ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ 7, 2021 ସନ୍ଧ୍ୟା 7ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ବିଶ୍ୱବ୍ୟାପୀ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହିତ “ପରୀକ୍ଷା ପେ ଚର୍ଚ୍ଚା 2021” କାର୍ଯ୍ୟକ୍ରମରେ ଆଲୋଚନା କରିବେ ।
ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, “ଏକ ନୂଆ ସ୍ୱରୂପ, ବିଷୟଗୁଡ଼ିକର ବ୍ୟାପକ ଦିଗ ଏବଂ ଆମର ସାହସୀ #ExamWarriors, ଶିକ୍ଷକ ଓ ଅଭିଭାବକଙ୍କ ସହ ଏକ ସ୍ମରଣୀୟ ଆଲୋଚନା ।”
7 ଏପ୍ରିଲରେ 7ଟା ସମୟରେ ‘ପରୀକ୍ଷା ପେ ଚର୍ଚ୍ଚା’ ଦେଖନ୍ତୁ…
#PPC2021"
A new format, several interesting questions on a wide range of subjects and a memorable discussion with our brave #ExamWarriors, parents and teachers.
— Narendra Modi (@narendramodi) April 5, 2021
Watch ‘Pariksha Pe Charcha’ at 7 PM on 7th April...#PPC2021 pic.twitter.com/5CzngCQWwD