କନିଷ୍ଠ ବିଶ୍ୱ କୁସ୍ତି ଚମ୍ପିଅନସିପ୍ ୨୦୨୧ ରେ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୁସ୍ତି ଯୋଦ୍ଧାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ପ୍ରତିଭାଶାଳୀ କୁସ୍ତିଯୋଦ୍ଧା ମାନଙ୍କ ପାଇଁ ଅଧିକ ଶକ୍ତି! କନିଷ୍ଠ ବିଶ୍ୱ କୁସ୍ତି ଚମ୍ପିଅନସିପ୍ ୨୦୨୧ ରେ ଆମର ପୁରୁଷ ଏବଂ ମହିଳା ଦଳ ୪ ଟି ରୌପ୍ୟ ସମେତ ମୋଟ ୧୧ ଟି ପଦକ ସହିତ ଫେରି ଆସିଛନ୍ତି । ସଫଳତା ପାଇଁ ଦଳକୁ ବଧାଇ ଏବଂ ସେମାନଙ୍କ ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
'India is our top performing market in the world': Blackstone CEO Stephen Schwarzman

Media Coverage

'India is our top performing market in the world': Blackstone CEO Stephen Schwarzman
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 12, 2025
March 12, 2025

Appreciation for PM Modi’s Reforms Powering India’s Global Rise