ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ନାରାୟଣ ଗୁରୁଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି
"ଜ୍ଞାନ ଏବଂ ସାମାଜିକ ସଂସ୍କାରର ପ୍ରତୀକ, ଶ୍ରୀ ନାରାୟଣ ଗୁରୁଙ୍କୁ ତାଙ୍କ ଜୟନ୍ତୀ ଅବସରରେ ମନେ ପକାଉଛି । ସେ ଅବହେଳିତ ମାନଙ୍କର ହିତକୁ ସମର୍ଥନ କରିଥିଲେ ଏବଂ ତାଙ୍କ ଜ୍ଞାନ ମାଧ୍ୟମରେ ସାମାଜିକ ପରିଦୃଶ୍ୟକୁ ପରିବର୍ତ୍ତନ କରିଥିଲେ । ସାମାଜିକ ନ୍ୟାୟ ଏବଂ ଏକତା ପ୍ରତି ତାଙ୍କର ଅଦମ୍ୟ ପ୍ରତିବଦ୍ଧତା ଦ୍ୱାରା ଆମେ ଅନୁପ୍ରାଣିତ ରହିଛୁ । ଶିବଗିରି ମଠକୁ ପୂର୍ବରୁ ପରିଦର୍ଶନ । "
"ତାଙ୍କ ଜନ୍ମ ବାର୍ଷିକୀରେ ଜ୍ଞାନ ଏବଂ ସାମାଜିକ ସଂସ୍କାରର ପ୍ରତୀକ ଶ୍ରୀ ନାରାୟଣ ଗୁରୁଙ୍କୁ ମନେ ପକାଉଛି । ସେ ବଂଚିତ ମାନଙ୍କ ପାଇଁ କାର୍ଯ୍ୟ କରିଥିଲେ ଏବଂ ନିଜର ଜ୍ଞାନ ମାଧ୍ୟମରେ ସାମାଜିକ ଦୃଶ୍ୟପଟ୍ଟ ପରିବର୍ତ୍ତନ କରିଥିଲେ । ସାମାଜିକ ନ୍ୟାୟ ଏବଂ ଏକତା ପ୍ରତି ତାଙ୍କର ନିରନ୍ତର ପ୍ରତିବଦ୍ଧତା ଆମକୁ ପ୍ରେରଣା ଯୋଗାଇଥାଏ । ମୁଁ ମୋର ଶିବଗିରି ମଠ ପରିଦର୍ଶନର ଅନ୍ତିମ ଚିତ୍ରକୁ ଏଠାରେ ଦେଉଛି ।”
Remembering the beacon of enlightenment and social reform, Sree Narayana Guru on his Jayanti. He championed the cause of the downtrodden and transformed the societal landscape with his wisdom. We remain inspired by his unwavering commitment to social justice and unity. Sharing… pic.twitter.com/w9LdAWApGx
— Narendra Modi (@narendramodi) August 31, 2023
പ്രബുദ്ധതയുടെയും സാമൂഹിക പരിഷ്കരണത്തിന്റെയും ദീപസ്തംഭമായ ശ്രീനാരായണ ഗുരുവിനെ അദ്ദേഹത്തിന്റെ ജയന്തി ദിനത്തിൽ അനുസ്മരിക്കുന്നു. അദ്ദേഹം അധഃസ്ഥിതർക്കായി പ്രവർത്തിക്കുകയും തന്റെ ജ്ഞാനത്താൽ സാമൂഹിക ഭൂപ്രകൃതിയെ മാറ്റിമറിക്കുകയും ചെയ്തു. സാമൂഹിക നീതിയോടും ഐക്യത്തോടും ഉള്ള… pic.twitter.com/WApuvYaLhK
— Narendra Modi (@narendramodi) August 31, 2023