ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୋଇଲା ବୈଶାଖ ଅବସରରେ ଏକ ଶୁଭ ନବୋବର୍ଷର ଶୁଭେଚ୍ଛା ଜଣାଇଛନ୍ତି!
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
“ପୋଇଲା ବୈଶାଖର ଶୁଭେଚ୍ଛା । ଏହି ବିଶେଷ ଉତ୍ସବ ବଙ୍ଗୀୟ ସଂସ୍କୃତିକୁ ପ୍ରଦର୍ଶିତ କରିଥାଏ । ମୁଁ ଆଶା କରୁଛି ଆଗାମୀ ବର୍ଷ ଏହା ସହିତ ସୁଖ, ଶାନ୍ତି ଏବଂ ସମୃଦ୍ଧତା ଆଣିଦେଉ । ତୁମର ସମସ୍ତ ଇଚ୍ଛା ପୂରଣ ହେଉ ।”
Shubho Nabo Barsho!
— Narendra Modi (@narendramodi) April 15, 2022
Best wishes on Poila Boishakh. pic.twitter.com/Nfle3Erb9Z