ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ପ୍ରତିରକ୍ଷା ଏବଂ ଏରୋସ୍ପେସରେ ଭାରତର ଅସୀମିତ କ୍ଷମତା ରହିଛି । ଏହି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଏରୋ ଇଣ୍ଡିଆ ଏକ ଚମତ୍କାର ମଞ୍ଚ ।
ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ପ୍ରତିରକ୍ଷା ଏବଂ ଏରୋସ୍ପେସରେ ଭାରତର ଅସୀମିତ କ୍ଷମତା ରହିଛି । ଏହି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଏରୋ ଇଣ୍ଡିଆ ଏକ ଚମତ୍କାର ମଞ୍ଚ । ଭାରତ ସରକାର ଏହି କ୍ଷେତ୍ରର ଭବିଷ୍ୟତ ଦୃଷ୍ଟିକୋଣରେ ସଂସ୍କାର ଆଣିଛନ୍ତି, ଯାହା ଆତ୍ମନିର୍ଭର ଭାରତ ଦିଗରେ ଆମ ପ୍ରଚେଷ୍ଟାରେ ଉତ୍ସାହ ଭରିଦେଵ" ।
India offers unlimited potential in defence and aerospace. Aero India is a wonderful platform for collaborations in these areas.
— Narendra Modi (@narendramodi) February 3, 2021
The Government of India has brought futuristic reforms in these sectors, which will add impetus to our quest to become Aatmanirbhar. https://t.co/0m123xhL5x