প্রধান মন্ত্রী, শ্রী নরেন্দ্র মোদীনা বেঞ্জামিন নেতনয়াহু, ইজ্রেলগী মীয়াম অমদি মৈগী কুমহৈ পাঙথোক্লিবা মালেম পুম্বগী মীওইশিংগী মফমদা হনুক্কাহগী য়াইফ পাউজেল পীখ্রে।
প্রধান মন্ত্রীনা ত্বীত তৌরদুনা ফোঙদোকখি;
“ঐগী মরূপ বেঞ্জামিন নেতনয়াহু, ইজ্রেলগী মরূপশিং, অমদি মালেম পুম্বগী মৈগী কুমহৈবু পাঙথোক্লিবা পুম্নমক্কীম ফমদা হনুক্কাহগী য়াইফ-পাউজেল পীজরি। চগ সমীচ।”
Hanukkah greetings to my friend @netanyahu, friends in Israel, and those celebrating this festival of lights around the world. Chag Sameach.
— Narendra Modi (@narendramodi) December 18, 2022ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫିଫା ବିଶ୍ୱକପ ଚାମ୍ପିୟନ୍ସ ହୋଇଥିବା ଆର୍ଜେଣ୍ଟିନାକୁ ଶୁଭେଚ୍ଛା ଜଣାଇଛନ୍ତି । ଫିଫା ବିଶ୍ୱକପରେ ଦମଦାର ପ୍ରଦର୍ଶନ ପାଇଁ ଶ୍ରୀ ମୋଦୀ ଫ୍ରାନ୍ସକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଅତ୍ୟନ୍ତ ରୋମାଞ୍ଚକର ଫୁଟବଲ ମ୍ୟାଚ ଭାବେ ଏହି ମ୍ୟାଚ ସ୍ମରଣୀୟ ରହିବ ! #FIFAWorldCup ଚାମ୍ପିୟନ୍ସ ହୋଇଥିବା ଆର୍ଜେଣ୍ଟିନାକୁ ଅଭିନନ୍ଦନ ! ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ସେମାନେ ଅସାଧାରଣ ଖେଳ ପ୍ରଦର୍ଶନ କଲେ । ଆର୍ଜେଣ୍ଟିନା ଓ ମେସିଙ୍କ ଲକ୍ଷ ଲକ୍ଷ ଭାରତୀୟ ଫ୍ୟାନ ଏହି ଚିତ୍ତାକର୍ଷକ ବିଜୟର ଉତ୍ସବ ପାଳୁଛନ୍ତି ! @alferdez”
“#FIFAWorldCupରେ ଦମଦାର ପ୍ରଦର୍ଶନ ପାଇଁ ଫ୍ରାନ୍ସକୁ ଅଭିନନ୍ଦନ ! ନିଜ ଦକ୍ଷତା ଓ ଖେଳୁଆଡ ଭାବନା ସହ ଫାଇନାଲରେ ପହଞ୍ଚି ସେମାନେ ଫୁଟବଲପ୍ରେମୀଙ୍କ ହୃଦୟ ଜିତିଛନ୍ତି ।@EmmanuelMacron”