18 ଏପ୍ରିଲ 2018 ରେ ପ୍ରଧାନମନ୍ତ୍ରୀ ମୋଦୀ ଲଣ୍ଡନରେ ଏକ ସଂବାଦ କାର୍ଯ୍ୟକ୍ରମ 'ଭାରତ କି ବାତ ,ସବକେ ସାଥ' ରେ ଯୋଗ ଦେବେ । ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସିଧା ସଂପର୍କ କାର୍ଯ୍ୟକ୍ରମ ହେବ  ।

ତଳେ ଦିଆଯାଇଥିବା ଟିପ୍ପଣୀ ବକ୍ସରେ କାର୍ଯ୍ୟକ୍ରମ ପାଇଁ ନିଜର ବିଚାର ଏବଂ ପରାମର୍ଶ ସେୟାର କରନ୍ତୁ । #BharatKiBaatSabkeSaath ର ବ୍ୟବହାର କରନ୍ତୁ ।
 
Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
India Semiconductor Mission: How India plans to become the world’s next chip powerhouse

Media Coverage

India Semiconductor Mission: How India plans to become the world’s next chip powerhouse
NM on the go

Nm on the go

Always be the first to hear from the PM. Get the App Now!
...
ନକ୍ସଲ ପ୍ରଭାବିତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ
May 14, 2025

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି, ସୁରକ୍ଷା ବାହିନୀଙ୍କ ସଫଳତାରୁ ଏହା ଜଣାପଡ଼ୁଛି ଯେ ନକ୍ସଲଙ୍କୁ ନିପାତ କରିବା ଦିଗରେ ଆମର ଅଭିଯାନ ଠିକ୍ ଦିଗରେ ଚାଲିଛି । “ଆମେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଶାନ୍ତିି ପ୍ରତିଷ୍ଠା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ ଏବଂ ସେମାନଙ୍କୁ ବିକାଶର ମୁଖ୍ୟଧାରାରେ ଆମେ ଯୋଡ଼ିବୁ” ଶ୍ରୀ ମୋଦୀ କହିଛନ୍ତି ।

ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଏକ ବିବୃତିର ପ୍ରତିକ୍ରିୟାରେ ଏକ୍ସ ରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

“ସୁରକ୍ଷା ବଳଙ୍କ ଏହି ସଫଳତା ଏହା ଦର୍ଶାଉଛି କି ନକ୍ସଲବାଦର ମୂଳକୁ ନିପାତ କରିବା ଦିଗରେ ଆମର ଅଭିଯାନ ଠିକ୍ ଦିଗରେ ଅଗ୍ରସର ହେଉଛି । ନକ୍ସଲବାଦ ପ୍ରଭାବିତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ସହ ସେମାନଙ୍କୁ ବିକାଶର ମୁଖ୍ୟଧାରାରେ ଯୋଡ଼ିବା ଦିଗରେ ଆମେ ସମ୍ପୂର୍ଣ୍ଣ ରୂପେ ପ୍ରତିବଦ୍ଧ ।”