ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସଂସ୍କୃତ ଦିବସରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସଂସ୍କୃତକୁ ଲୋକପ୍ରିୟ କରିବା ପାଇଁ କାର୍ଯ୍ୟ କରୁଥିବା ଲୋକଙ୍କ ଉଦ୍ୟମକୁ ସେ ସ୍ୱୀକାର କରିଛନ୍ତି । ସେ ମନ କି ବାତରୁ ଦୁଇଟି ଉଦାହରଣ ସେୟାର କରିଥିଲେ ଯେଉଁଠାରେ ସେ ସଂସ୍କୃତର ମହତ୍ୱ ଏବଂ ସୌନ୍ଦର୍ଯ୍ୟ ଉପରେ ବର୍ଣ୍ଣନା କରିଥିଲେ । ଯୁବକମାନଙ୍କ ମଧ୍ୟରେ ସଂସ୍କୃତର ବଢୁଥିବା ଲୋକପ୍ରିୟତା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ବିଶ୍ୱ ସଂସ୍କୃତ ଦିବସର ଶୁଭେଚ୍ଛା । ଭାରତ ଏବଂ ବିଶ୍ୱରେ ସଂସ୍କୃତର ପ୍ରଚାର ପାଇଁ କାର୍ଯ୍ୟ କରୁଥିବା ସମସ୍ତଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ପୂର୍ବ ମନ କି ବାତ୍ରେ ସଂସ୍କୃତର ମହତ୍ୱ ଏବଂ ସୌନ୍ଦର୍ଯ୍ୟ ବିଷୟରେ ମୁଁ ଏଠାରେ କହିଥିଲି ।
ନିକଟ ଅତୀତରେ ଯୁବକମାନେ ସଂସ୍କୃତ ପ୍ରଚାରର ଅଗ୍ରଭାଗରେ ରହିଆସିଛନ୍ତି । ଅଗଷ୍ଟ ୨୦୨୧ ରେ ମନ କି ବାତ୍ ମୁଁ ଏହିପରି ଉଦ୍ୟମକୁ ପ୍ରଶଂସା କଲି । ମୁଁ ଆଶା କରୁଛି ଭବିଷ୍ୟତରେ ଆମର ଯୁବକମାନେ ସଂସ୍କୃତ ପ୍ରତି ଆଗ୍ରହ ଦେଖାଇବେ ।”
विश्वसंस्कृतदिनस्य शुभाशया:। भारते विश्वे च संस्कृतप्रचाराय कार्यं कुर्वतां सर्वेषाम् अभिनन्दनं करोमि। पूर्वतने एकस्मिन् #MannKiBaat मध्ये मया संस्कृतस्य महत्त्वं सौन्दर्यं च यत् उक्तं तत् अत्र ददामि। pic.twitter.com/sv2MyqE09t
— Narendra Modi (@narendramodi) August 12, 2022
गतेषु वर्षेषु युवानः संस्कृतप्रचारे अग्रेसराः सन्ति। अगस्त २०२१ #MannKiBaat मध्ये अहम् एतादृशानां प्रयत्नानां प्रशंसां कृतवान्। आशासे यत् आगामिकाले अपि अस्माकं युवानः संस्कृते रुचिं दर्शयेयुः। pic.twitter.com/siwGzCCCC7
— Narendra Modi (@narendramodi) August 12, 2022