇଁ ଜମ୍ମୁ-କଶ୍ମୀରରେ ଧାରା ୩୭୦ ର ଫାଇଦା ଉଠାଇଛନ୍ତି ତାହା ଉପରେ ଆଲୋକପାତ କରିଥିଲେ। ଏଥିସହ ଓଡ଼ିଶା ଓ ପଶ୍ଚିମବଙ୍ଗ ପାଇଁ ବିଜେପିର ବିକାଶ ଏଜେଣ୍ଡା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ଆଇଏଏନଏସକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାକ୍ଷାତକାର

May 27th, 02:51 pm

ଚଳିତ ଲୋକସଭା ନିର୍ବାଚନ ସମ୍ପର୍କରେ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ନୀତି ଉପରେ ସରକାରଙ୍କ ଆଭିମୁଖ୍ୟ, ନୀତି ଭିତ୍ତିକ ଶାସନ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ଆଭିମୁଖ୍ୟ ଦୁର୍ନୀତିମୁକ୍ତ ଶାସନ, ସାମାଜିକ ନ୍ୟାୟ ଏବଂ ଧର୍ମନିରପେକ୍ଷତାକୁ ସୁନିଶ୍ଚିତ କରିବ ବୋଲି ସେ ସରକାରୀ ଯୋଜନାଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।