ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ମହାଶିବରାତ୍ରି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।
ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ମହାଶିବରାତ୍ରିର ପବିତ୍ର ଅବସରରେ ଦେଶବାସୀଙ୍କୁ ଅନେକ ଅନେକ ଶୁଭକାମନା । ହର ହର ମହାଦେବ!
ମହାଶିବରାତ୍ରିର ଶୁଭ ଅବସରରେ ଶୁଭେଚ୍ଛା । ହର ହର ମହାଦେବ!”
देशवासियों को महाशिवरात्रि के पावन अवसर पर ढेरों शुभकामनाएं। हर-हर महादेव!
— Narendra Modi (@narendramodi) March 11, 2021
Greetings on the special occasion of Mahashivratri. Har Har Mahadev!