ସରକାର ଭିଆଇପି ସଂସ୍କୃତି ସମାପ୍ତ କରିବା ପାଇଁ ନାଲିବତି ଗାଡିର ବ୍ୟବହାର ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଭଳି ନିଷ୍ପତ୍ତି କେବଳ ପ୍ରଧାନମନ୍ତ୍ରୀ ମୋଦୀ ନେଇପାରିବେ ଯିଏ ସ୍ୱୟଂ ଜଣେ ସାଧାରଣ ବ୍ୟକ୍ତି ଏବଂ ସାଧାରଣଜନତାଙ୍କ ସଶକ୍ତିକରଣ ହିଁ ତାଙ୍କର ଭବ୍ୟଦୃଷ୍ଟି ।
ଆସନ୍ତୁ ,ଦେଖନ୍ତୁ କିଛି ଫୋଟଚିତ୍ର ଯାହା ଦେଖାଉଛି ପ୍ରଧାନମନ୍ତ୍ରୀ କିପରି ସାଧାରଣ ଜନତାଙ୍କ ସହିତ ଯୋଡିତ ଅଛନ୍ତି :