ବ୍ୟସ୍ତ କାର୍ଯ୍ୟସୂଚୀ ଓ ଅନିୟନ୍ତ୍ରିତ ଜୀବନଶୈଳୀ ଜନିତ ସମସ୍ୟା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟସ୍ଥଳରେ ବିରାମ ବେଳେ ଯୋଗ କରିବାକୁ ଲୋକଙ୍କୁ ପ୍ରୋତ୍ସାହିତ କରିଛନ୍ତି ।

କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ଯୋଗାଭ୍ୟାସରେ ଜନଭାଗିଦାରୀ, ବିଶେଷ କରି କର୍ପୋରେଟ କାର୍ଯ୍ୟାଳୟ ଓ କାର୍ଯ୍ୟବ୍ୟସ୍ତ ଲୋକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ମିନିଟର ‘ୱାଇ ବ୍ରେକ’ ଭିଡିଓ ଲଂଚ ସମ୍ପର୍କରେ ଆୟୁଷ ମନ୍ତ୍ରଣାଳୟର ଏକ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ବ୍ୟସ୍ତ କାର୍ଯ୍ୟସୂଚୀ ଓ ଅନିୟନ୍ତ୍ରିତ ଜୀବନଶୈଳୀ ସହ ଏହାଦ୍ୱାରା ସୃଷ୍ଟ ସମସ୍ୟାଗୁଡିକ ମଧ୍ୟ ଜଡିତ । ସୁସ୍ଥ ରହିବା ପାଇଁ ଯୋଗାଭ୍ୟାସ ଏକ ଭଲ ଉପାୟ, ଏପରିକି କାର୍ଯ୍ୟସ୍ଥଳରେ ମଧ୍ୟ ।”  

  • Karan Singh March 30, 2023

    *श्री रामनवमी की हार्दिक शुभकामनाएं।* 🪔 प्रभु श्री राम जी आपके पूरे परिवार में सुख, समृद्धि और खुशहाली लाएं।
  • Umakant Mishra March 16, 2023

    namo namo
  • Ranjeet Kumar March 16, 2023

    man ki baat
  • Ranjeet Kumar March 16, 2023

    man ki baat
  • Ranjeet Kumar March 16, 2023

    man ki baat
  • Ranjeet Kumar March 16, 2023

    man ki baat
  • Tribhuwan Kumar Tiwari March 16, 2023

    वंदेमातरम सादर प्रणाम सर
  • Jagmeet Singh March 16, 2023

    WOW 😊😊🙏🙏💕
  • Babaji Namdeo Palve March 16, 2023

    Jai Hind Jai Bharat Bharat Mata Kee Jai
  • Argha Pratim Roy March 16, 2023

    JAY HIND ⚔ JAY BHARAT 🇮🇳 ONE COUNTRY 🇮🇳 1⃣ NATION🛡 JAY HINDU 🙏 JAY HINDUSTAN ⚔️
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
In Mann Ki Baat, PM Stresses On Obesity, Urges People To Cut Oil Consumption

Media Coverage

In Mann Ki Baat, PM Stresses On Obesity, Urges People To Cut Oil Consumption
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାର 24, 2025
February 24, 2025

6 Years of PM Kisan Empowering Annadatas for Success

Citizens Appreciate PM Modi’s Effort to Ensure Viksit Bharat Driven by Technology, Innovation and Research